Latest Odisha News
Browsing Category

ଫିଚର

ରୁଷ ଉପରେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ କରୁଛି ମାରାତ୍ମକ କୀଟ ପତଙ୍ଗ !

ମସ୍କୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ଥମିବାରେ ନାମ ଧରୁନି । ୱାଗନର ଗ୍ରୁପର ଆନ୍ଦୋଳନ ପରେ ଏହି ଯୁଦ୍ଧ କିଛି ମାତ୍ରାରେ ଥମି ଯାଇଥିଲା । ଏହା ପରେ ରୁଷ ପୁନର୍ବାର ୟୁକ୍ରେନର ଉପରେ ଜୋରଦାର ଆକ୍ରମଣ ଜାରୀ ରଖିଛି । ଇତି ମଧ୍ୟରେ ରୁଷର ସଂସଦୀୟ ସମିତି ପ୍ରମୁଖ ଇରିନା ୟାରାବାୟାଙ୍କ ଏକ ବୟାନ ଏବେ…

ଦୁନିଆର ସବୁଠୁ ଛୋଟ ଶିଶୁ: ୨୨ ସପ୍ତାହରେ ନେଲା ଜନ୍ମ , ଓଜନ ୩୫୦ ଗ୍ରାମ୍‌

ନ୍ୟୁୟର୍କ: ଦୁନିଆରେ ଅନେକ ପ୍ରି-ମାଚ୍ୟୁୟର ଶିଶୁ ଅଛନ୍ତି,ଯାହାର ଓଜନ ୪୦୦ରୁ ୮୦୦ ଗ୍ରାମ ଭିତରେ ହୋଇଥାଏ । କିନ୍ତୁ ଆମେରିକାରେ ଏବେ ଏକ ଶିଶୁ ମାତ୍ର ୨୨ ସପ୍ତାହରେ ଜନ୍ମ ନେଇଛି, ଯାହାର ଓଜନ ମାତ୍ର ୩୫୦ ଗ୍ରାମ୍ ରହିଛି । ଏହାକୁ ଦୁନିଆର ସବୁଠାରୁ ଛୋଟ ଶିଶୁ ବୋଲି କୁହାଯାଇଛି । ସବୁଠୁ ବଡ଼…

ଚୟନ କମିଟି ମୂଖ୍ୟ ଦୌଡରେ ସବୁଠାରେ ଆଗରେ ଅଗରକର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚୟନ କମିଟି ମୂଖ୍ୟ ଦୌଡରେ ଅଜିତ ଅଗରକର ସବୁଠାରୁ ଆଗରେ ରହିଛନ୍ତି । ଏହି ପୂର୍ବତନ ଆନ୍ତର୍ଜାତୀୟ ପେସ ବୋଲର ଶେଷ ଦିନ ଏହି ପଦ ପାଇଁ ଆବେଦନ କରିଥିଲେ । ପୂର୍ବତନ ଚେୟାରମ୍ୟାନ ଚେତନ ଶର୍ମା ଷ୍ଟିଙ୍ଗ ଅପରେସନରେ ଫସିବା ପରଠାରୁ ଏହି ପଦ ଖାଲି…

ଲୁଟ ଅଭିଯୋଗରେ ତିନି ଗିରଫ, କବାଟ ବନ୍ଦ ଥିଲେ ଟାର୍ଗେଟ କରନ୍ତି

ଭୁବନେଶ୍ୱର: ରାଜଧାନୀରୁ ତିନି ଲୁଟେରା ଗିରଫ । ସୋମବାର ତିନି ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ସୋମବାର ଭୁବନେଶ୍ୱରରେ ସକ୍ରିୟ ଥିବା ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ପରେ ସହରରେ ଅନ୍ୟ ଡକାୟତି ଓ ଅପରାଧରେ ଏମାନଙ୍କର ସମ୍ପୃକ୍ତ ଥିବା ପୁଲିସ ଦାବି କରିଛି। କ୍ୟାପିଟାଲ…

ଜମି ଦୁର୍ନୀତି ମାମଲା: ସିବିଆଇ ଚାର୍ଜସିଟରେ ଲାଲୁ, ରାବ୍ରି ସମେତ ବିହାର ଉପମୁଖ୍ୟମନ୍ତ୍ରୀଙ୍କ ନାଁ

ନୂଆଦିଲ୍ଲୀ: ଚାକିରି ନାଁରେ ଜମି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ଅଡୁଆ ବୃଦ୍ଧି ପାଉଛି। ଏବେ ସିବିଆଇ ସୋମବାର ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏହି ଦୁର୍ନୀତି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ ବିହାରର ଉପ…

ୱେଷ୍ଟଇଣ୍ଡିଜରେ ଟିମ ଇଣ୍ଡିଆର ଜୋରଦାର ଅଭ୍ୟାସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ସୋମବାର ବାର୍ବାଡୋସରେ ଭାରତୀୟ ଦଳର ସଦସ୍ୟମାନେ ଜୋରଦାର ଅଭ୍ୟାସ କରିଥିଲେ । ଜୁଲାଇ ୧୨ରୁ ଏହି ସିରିଜ ଆରମ୍ଭ ହେବ । ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜା ଓ ଯଶସ୍ୱୀ…

ମାଟ୍ରିକ ସାର୍ଟିଫିକେଟରେ ନାଁ ଜଣଙ୍କର ଫଟୋ ଆଉ ଜଣଙ୍କର, ଚିନ୍ତାରେ ୬୯ ଛାତ୍ରଛାତ୍ରୀ

କଟକ: ସାର୍ଟିଫିକେଟରେ ନାଁ ଜଣଙ୍କର ଫଟୋ ଆଉ ଜଣଙ୍କର। ମାଟ୍ରିକ ପରୀକ୍ଷା ପାସ କରିଥିବା ଗୋଟିଏ ସ୍କୁଲର ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟରେ ଏଭଳି ଏକ ତ୍ରୁଟି ଦେଖିବାକୁ ମିଳିଛି। ୬୯ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ପାଇଁ ଆବେଦନ କରିବାକୁ ଯାଇ ଏବେ ସମସ୍ୟାର…

‘ବିହାରରେ ହେବ ମହାରାଷ୍ଟ୍ର ଅବସ୍ଥା, ଭାଙ୍ଗିଯିବ ନୀତିଶ ସରକାର’

ଭୁବନେଶ୍ୱର: ବିହାରରେ ମହାରାଷ୍ଟ୍ର ଭଳି ସ୍ଥିତି ହେବ। ଖୁବ ଶୀଘ୍ର ବିହାରରେ ନୀତିଶଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ ସରକାର ଭାଙ୍ଗିଯିବ। ନୀତିଶଙ୍କ ଦଳର ବହୁ ସାଂସଦ ଓ ବିଧାୟକ ଏନଡିଏ ସହ ସମ୍ପର୍କରେ ଅଛନ୍ତି। ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ମଧ୍ୟରେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି…

ମଲରେ ଲାଇବ୍ରେରୀ: ଯେଉଁଠି ରହିଛି ୩ ଲକ୍ଷରୁ ଊର୍ଦ୍ଧ୍ୱ ପୁସ୍ତକ

କୋରିଆ: ଡ଼ିଜିଟାଲ ଯୁଗରେ ଏବେ ସବୁକିଛି ଡ଼ିଜିଟାଲ । ଅର୍ଥାତ୍ ସକାଳୁ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ପ୍ରତିଟି ମୁହୂର୍ତ୍ତରେ ଡ଼ିଜିଟାଲ ସହିତ ଯୋଡ଼ି ହୋଇ ରହିଛି ମଣିଷ । ଏହି କାରଣରୁ ପାରମ୍ପରିକ ଭାବେ ପ୍ରଚଳିତ ହୋଇଆସୁଥିବା ପୁସ୍ତକ ପଠନ ଉପରୁ ମୁହଁ ଫେରାଇ ନେଇଛନ୍ତି…

ମୌସୁମୀ ଅଧିବେଶନ ପୂର୍ବରୁ ବେଙ୍ଗାଲୁରୁରେ ବିରୋଧୀ ଦଳ ଏକାଠି ହେବେ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ବିରୋଧୀ ଏକାଠି ହୋଇ ପାଟନା ପରେ ବେଙ୍ଗାଲୁରୁରେ ବୈଠକ କରିବେ। କିନ୍ତୁ ମହାରାଷ୍ଟ୍ରର ଏନସିପିରେ ବିଭାଜନ ପରେ ଏହି ବୈଠକ ସ୍ଥଗିତ ହେଲା ବୋଲି କୁହାଯାଉଥିଲା। କିନ୍ତୁ ଏହି ବିରୋଧୀ ବୈଠକ ସମ୍ପର୍କରେ କଂଗ୍ରେସ ପ୍ରତିକ୍ରିୟା ରଖିଛି। କଂଗ୍ରେସ ଦଳର…