Latest Odisha News

BREAKING NEWS

Browsing Category

ଫିଚର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ଓଡ଼ିଶା ବିଜେପି ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ତୁଟୁନି ଘର କଳି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ କେଳେଙ୍କାରୀ ନେଇ ବିରୋଧୀ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଥିବା ନେଇ ବିଜେଡି କାଉଣ୍ଟର କରିଛି । ଆଜି ପ୍ରେସମିଟ୍ କରି ବିଜେଡି କହିଛି, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଗତ କିଛିଦିନ ହେଲା ରାଜ୍ୟ…

ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉ ଥିବା ବେଳେ ୨ ଯୁବକଙ୍କୁ ଧରି ପୋଲିସରେ ଦେଲେ ଗ୍ରାମବାସୀ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରୁ ଆସିଛି ସଙ୍ଗୀନ ଅଭିଯୋଗ । ଲୋକଙ୍କୁ ହିନ୍ଦୁ ଧର୍ମରୁ ଅନ୍ୟ ଧର୍ମକୁ ପରିବର୍ତ୍ତନ ପାଇଁ ୨ ଯୁବକ ପ୍ରବର୍ତ୍ତାଉ ଥିବା ଅଭିଯୋଗ ହୋଇଛି । ଖ୍ରୀଷ୍ଟ ଧର୍ମ ଗ୍ରହଣ ପାଇଁ ପ୍ରବର୍ତ୍ତାଇବା ବେଳେ ଗ୍ରାମବାସୀ ୨ ଯୁବକଙ୍କୁ ଧରିଛନ୍ତି । ୨…

ଅନୁମତି ନ ନେଇ ଘରୋଇ ପୁରସ୍କାର ଗ୍ରହଣ କରି ପାରିବେନି ଆଇଏଏସ୍, ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ଘରୋଇ ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷଙ୍କ ଠାରୁ ପୁରସ୍କାର ଗ୍ରହଣ ପୂର୍ବରୁ ନେବାକୁ ପଡ଼ିବ ଅନୁମତି । ଆଇଏଏସ୍, ଆଇପିଏସ୍ ଓ ଆଇଏଫ୍ଏସ୍ ଅଧିକାରୀ କୌଣସି ଘରୋଇ ସଂସ୍ଥା ଠାରୁ ପୁରସ୍କାର ନେବା ପୂର୍ବରୁ ଅନୁମତି ନେବାକୁ ପଡ଼ିବ । କର୍ତ୍ତୃପକ୍ଷଙ୍କ ଠାରୁ ପୂର୍ବରୁ ଅନୁମତି ନେଇ…

ପାର୍ସଲରେ ଡ୍ରଗ୍ସ ଥିବା କହି ଭିଡିଓ କଲରେ ଯାଞ୍ଚ କଲେ; ଦେଢ଼ ଲକ୍ଷ ଠକି ନେଲେ ସାଇବର ଲୁଟେରା

ଭୁବନେଶ୍ୱର: ଅଜଣା ନମ୍ବରରୁ କଲ୍ ଆସୁଥିଲେ ସାବଧାନ ରୁହନ୍ତୁ । ନଚେତ୍ ଆପଣ ବି ଠକାମୀର ଶିକାର ହେବେ । ଭୁବନେଶ୍ୱରର ଜଣେ ବାସିନ୍ଦା ଫୋନ୍ କଲରେ ଦେଢ଼ ଲକ୍ଷ ଟଙ୍କ ହରାଇଛନ୍ତି । ଆଉ ସାଇବର ଠକ ନିଜକୁ ନାର୍କୋଟିକ୍ ବ୍ୟୁରୋର ଅଧିକାରୀ କହି ଏତେ ବଡ଼ ଠକେଇ କରିବା ପରେ ଘଟଣା ସାମ୍ନାକୁ ଆସିଛି ।…

କୁକୁର,ବିଲେଇ ନୁହେଁ, ମହିଳା ଘରେ ପାଳୁଛନ୍ତି ୩୫ଟି ଜୋକ

ବିଟ୍ରେନ: ସାଧାରଣତଃ ଲୋକମାନେ ଘରେ କୁକୁର,ବିଲେଇ, ଠେକୁଆ ,ଶୁଆ ଆଦି ରଖିବାକୁ ପସନ୍ଦ କରିଥାନ୍ତି । ଲୋକମାନେ ନିଜ ଘରର ସଦସ୍ୟ ଭାବେ ସେମାନଙ୍କର ଯତ୍ନ ବି ନିଅନ୍ତି । ବାହାରକୁ ବୁଲିବାକୁ ଗଲେ ସେମାନଙ୍କୁ ବି ସାଙ୍ଗରେ ନେଇ ଯାଇଥାନ୍ତି । ହେଲେ ବ୍ରିଟେନ୍‌ରେ ଜଣେ ମହିଳା ଯିଏ କୁକୁର କିମ୍ବା…

ଦୀପିକାଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’ରେ ସାଉଥ୍ ସୁପରଷ୍ଟାରଙ୍କ ଏଣ୍ଟ୍ରି, ବଢିଲା ଫ୍ୟାନ୍ସଙ୍କ କ୍ରେଜ୍

ମୁମ୍ବାଇ: ଦକ୍ଷିଣ ଅଭିନେତା ପ୍ରଭାସ ଆଜିକାଲି ଫିଲ୍ମ 'ଆଦିପୁରୁଷ'କୁ ନେଇ ଆଲୋଚନାର ଶୀର୍ଷରେ ଅଛନ୍ତି। ରିଲିଜ ହେବା ପରଠାରୁ ତାଙ୍କ ଫିଲ୍ମ ସମାଲୋଚନାର ସମ୍ମୁଖୀନ ହୋଇଛି। ଏହି ସିନେମାରେ କିଛି ସଂଳାପ କୁହାଯାଇଛି, ଯାହାକୁ ଲୋକମାନେ ନାପସନ୍ଦ କରିଛନ୍ତି। ଏସବୁ ମଧ୍ୟରେ ପ୍ରଭାସଙ୍କ…

ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ୍ ରୋଡ୍, ଚିନ୍ତାରେ ୧୦ ପଞ୍ଚାୟତବାସୀ

କାମାକ୍ଷାନଗର: ରାଜ୍ୟରେ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ହେଉଥି । ଲଗାଣ ବର୍ଷା ଫଳରେ ତଳିଆ ଅଞ୍ଚଳରେ ପାଣି ଜମୁଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଧୋଇ ଯାଇଛି ଆପ୍ରୋଚ୍ ରୋଡ୍ । ଜିଲ୍ଲାର ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ବତାସିଂହ ନାଳ ଉପର ଆପ୍ରୋଚ ରୋଡଟି ବର୍ଷା ଜଳରେ ଧୋଇ…

ସ୍କୁଲ୍ ଡାଏରୀରେ ଲେଖି ଦିଅ କହିବାରୁ ଛାତ୍ରଙ୍କୁ ୨୩ ଚାପୁଡ଼ା ମାରିଲେ ଶିକ୍ଷକ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ଚତୁର୍ଥ ଶ୍ରେଣୀର ଛାତ୍ରକୁ ମାରିଲେ ୨୩ ଚାପୁଡ଼ା। ଏନେଇ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୟୀ ଲୋକେ। ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ ଶିକ୍ଷକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।…

୨ ଦିନ ପ୍ରବଳ ବର୍ଷା, ୨୭ ସକାଳ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁ ସାରିଥିବା ବେଳେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଜି ଓ ଆସନ୍ତାକାଲି ବିକ୍ଷୀପ୍ତ ବର୍ଷା ହେବାକୁ ଥିବା ବେଳେ ୨୭ରୁ ବର୍ଷାର ପରିମାଣ କମିବ ବୋଲି…

ମଶା କାମୁଡିବା ଯନ୍ତ୍ରଣାରୁ କିପରି ପାଇବେ ମୁକ୍ତି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀଷ୍ମ ଏବଂ ବର୍ଷା ଋତୁରେ ମଶା ପ୍ରାୟତଃ ଲୋକଙ୍କୁ ଉଦ୍‌ବେଗଜନକ କରାଏ। ଗରମରୁ ମୁକ୍ତି ପାଇବା ପାଇଁ ଲୋକେ ପ୍ରାୟତଃ ନିଜ ଘରର ଝରକା ଏବଂ କବାଟ ଖୋଲା ରଖନ୍ତି। କିନ୍ତୁ ମଶାମାନେ ଏହାର ସୁଯୋଗ ନେଇ ଘରେ ପ୍ରବେଶ କରନ୍ତି। ଏପରି ପରିସ୍ଥିତିରେ ଏହି ମଶାମାନେ ପ୍ରାୟତଃ…