Latest Odisha News

BREAKING NEWS

Browsing Category

ଫିଚର

‘ସେବା କରିବାକୁ ଅଟକାଇ ପାରିବେନି’, କେଉଁ ଉଦ୍ଦେଶ୍ୟରେ ଓ କାହାକୁ କହିଲେ ରୋହିତ ପୂଜାରୀ?

ରେଢାଖୋଲ: ରେଢାଖୋଲବାସୀ ସେବା କରିବା ପାଇଁ ଏଭଳି କୌଣସି ଶକ୍ତି ମୋତେ ଅଟକାଇ ପାରିବ ନାହିଁ। ରବିବାର ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ରେଢାଖୋଲର ବିଧାୟକ ରୋହିତ ପୂଜାରୀ ଏକ କଲେଜ ଉତ୍ସବରେ ଯୋଗ ଦେଇ ଏଭଳି କହିଛନ୍ତି। ଗତ 9 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋହିତ…

ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ଦ ନାଇଲ୍‌’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍‌ ଦ ନାଇଲ୍‌’ରେ ସମ୍ମାନିତ କରାଯାଇଛି। ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଶ୍ରୀ ଅବଦଲ ଫତେହ ଅଲ ସିସି ୨୫ ଜୁନ୍‌ ୨୦୨୩ରେ କାଏରୋସ୍ଥିତ ପ୍ରେସିଡେନ୍ସୀ ଠାରେ ଅନୁଷ୍ଠିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ…

ଓଟିଇଟି ପରୀକ୍ଷାରେ ପେପର୍ ଓ ସେଣ୍ଟର ଦ୍ୱନ୍ଦ୍ୱ, ପ୍ରତିକ୍ରିୟା ରଖିଲେ ବୋର୍ଡ ସଭାପତି

କଟକ: ଜୁଲାଇ ୧ ତାରିଖରେ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷା ଅନୁଷ୍ଠିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଲାଗି ଆଡମିଟ୍ କାର୍ଡ ବୋର୍ଡ ୱେବସାଇଟ୍ http://bseodisha.ac.in/ ରେ ଉପଲବ୍ଧ ହୋଇଛି । ତେବେ କିଛି ପରୀକ୍ଷାର୍ଥୀ ଅଭିଯୋଗ…

ଦୁଲୀପ ଟ୍ରଫି: ଓଡିଶା ପେସର ସୂର୍ଯ୍ୟକାନ୍ତ ଚୂଡାନ୍ତ ଦଳରେ ସାମିଲ

ଭୁବନେଶ୍ୱର: ଆଗାମୀ ଦୁଲୀପ ଟ୍ରଫି ପାଇଁ ନିକଟରେ ପୂର୍ବାଚଳ ଦଳ ଘୋଷଣା କରାଯାଇଥିଲା । ଏଥିରେ ଓଡିଶାର ଉଦୀୟମାନ ପେସ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ମୂଖ୍ୟ ଦଳରେ ସାମିଲ କରା ନ ଯାଇ ଷ୍ଟାଣ୍ଡବାଇରେ ରଖା ଯାଇଥିଲା । ତେବେ ରବିବାର ଓସିଏରୁ ମିଳିଥିବା ଖବର ଅନୁସାରେ ସୂର୍ଯ୍ୟକାନ୍ତଙ୍କୂ…

କ୍ରମାଗତ ୫ ୱିକେଟ ସଫଳତାରେ ହସରଙ୍ଗାଙ୍କ ବିଶ୍ୱରେକର୍ଡ

କଲମ୍ବୋ: ଶ୍ରୀଲଙ୍କା ଲେଗ ସ୍ପିନର ୱାନିନ୍ଦୁ ହସରଙ୍ଗା ଦିନିକିଆ କ୍ରିକେଟରେ ସର୍ବାଧିକ ଥର କ୍ରମାଗତ ୫ ୱିକେଟ ସଫଳତା ହାସଲ କରିବାରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଚଳିତ ବିଶ୍ୱକପ କ୍ୱାଲିଫାୟର୍ସ ମୁକାବିଲାରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ…

ନାଗା ସାଧୁ ବେଶରେ ଆସି ପରିବାର ଠାରୁ ସୁନାଗହଣା ଲୁଟି ନେଲେ ୬ ଜଣ

ଭୁବନେଶ୍ୱର: ରାଜଧାନୀରେ ଲୁଟ୍ । ବେଶ ବଦଳାଇ ନାଗା ସାଧୁ ବେଶରେ ଆସିଲେ, ପରିବାର ଠାରୁ ଲୁଟିନେଲେ ଅଳଙ୍କାର । ସୂଚନା ଅନୁସାରେ, ଶନିବାର ସାଧୁଙ୍କ ବେଶରେ ୬ ଜଣ ଆସିବା ସହ ନନ୍ଦନକାନନ ଥାନା ରଘୁନାଥପୁର ଗୁଣ୍ଡିଚା ମନ୍ଦିରରେ ରହିଥିଲେ । ରଘୁନାଥପୁରର ପ୍ରାଣକୃଷ୍ଣ ପଢ଼ିହାରୀ ସାଧୁଙ୍କୁ…

ଆରଏସଏସ ପତ୍ରିକା ପଂଚଜନ୍ୟରେ ଇନ୍ଦିରା ଗାନ୍ଧୀଙ୍କୁ ହିଟଲରଙ୍କ ସହ ତୁଳନା

ନୂଆଦିଲ୍ଲୀ: ୨୫ ଜୁନ ୧୯୭୫ରେ ସେ ସମୟର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସାରା ଦେଶରେ ଏର୍ମଜେନ୍ସି ଶାସନ ଲାଗୁ କରିଥିଲେ । ଏହାର ୪୮ ବର୍ଷ ପୂର୍ତି ଅବସରରେ ଆରଏସଏସ ତାର ପତ୍ରିକା ପଂଚଜନ୍ୟରେ ଇନ୍ଦିରା ଗାନ୍ଧୀଙ୍କୁ ହିଟଲରଙ୍କ ସହ ତୁଳନା କରାଯାଇଛି । କଭର ପେଜରେ ହିଟଲର ଓ ଇନ୍ଦିରାଙ୍କ ଫଟୋ…

ବିଦ୍ୟୁତ୍ କାଟ୍ ପରେ ବିଲିଂରେ ବି ଟାଟା ପାୱାରର ମନମାନି, ଟ୍ୱିଟରରେ ଜବାବ ମାଗିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଥମୁନି ଟାଟା ପାୱାରର ଶୋଷଣ । ଖରା ଦିନେ ଅଘୋଷିତ ବିଦ୍ୟୁତ୍ କାଟ ଲୋକଙ୍କୁ ହନ୍ତସନ୍ତ କରିଥିଲା । ଏବେ ଟାଟା ପାୱାର ମାସିକ ୩୦ ଦିନକୁ ୪୦ ଦିନ କରି ସାରିଲାଣି । ଏକଥା ଆମେ କହୁନୁ ବରଂ ଟାଟା ପାୱାର ଗ୍ରାହକଙ୍କୁ ଦେଉଥିବା ବିଦ୍ୟୁତ୍ ବିଲ୍ କହୁଛି । ଏନେଇ କଟକର ଜଣେ ଗ୍ରାହକ…

୪ ହଜାର ଟଙ୍କାରେ କିଣିଥିବା ଚେୟାରକୁ ଯୁବକ ବିକିଲେ ୮୨ ଲକ୍ଷରେ, ବଦଳିଗଲା ଭାଗ୍ୟ

ନ୍ୟୁୟର୍କ: ୪ ହଜାର ଟଙ୍କାରେ କିଣିଥିବା ଚେୟାରକୁ ଯୁବକ ବିକିଲେ ୮୨ ଲକ୍ଷ ଟଙ୍କାରେ । ଏହା ପଢିବା ପରେ ଆପଣଙ୍କୁ ଟିକେ୍ ଖଟ୍‌କା ଲାଗିପାରେ । ହେଲେ ଘଟଣାଟି ସତ । ଆମେରୀକିୟ ଜଣେ ଯୁବକ ଫେସବୁକ୍ ମାର୍କେଟରେ ଏକ ପୁରୁଣା ଚମଡ଼ା ଚେୟାର ବିକ୍ରି କରି ଲାଭବାନ୍ ହୋଇଛନ୍ତି । କେବଳ ଲାଭବାନ…

ଘୁଂଚିଲା ଭାରତୀୟ କୁସ୍ତି ସଂଘ ନିର୍ବାଚନ

ଗୌହାଟୀ: ଭାରତୀୟ କୁସ୍ତି ସଂଘ ନିର୍ବାଚନ ଆଉ କିଛି ଦିନ ପାଇଁ ଘୁଂଚିଯାଇଛି । ୧୧ ଜୁଲାଇରେ ହେବାକୁ ଥିବା ଏହି ନିର୍ବାଚନ ଉପରେ ଗୌହାଟୀ ହାଇକୋର୍ଟ ରୋକ ଲଗାଇଛି । ପ୍ରଥମେ ଏହି ନିର୍ବାଚନ ୬ରେ ହେବାକୁ ଥିଲା ମାତ୍ର ଗଠିତ କମିଟି ଏହାକୁ ଘଂଚାଇ ୧୧ରେ କରିବା ପାଇଁ ନିଷ୍ପତି ନେଇଥିଲେ । ଏବେ…