Latest Odisha News

BREAKING NEWS

Browsing Category

ଫିଚର

ଗୀତ ଗାଉଥିବା ବେଳେ ଚାର୍ଜ ହୋଇଗଲା ମାଇକ୍ରୋଫୋନ୍: ବିଦ୍ୟୁତ୍ ଆଘାତରେ ଗାୟିକାଙ୍କ ମୃତ୍ୟୁ

ପାଟନା: ବିବାହ ଉତ୍ସବରେ ଗୀତ ଗାଉଥିଲେ ଗାୟିକା। ହେଲେ ହଠାତ୍ ସେ ଧରିଥିବା ମାଇକ୍ରୋଫୋନ୍‌ରେ କରେଣ୍ଟ ଚାର୍ଜ ହୋଇଯିବାରୁ ଘଟଣା ସ୍ଥଳରେ ଗାୟିକାଙ୍କର ମୃତ୍ୟୁ ହୋଇଛି। ବିହାର ବିହାରର ସମସ୍ତିପୁର ରୋସାଡ଼ା ଥାନା ମାବି ଗାଁରେ ଏଭଳି ଦୁର୍ଘଟଣା ଘଟିଛି। ବିବାହ ଉତ୍ସବରେ ଅନେକ ଲୋକ ଆସିଥିଲେ।…

ଓଡ଼ିଶା ହାଇକୋର୍ଟର ୫ ଆଇନଜୀବୀଙ୍କୁ ମିଳିଲା ବରିଷ୍ଠ ଆଇନଜୀବୀର ମାନ୍ୟତା

କଟକ: ଓଡ଼ିଶା ହାଇକୋର୍ଟର ୫ ଜଣ ଆଇନଜୀବୀ ବରିଷ୍ଠ ଆଇନଜୀବୀ ପଦକୁ ପଦୋନ୍ନତି ପାଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଆଇନଜୀବୀ ମଧ୍ୟ ଅଛନ୍ତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୂରଲିଧର ଏମାନଙ୍କୁ ପଦୋନ୍ନତି ଦେଇଛନ୍ତି । ବରିଷ୍ଠ ଆଇନଜୀବୀ ପଦୋନ୍ନତି ପାଇଥିବା…

ପୁଣି ଭୟଙ୍କର ସଡ଼କୁ ଦୁର୍ଘଟଣା: ପୋଲ ତଳକୁ ଖସିପଡ଼ିଲା ଯାତ୍ରୀବାହୀ ଟ୍ରକ, ୧୨ ମୃତ, ସମସ୍ତେ ବିବାହ ଉତ୍ସବକୁ ଯାଉଥିଲେ

ଦତିଆ: ଓଡ଼ିଶାର ଗଞ୍ଜାମ ପରେ ଏବେ ମଧ୍ୟପ୍ରଦେଶର ଦତିଆ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ନିର୍ମାଣାଧିନ ପୋଲ ତଳକୁ ଯାତ୍ରୀବାହୀ ମିନି ଟ୍ରକ ତଳକୁ ଖସିପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ…

ବିଶ୍ୱକପ ଖେଳିବା ପାଇଁ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଅନୁମତି ମିଳିନି: ପିସିବି

ଲାହୋର: ଆଇସିସି ପକ୍ଷରୁ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ତେବେ ଏହା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ପୁନର୍ବରେ ବିସିସିଆଇ ଓ ଆଇସିିସିକୁ ଚିନ୍ତାରେ ପକାଇଛି । ପିସିବି ପକ୍ଷରୁ କୁହାଯାଇଛି ଭାରତରେ ବିଶ୍ୱକପ ଖେଳିବା ପାଇଁ ଆମକୁ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏନଓସି…

ରୋଗୀଣା ଝିଅକୁ ସାହାଯ୍ୟର ହାତ ବଢ଼ାଇଲେ କିନ୍ନର ସଂଘ

ଅନୁଗୁଳ: ଦୁଃଖିର ଦୁଃଖକୁ କେବଳ ଜଣେ ଦୁଃଖି ମଣିଷ ହିଁ ବୁଝିପାରେ। ଚିରା ଫଟା ପାଲ ତଳେ ତିନି ବର୍ଷ ହେଲାଣି କଟୁଛି ମାଆ ଓ ରୋଗୀଣା ଝିଅର ଜୀବନ। ଏଥିପ୍ରତି କୌଣସି ପ୍ରଶାସନ ବାବୁମାନଙ୍କର ପଡୁନି ଦୃଷ୍ଟି। ଏ ଦୃଶ୍ୟ ଦେଖି ସାହାଯ୍ୟର ହାତ ବଢ଼ାଇଲେ କିନ୍ନର ସଂଘ। ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା…

ମମତା ବାନାର୍ଜୀଙ୍କ ଆଣ୍ଠୁ ଓ ଅଣ୍ଟା ଲିଗାମେଣ୍ଟରେ ଲାଗିଛି ଆଘାତ, ଘରେ ରହି ଚିକିତ୍ସିତ ହେବେ ପଶ୍ଚିମବଙ୍ଗ…

କୋଲକାତା: ଗତକାଲି ପାଗ ଖରାପ ଯୋଗୁ ଜରୁରୀ ଅବତରଣ କରିଥିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହେଲିକପ୍ଟର। ପ୍ରବଳ ବର୍ଷାରେ ହେଲିକପ୍ଟରଟି ଜୋର୍‌ରେ ହଲିବାରୁ ପାଇଲ୍‌ଟ ଏହାକୁ ସେବକ ଏଯାରବେସ୍‌ରେ ଜରୁରୀ ଲ୍ୟାଣ୍ଡିଂ କରାଇଥିଲେ।  ହେଲେ ଏହି ସମୟରେ ମମତାଙ୍କ ବାମ ପଟ ଆଣ୍ଠୁ ଓ…

ଦଶମ ଶ୍ରେଣୀ ଇତିହାସ ବହିରେ ଓଡ଼ିଆ ଭାଷାର ବିକୃତ ବନାନ; ତାତିଲେ ଅଞ୍ଚଳବାସୀ

ପାରାଦ୍ଵୀପ:ସ୍ୱାଧୀନତା ସଂଗ୍ରାମର ଇତିହାସରେ  ଏକ ସ୍ୱର୍ଣ୍ଣିମ ଚିହ୍ନ ଛାଡି ଯାଇଥିଲା ଏହି ଅଞ୍ଚଳ । ହେଲେ ଇତିହାସରେ ଏହାକୁ ବିକୃତ କରି ଉଦ୍ଧୃତ କରାଯାଇଛି । ଆମର ଦୁର୍ବଳ ଭାଷାପ୍ରୀତି ହେଉ ବା ଜ୍ଞାନର ଅଭାବ ଯୋଗୁ ହେଉ, ଲବଣ ସତ୍ୟାଗ୍ରହବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଗତସିଂହପୁର…

ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ରିୟଲ ଇଷ୍ଟେଟ୍‌ କମ୍ପାନୀ ସୁପରଟେକ୍‌ର ମାଲିକ ଆର୍‌.କେ ଅରୋରା

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ରିୟଲ ଇଷ୍ଟେଟ୍‌ କମ୍ପାନୀ ସୁପରଟେକ୍‌ର ଚେୟାରମ୍ୟାନ୍‌ ଆର୍‌.କେ ଅରୋରା। ମନିଲଣ୍ଡରିଂ ନିରୋଧକ ଆଇନ୍‌(ପିଏମ୍‌ଏଲ୍ଏ)ରେ ମଙ୍ଗଳବାର ତାଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ଅଫିସ୍‌ରୁ ଗିରଫ କରାଯାଇଛି। ମନି ଲଣ୍ଡରିଂ ମାମଲାରେ ଗତ ୩ ଧରି ପଚରାଉଚରା…

ପାରିବାରିକ କଳହର କରୁଣ ପରିଣତି, ପୁଅର ଖଣ୍ଡା ଆକ୍ରମଣରେ ବାପା ଗୁରୁତର

ଭୁବନେଶ୍ୱର : ପାରିବାରିକ କଳହର କରୁଣ ପରିଣତି । ସାନପୁଅର ଖଣ୍ଡା ଆକ୍ରମଣରେ ବାପା ଓ ଭାଉଜ ଗୁରୁତର । ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ରବି ନାୟକ ତାଙ୍କ ବଡ଼ ପୁଅ ଓ ବୋହୁ…

ଦରଗାକୁ ଯାଇ ଟ୍ରୋଲ ହେଲେ ଅମିଶା ପଟେଲ, ୟୁଜର୍ସ କହିଲେ ଫ୍ଲପ୍ ହେବ ଗଦର-୨

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଗଦ୍ଦର-୨ ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। କିଛି ଦିନ ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଛି, ଯାହା ପରେ ପ୍ରଶଂସକମାନେ ଗଦର-୨ ରିଲିଜକୁ ଅପେକ୍ଷା କରିଛନ୍ତି। ସନ୍ନି ଦେଓଲ ଏବଂ ଅମିଶା…