Latest Odisha News

BREAKING NEWS

Browsing Category

ଫିଚର

ପର୍ସନାଲ ଲୋନ୍ ନେଉଛନ୍ତି କି ? ଜାଣିରଖନ୍ତୁ ଆରବିଆଇର ନୂତନ ନିୟମ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣ ପର୍ସନାଲ ଲୋନ୍ ବା ବ୍ୟକ୍ତିଗତ ଋଣ ନେଇଛନ୍ତି କିମ୍ବା କ୍ରେଡିଟ୍ କାର୍ଡ ଋଣ ନେବାକୁ ଯୋଜନା କରୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଆରବିଆଇ ଆଣିଛି ନୂତନ ନିୟମ।  ଆପଣ ସହଜରେ ନେଇ ପାରିବେନି ପର୍ସନାଲ ଲୋନ୍। କାରଣ ଆରବିଆଇ ବ୍ୟକ୍ତିଗତ ଋଣ କିମ୍ବା…

ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ ଓ ଆର୍ଯ୍ୟନ ଖାନଙ୍କ ବୟାନ ରେକର୍ଡ କରିବ ସିବିଆଇ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନ, ତାଙ୍କ ପୁଅ ଆର୍ଯ୍ୟନ ଖାନ ଏବଂ ମ୍ୟାନେଜର ପୂଜା ଡଡଲାନୀଙ୍କ ବୟାନ ରେକର୍ଡ କରିବାକୁ ସିବିଆଇ ପ୍ରସ୍ତୁତ ହେଉଛି। ଆଗାମୀ ଦିନରେ ଏହି ବୟାନ ରେକର୍ଡ ହୋଇପାରେ। ଏନସିବି ଭିଜିଲାନ୍ସ ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଆର୍ଯ୍ୟନ…

ପୂର୍ବତନ ସରପଞ୍ଚଙ୍କୁ କାର ମଡେଇ ହତ୍ୟା

ବ୍ରହ୍ମପୁର: ପୂର୍ବତନ ସରପଞ୍ଚଙ୍କୁ କାର୍ ମଡ଼ାଇ ହତ୍ୟା ଅଭିଯୋଗ  । ଦିଗପହଣ୍ଡି ଖମ୍ବାରି ଗାଁର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସରପଞ୍ଚ ବୁଲେଟରେ ଫେରୁଥିବା ବେଳେ ଜଣେ ସ୍ଥାନୀୟ ଯୁବକ ମାରିଥିବା ଅଭିଯୋଗ ହୋଇଛି ।  ପରିବାରର ଅଭିଯୋଗ ପରେ ଦିଗପହଣ୍ଡି ପୋଲିସର ମାମଲା…

ଅଧାବାଟରେ ଅଟକି ଥିଲା ଦୁଇ ରଥ ; ଆଜି ପୁଣି ଗୁଣ୍ଡିଚାଘର ଅଭିମୁଖେ ଗଡ଼ିଲା ଦର୍ପଦଳନ ଓ ନନ୍ଦିଘୋଷ

ପୁରୀ: ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନବଦିନ ଯାତ୍ରାର ଆଜି ୨ୟ ଦିନ । ଜନ୍ମବେଦୀକୁ ବାହାରିଥିବାବେଳେ ଅଧାବଟରେ ଅଟକି ଯାଇଥିଲେ ତିନି ଠାକୁର । ଆଜି ସକାଳୁ ସକାଳୁ ପୁଣି ଆରମ୍ଭ ହୋଇଛି ରଥଟଣା ।   ବଡଶଙ୍ଖରେ ଦର୍ପଦଳନ ଅଟକିଥିବାବେଳେ ଗଳଗଣ୍ଡି ଛକରେ ଅଟକି ଯାଇଥିଲା ନନ୍ଦିଘୋଷ  । ଆଜି ସକାଳୁ…

ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗାଭ୍ୟାସ କଲେ ରାଷ୍ଟ୍ରପତି ଓ ରାଜନେତା

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଭାରତ ସମେତ ସମଗ୍ର ବିଶ୍ୱରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି। ଯେଉଁଠାରେ ସେ ଯୋଗ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେବାକୁ ଯାଉଛନ୍ତି। ଭାରତରେ ମଧ୍ୟ ବିଭିନ୍ନ ସ୍ଥାନରେ…

ରାଜ୍ୟସାରା ସକାଳୁଆ ସ୍କୁଲ କରିବାକୁ ଦାବି କଲା ଏନପିଏସ ଶିକ୍ଷକ ସଂଘ

ଭୁବନେଶ୍ୱର: ରାଜ୍ୟସାରା ସକାଳୁଆ ସ୍କୁଲ କରିବାକୁ ପେନ୍‌ସନ୍‌ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ହୋଇଛି ଦାବି। ଦିନ ୯ଟାରୁ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହୁଛି। ଆଉ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ମଧ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଏପରି ସ୍ଥିତିରେ ପିଲାମାନେ ଦିନ…

ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ, ଅନେକ ପ୍ରମୁଖ ବ୍ୟକ୍ତିଙ୍କ ସହ ମୋଦୀଙ୍କ ସାକ୍ଷାତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଙ୍ଗଳବାର ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ନ୍ୟୁୟର୍କ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ମୋଦୀଙ୍କ ୪ ଦିନିଆ ଐତିହାସିକ ଆମେରିକା ଗସ୍ତ। ଆଜି ଅର୍ଥାତ୍ ବୁଧବାର ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ବ ନେ‌ବେ…

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୩: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଯୋଗ ଦିବସ ଅବସରରେ ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଆଜି ଯୋଗ ଏକ ବିଶ୍ୱସ୍ତରୀୟ…

ଅପ୍ରତ୍ୟାଶିତ ଭାବେ ଟାଇମ୍ସ ନାଓ ମୁଖ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଲେ ରାହୁଲ ଶିବଶଙ୍କର

ନୂଆଦିଲ୍ଲୀ: ଟାଇମ୍ସ ନାଓର ମୁଖ୍ୟ ସମ୍ପାଦକ ରାହୁଲ ଶିବଶଙ୍କର ନିଜ ପଦରୁ ହଠାତ୍ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। (ଜୁନ୍ ୨୦) ମଙ୍ଗଳବାର ଶିବଶଙ୍କର ବିନା କୌଣସି ପୂର୍ବ ଘୋଷଣାରେ ଟାଇମ୍ସ ନାଓର ସମ୍ପାଦକୀୟ ଗୋଷ୍ଠୀ ସମେତ ସମସ୍ତ Whatsapp ଗ୍ରୁପରୁ ଏକଜିଟ୍ ହୋଇଯାଇଛନ୍ତି।…

ଦିଲ୍ଲୀରେ ରଥଯାତ୍ରା, ଦିଅଁ ଦର୍ଶନ କରି ରାଷ୍ଟ୍ରପତି ପାଳନ କଲେ ଜନ୍ମଦିନ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିର ଠାରେ ୪୫ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଚଳିତବର୍ଷ ଏହି ପବିତ୍ର ପାର୍ବଣ ମହୋତ୍ସବକୁ କେନ୍ଦ୍ର କରି ଉପସ୍ଥିତ ପାଖାପାଖି ୪୦ ହଜାର ଭକ୍ତଙ୍କ ମଧ୍ୟରେ ପ୍ରବଳ ଆନନ୍ଦ,…