Latest Odisha News

BREAKING NEWS

Browsing Category

ଫିଚର

ଛତିଶା ନିଯୋଗ ବୈଠକ: ମାର୍ଚ୍ଚ ୧୯ ସୁଦ୍ଧା ନାଟମଣ୍ଡପ କାମ ଶେଷ ନେଇ ନିଷ୍ପତ୍ତି ସେପଟେ ରତ୍ନଭଣ୍ଡାର ଉତ୍ତରପାର୍ଶ୍ଵ…

ପୁରୀ: ନାଟମଣ୍ଡପ ମରାମତି ନେଇ ଛତିଶା ନିଯୋଗ ବୈଠକ ଶେଷ ହୋଇଛି । ବୈଠକରେ ନାଟମଣ୍ଡପ ମରାମତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ନାଟମଣ୍ଡପ ମରାମତି ନେଇ ଶ୍ରୀମନ୍ଦିରରେ ନୀତିନିର୍ଘଣ୍ଟ ମଧ୍ୟ ଚୂଡାନ୍ତ ହୋଇଛି । ସୂଚନା ମୁତାବକ, ରାତ୍ର ୨ ଟା ରୁ ଦ୍ୱାରଫିଟା ଯାଇ ରାତ୍ରୀ ୧୧ ଟା ରେ ପହୁଡ…

ସାଂସଦ ଶଶି ଥରୁରଙ୍କୁ ମିଳିଲା ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଜାତିସଂଘର ପୂର୍ବତନ କୂଟନୀତିଜ୍ଞ ଶଶି ଥରୁରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ 'ସେଭେଲିୟର୍ ଡି ଲା ଲେଜନ୍ ଡି’ହୋନୁର୍' ପ୍ରଦାନ କରାଯାଇଛି । ଏକ କାର୍ଯ୍ୟକ୍ରମରେ ଫ୍ରାନ୍ସ ସିନେଟ ଅଧ୍ୟକ୍ଷ ଜେରାଡ ଲାର୍ଚରଙ୍କ ଦ୍ୱାରା ଥରୁରଙ୍କୁ ସମ୍ମାନିତ…

ଅନ୍ତର୍ଜାତୀୟ ମାତୃଭାଷା ଦିବସ: ଜାଣନ୍ତୁ କାହିଁକି ପାଳନ ହୁଏ? କ’ଣ ରହିଛି ଏହା ପଛର ଇତିହାସ….

ଭୁବନେଶ୍ବର: ଫେବୃୟାରୀ ୨୧ ଅର୍ଥାତ୍ ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ । ବିଶ୍ୱରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ୟୁନେସ୍କୋ ପକ୍ଷରୁ ୧୭ ନଭେମ୍ବର ୧୯୯୯ ରେ ଏହି ଦିବସ ଘୋଷଣା କରିଥିଲା । ପରେ ୨୧ ଫେବୃୟାରୀ ୨୦୦୦…

ପରଲୋକରେ ବରିଷ୍ଠ ଆଇନଜୀବୀ ଫାଲି ଏସ୍ ନରିମନ

ନୂଆଦିଲ୍ଲୀ: ପରଲୋକରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଫାଲି ଏସ୍‌ ନରିମନ । ୯୫ ବର୍ଷ ବୟସରେ ଓକିଲ ଫାଲି ଏସ୍‌ ନରିମନ ତାଙ୍କ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ନରିମନଙ୍କ ପରଲୋକ ହୋଇଛି । ବିଖ୍ୟାତ ଆଇନଜୀବୀ ଫାଲି ନରିମନ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ ।…

ମହା ଶିବରାତ୍ରୀ ୨୦୨୪: ଲିଙ୍ଗରାଜ ମନ୍ଦିରରେ ରାତି ୧୦ରୁ ୧୦ଟା ୩୦ ଭିତରେ ଉଠିବ ମହାଦୀପ

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୮ ତାରିଖରେ ପାଳନ ହେବ ଚଳିତବର୍ଷର ମହାଶିବରାତ୍ରୀ ବା ଜାଗର । ଏନେଇ ରାଜ୍ୟର ସମସ୍ତ ଶୈବ ପୀଠ ଗୁଡିକରେ ଆରମ୍ଭ ହୋଇଗଲାଣି ଜାଗର ପ୍ରସ୍ତୁତି । ସେପଟେ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ସୁପରିଚାଳନା ପାଇଁ ଶେଷ ହୋଇଛି ପ୍ରସ୍ତୁତି ବୈଠକ । ସବୁଥର ପରି ଚଳିତବର୍ଷ…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ଚତୁର୍ଦ୍ଧା ମୂର୍ତ୍ତିଙ୍କର ହେବ ମହାସ୍ନାନ

ପୁରୀ: ଆଜି ମାଘ ଶୁକ୍ଳ ଦ୍ୱାଦଶୀ । ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ରତ୍ନବେଦୀରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବାୟତମାନେ । ଏନେଇ ଶ୍ରୀମନ୍ଦିରରେ ୩ ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏହା ଏକ…

ବିହାରରେ ଭୟଙ୍କର ସଡକ ଦୁର୍ଘଟଣା; ୮ ମୃତ, ୭ ଗୁରୁତର

ପାଟନା: ବିହାରର ଲାଖିସରାୟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି…

ଦ୍ୱିତୀୟ ସନ୍ତାନର ମାଆ ହେଲେ ଅନୁଷ୍କା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଦ୍ୱିତୀୟ ସନ୍ତାନର ମାଆ ହୋଇଛନ୍ତି । ଗର୍ବିତ ବାପା କୋହଲି ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି । ଫେବୃୟାରୀ ୧୫ରେ ଆମେ ଆମର କୁନି ପୁଅ…

୩୨ ବର୍ଷ ସାନ ମହିଳାଙ୍କ ପ୍ରେମରେ ପଡିଛନ୍ତି କି ପୁତିନ !

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଏବେ ଆଉ ଏକ କାରଣ ନେଇ ଚର୍ଚ୍ଚାରେ ରହିଛନ୍ତି । ବ୍ରିଟେନର ଏକ ଖବରକାଗଜ ୟୁକ୍ରେନ ମିଡିଆ ସୂତ୍ରରୁ ଏହି ଖବର ପ୍ରସାରଣ କରିଛି । ତାଙ୍କଠାରୁ ୩୨ ବର୍ଷ ସାନ ଏହି ମହିଳାଙ୍କ ନାମ ଏକାତୋରିନା କାତ୍ୟା ମୁଜୁଲିନା । ସେ ୟୁକ୍ରେନ ବିରୋଧୀ ଜଣେ…

ସମ୍ବଲପୁରରେ ଭୀମ ଭୋଇ ଓ ଗଙ୍ଗାଧର ମେହେରଙ୍କ ଉପରେ ଡାକ ଟିକେଟ୍ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ସନ୍ଥକବି ଭୀମ ଭୋଇ ଓ ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୮ ଗୋଟି ଡାକ ଟିକେଟ ଉନ୍ମୋଚିତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପଶ୍ଚିମ ଓଡ଼ିଶାର…