Latest Odisha News

BREAKING NEWS

Browsing Category

ଫିଚର

କ୍ଷମତାକୁ ଆସିବା ପୂର୍ବରୁ କଂଗ୍ରେସର ଯୋଜନା ଘୋଷଣା ଆରମ୍ଭ, ହେଲା ହିତାଧିକାରୀ ଚୟନ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଆସନ୍ନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏକ ଅଭିନବ ଢଙ୍ଗରେ ମହିଳାଙ୍କ ପାଇଁ ଯୋଜନା ଆରମ୍ଭ କରିଛି। ସାଧାରଣତଃ ଯେଉଁ ଦଳ ସରକାରରେ ଥାଏ ସେ ଦଳ ଯୋଜନା ଘୋଷଣା କରେ ଓ ଏହି ଯୋଜନା ପାଇଁ ପଞ୍ଜିକରଣ ଆରମ୍ଭ ହୁଏ। କିନ୍ତୁ ମଧ୍ୟପ୍ରଦେଶରେ ଏକ ବ୍ୟତିକ୍ରମ…

ରେସଲିଂ: ଏସିଆନ ଓ ବିଶ୍ୱ ଚାମ୍ପିୟନଶିପରେ ଅଂଶଗ୍ରହଣ କରିବ ଭାରତର ଗୋଟିଏ ଟିମ

ନୂଆଦିଲ୍ଲୀ: ଭାରତୀୟ ରେସଲିଂର ବିବାଦପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ବୁଧବାର ଖେଳାଳି ଚୟନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଗଠିତ ଆଡହକ କମିଟି ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ ପାଇଁ ଗୋଟିଏ ରେସଲିଂ ଟିମ ପଠାଇବା ପାଇଁ ଚୂଡାନ୍ତ କରାଯାଇଛି । ଏ ନେଇ ଆସନ୍ତା ମାସରେ ଏକ…

‘କର୍ଣ୍ଣାଟକ ନିର୍ବାଚନ’, ଝାଳ ବୁହାଇ ଲଢ଼ିଲେ ଝୁଲା ସରକାର ଗଢିବେ !

ଭୁବନେଶ୍ୱର: କର୍ଣ୍ଣାଟକରେ ମତଦାନ ପ୍ରକ୍ରିୟା ସରିବା ସହ ଏବେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ରାଜନୈତିକ ଦଳ ଗୁଡ଼ିକର ଭବିଷ୍ୟତ ମଧ୍ୟ ଏହି ଇଭିଏମର ଫଳାଫଳ ଉପରେ ନିର୍ଭର କରୁଛି। ଏଭଳି ସ୍ଥିତିରେ ବିଭିନ୍ନ ପ୍ରାକ ନିର୍ବାଚନ ସର୍ଭେରେ ଭିନ୍ନ ଭିନ୍ନ ଚିତ୍ର ଆସୁଛି। କଂଗ୍ରେସ…

ଝାରସୁଗୁଡ଼ା ଉପନିର୍ବାଚନ, ଅପରାହ୍ଣ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ମତଦାନ ଶେଷ ହୋଇଛି । ଅପରାହ୍ଣ ୫ଟା ସୁଦ୍ଧା ଝାରସୁଗୁଡ଼ାରେ ୬୮.୧୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଉପନିର୍ବାଚନ ଲାଗି ମତଦାନ ଶାନ୍ତି ଶୃଙ୍ଖଳାର ସହ ହୋଇଥିବା କହିଛନ୍ତି…

ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଇତିହାସ ରଚିଲେ ଭାରତୀୟ ବକ୍ସର

ନୂଆଦିଲ୍ଲୀ: ତାସକାନ୍ଦରେ ଚାଲିଥିବା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସରମାନେ ଏକାଥରକେ ୩ଟି ପଦକ ନିଶ୍ଚିତ କରି ଇତିହାସ ରଚିଛନ୍ତି । ଟୁର୍ଣ୍ଣାମେଂଟ ଇତିହାସରେ ପ୍ରଥମ ଥର ପାଇଁ ଭାରତ ଏ ଭଳି ସଫଳତା ହାସଲ କରିଛି । ନିଶାନ୍ତ ଦେବ, ମହମ୍ମଦ ହସମୁଦ୍ଦିନ ଓ ଦୀପକ ଭୋରିୟା ସେମାନଙ୍କ…

୪୦ କୋଟି ଟଙ୍କା ବ୍ୟୟରେ ହେବ ପାରଳାଖେମୁଣ୍ଡି ବାଇପାସ୍

ଭୁବନେଶ୍ୱର: ଜନସାଧାରଣଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଉଦ୍ୟମ ରତ । ଓଡ଼ିଶାର ରୂପାନ୍ତର ପାଇଁ ଅନେକ ପଦକ୍ଷେପ ନେଇ ରାଜ୍ୟର ବିକାଶ ମାନଚିତ୍ରରେ ଆଣିଛନ୍ତି କାୟାକଳ୍ପ । ଗତକାଲି ବିଜୁ ଏକ୍ସପ୍ରେସ ୱେ-୨ର ନିର୍ମାଣ ପାଇଁ ପାହାଡ଼ି କାଟି ଟନେଲ ଜରିଆରେ ରାସ୍ତା…

ଅକ୍ଟୋବର ୧୫ରେ ହୋଇପାରେ ଭାରତ-ପାକ ବିଶ୍ୱକପ ମ୍ୟାଚ

ନୂଆଦିଲ୍ଲୀ:ବିସିସିଆଇ ଦିନିକିଆ ବିଶ୍ୱକପ କ୍ରିକେଟର କାର୍ଯ୍ୟସୂଚୀ ଖୁବ ଶୀଘ୍ର ଘୋଷଣା କରିବାକୁ ଯାଉଛି । ଆଇପିଏଲର ସମାପ୍ତି ପରେ ବିଶ୍ୱକପ ପ୍ରସ୍ତୁତି ଆରମ୍ଭ ହୋଇଯିବ । ରିପୋର୍ଟ ମୁତାବକ ଅକ୍ଟୋବର ୫ରୁ ୧୯ ପର୍ଯ୍ୟନ୍ତ ଏହି ମେଗା ଇଭେଂଟ ଆୟୋଜିତ ହେବ । ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ…

ଜନଜାତିଙ୍କ ଅଦ୍ଭୁତ ପାଦ: ଦେଖିବାକୁ ଠିକ୍ କପୋତ ପରି

ତାଞ୍ଜାନିଆ: ଦୁନିଆରେ ଅନେକ ପ୍ରକାରର ଜନଜାତି ବାସ କରନ୍ତି । ସେମାନେ ସାଧାରଣ ଲୋକଙ୍କଠାରୁ ନିଜକୁ ଦୂରେଇ ରଖିଥାନ୍ତିି । ଏହି ଜନଜାତିର ଜୀବନ ଶୈଳୀ, କଥାବାର୍ତ୍ତା, ଚାଲିଚଳନ ଓ ଖାଦ୍ୟପେୟ, ପୋଷାକ ସବୁ ଭିନ୍ନ । ଆଧୁନିକ ଯୁଗରେ ଯାହା ଘଟୁଛି, ଏହି ଲୋକମାନଙ୍କର ସେଥିପ୍ରତି କୌଣସି ସମ୍ପର୍କ…

ତାତିରୁ ତ୍ରାହି ନାହିଁ, ଆଗାମୀ ୫ ଦିନ ଯାଏ ୪୦ ଡିଗ୍ରୀରେ ଜଳିବ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଏବେ ତାତିରୁ ନିସ୍ତାର ମିଳିବ ନାହିଁ । ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଲାଗି ରହିବ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଥିବା ବେଳେ ବାତ୍ୟାର ରୂପ ନେବ । ହେଲେ…

ବ୍ରିଜ ଭୂଷଣଙ୍କୁ ନାର୍କୋ ଟେଷ୍ଟ ସାମ୍ନା କରିବା ପାଇଁ ଚ୍ୟାଲେଞ୍ଜ କଲେ ରେସଲର ସାକ୍ଷୀ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଦୁଷ୍କର୍ମ ମାମଲା ଆଣିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେଇ ରେସଲରମାନେ ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ ବୁଧବାର ବ୍ରିଜଭୂଷଣଙ୍କୁ ଚ୍ୟାଲେଂଜ…