Latest Odisha News

BREAKING NEWS

Browsing Category

ଫିଚର

ମହାରାଷ୍ଟ୍ର ସରକାରକୁ ନେଇ ଆସନ୍ତାକାଲି ଆସିପାରେ ‘ସୁପ୍ରିମ’ ରାୟ

ନୂଆଦିଲ୍ଲୀ: ଗତବର୍ଷ ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଏବଂ କ୍ଷମତା ପରିବର୍ତ୍ତନକୁ ନେଇ ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ରାୟ ଆସିପାରେ। ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ। ଆସନ୍ତାକାଲି ଏହି ମାମଲାରେ ବେଞ୍ଚ ଏହାର ରାୟ ପ୍ରକାଶ…

ମହିଳା ଲିଗ ଫୁଟବଲ: ସେଲଟିକ କୁଇନ୍ସକୁ ହରାଇ କ୍ୱାର୍ଟରରେ ଓଡିଶା ଏଫସି

ଅହମ୍ମଦାବାଦ: ଚଳ ିତ ମହିଳା ଲିଗ ଫୁଟବଲରେ ଓଡିଶା ଏଫସି ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ବୁଧବାର ଶାହୀବାଗ ପୋଲିସ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚର ସେଲଟିକ କ୍ୟୁଇନ୍ସକୁ ୩-୦ ଗୋଲରେ ହରାଇ ଓଡିଶା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଗ୍ରୁପ ବି ୬ ମ୍ୟାଚରେ ୫ ବିଜୟ ହାସଲ କରି ଓଡିଶା…

ମାଓ ଏନକାଉଣ୍ଟର ବେଳେ ଆହତ ଡିଏସପିଙ୍କର ହେଲା ଅସ୍ତ୍ରୋପଚାର

ଭୁବନେଶ୍ୱର: ଗତକାଲି କଳାହାଣ୍ଡି ଜିଲ୍ଲାରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଦୁଇ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଡିଏସପି ପାହ୍ୟାର ଅଧିକାରୀ ରହିଛନ୍ତି। ଆହତ ଡିଏସପି ଅତୁଲ କୃଷ୍ଣ ଦାସଙ୍କର ଭୁବନେଶ୍ୱର ଏମସରେ ଅସ୍ତ୍ରୋପଚାର କରାଯାଇଛି ଏବଂ ତାଙ୍କ ଦେହରେ ପଶିଥିବା ଗୁଳିକୁ…

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରାୟ ୫୦ ଜଣ ଭୋଟରଙ୍କ ନାମ ତାଲିକାରେ ନଥିବା ଅଭିଯୋଗ

ଝାରସୁଗୁଡା: ଝାରସୁଗୁଡ଼ା ଉପ-ନିର୍ବାଚନକୁ ନେଇ ବୁଧବାର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲେ ମଧ୍ୟ ଅନେକ ନିଜର ମତାଧିକାର ସାବ୍ୟସ୍ତ କରିପାରିନଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଅନେକ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ୭୨ ନଂ ବୁଥରେ ଭୋଟ ଦେବାକୁ ଥିବା ୧୭ ନମ୍ବର ଓ୍ୱାର୍ଡର…

‘ମୋଦୀ ସରକାର ବିରୋଧରେ ଯିବାକୁ ଚାହୁଁଥିଲେ ଖୋଲାଖୋଲି ଭାବେ କହିବାକୁ ସତ ସାହସ ରଖୁ ବିଜେଡି’

ଭୁବନେଶ୍ୱର: ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଟୁଇଟ କରି ଦାବି କରିଛି ଯେ ନୀତୀଶ କୁମାର ବିରୋଧୀ ଦଳର ନେତା ହୋଇଛନ୍ତି ଏବଂ ବିନା କୌଣସି ବ୍ୟକ୍ତିଗତ ଅଭିଳାଷରେ ବିରୋଧୀ ଦଳଗୁଡ଼ିକୁ ଏକାଠି କରୁଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତୀଶ ଭେଟିବା ପରେ ବିରୋଧୀ…

୪୨.୯ ଡିଗ୍ରୀରେ ସିଝିଲା ଝାରସୁଗୁଡ଼ା, ୧୫ ସହରରେ ପାରଦ ୪୦ ପାର୍

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଜି ସନ୍ତୁଳି ହୋଇଛି ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତରିଣ ଓ ପଶ୍ଚିମ ଓଡ଼ିଶା ସବୁଠି ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ଦିନ ବଢ଼ିବା ସହ ଖରା ବଢ଼ିବା ଆରମ୍ଭ ହୋଇଥିଲା । ଆଜି ରାଜ୍ୟର ୧୫ ସହରରେ ପାରଦ ୪୦ ଟପିଥିବା ବେଳେ…

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଜୁଳି ବିଭ୍ରାଟକୁ ବିରୋଧ, ୧୫ରେ ମୟୂରଭଞ୍ଜ ବନ୍ଦ ଡାକରା

ବାରିପଦା: ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟରେ ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମାବର୍ତ୍ତନ ଉତ୍ସବରେ ବିଜୁଳି ବିଭ୍ରାଟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବ ଭଞ୍ଜ ସେନା। ଆସନ୍ତା ୧୫ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଏଥିପାଇଁ ୧୨ ଘଣ୍ଟିଆ ବନ୍ଦ ଡାକରା…

ଗଞ୍ଜେଇ ଚାଲାଣ ମାମଲାରେ ‘ବିଧାୟକ’ ଗିରଫ

କଟକ: ବୁଧବାର କଟକ ଜିଲ୍ଲା ଅବକାରୀ ବିଭାଗ ବେଆଇନ ଭାବେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ବେଆଇନ କାମ କରୁଥିବା ଖବର ପାଇ ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ ଅଧିକାରୀମାନେ ସେମାନଙ୍କୁ ଅଟକାଇଥିଲେ। ଯାଞ୍ଚ କରିବା ପରେ ଅଧିକାରୀମାନେ…

କାହାର ହେବ କର୍ଣ୍ଣାଟକ ? ଏକଜିଟ୍ ପୋଲରେ କଂଗ୍ରେସ ଆଗୁଆ, ଜେଡିଏସ୍ ସାଜିବ ‘କିଙ୍ଗମେକର’

ବେଙ୍ଗଳୁରୁ: ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ଲାଗି ମତଦାନ ସରିଛି । ଭିନ୍ନ ଭିନ୍ନ ସଂସ୍ଥା ବୁଥ୍ ବାହୁଡ଼ା ମତ ପ୍ରକାଶ କରିଥିବା ବେଳେ ୭ଟାରୁ ୫ଟି ଏକଜିଟ୍ ପୋଲରେ କଂଗ୍ରେସ ବଡ଼ ଦଳ ଭାବେ ଉଭା ହୋଇଛି । ଏକଜିଟ୍ ପୋଲ୍ ଅନୁସାରେ, କର୍ଣ୍ଣାଟକରେ ଯଦି ଝୁଲା ସରକାର ହୁଏ ତାହାଲେ ସରକାର…

କପିଳେଶ୍ବର ମନ୍ଦିର ପ୍ରସଙ୍ଗରେ ଅପରାଜିତାଙ୍କ ଉଦାହରଣ ଦେଇ ଧର୍ମେନ୍ଦ୍ରଙ୍କୁ ବିଜେଡିର ସମାଲୋଚନା

ଭୁବନେଶ୍ୱର: ଗେଜେଟ୍ ବିଜ୍ଞପ୍ତି ସତ୍ତ୍ୱେ କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍ଆଇ)କୁ ଦେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କେ. କିଷାନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା…