Latest Odisha News

BREAKING NEWS

Browsing Category

ଫିଚର

ବଦଳି ନୀତିରେ ଉଲ୍ଲଂଘନ ଅଭିଯୋଗ, ଶାସକ ଦଳକୁ ଘେରିଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର: ତିନି ବର୍ଷ ପରେ ବଦଳି ହେବା ନିୟମକୁ ବେଖାତିର କରି ଓଡିଶାର ରାଜସ୍ୱ ବିଭାଗ ଅନେକ ବର୍ଷ ଧରି ଗୋଟିଏ ସ୍ଥାନରେ ଅଧିକାରୀ ଓ କର୍ମଚାରୀକୁ ପଦବୀରେ ବସାଇଥିବା ଅଭିଯୋଗ ହୋଇଛି। ବରିଷ୍ଠ ଅଧିକାରୀ, କିରାଣୀ ଓ ସହାୟକଙ୍କ ବଦଳି ନୀତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଯୁଗ୍ମ ସଚିବ ଏକ…

ଜେଲରୁ ମୁକୁଳିବା ପରେ ଯୁବମୋର୍ଚ୍ଚାର ନେତାଙ୍କୁ ରାଲି କରି ପାଛୋଟି ନେଲା ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପିର ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ଏବଂ ଅନ୍ୟ ୨୧ ଜଣ ଜେଲରୁ ମୁକୁଳିଛନ୍ତି । ଶନିବାର ଝାରପଡ଼ା ଜେଲ ପାଖରୁ ବିଜେପି ପାର୍ଟି ଅଫିସ୍ ଯାଏଁ ରାଲିରେ ଆସିଥିଲେ। ଏହାପରେ ସମସ୍ତଙ୍କୁ  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ବାଗତ କରିଥିଲେ। ନବ ଦାସ…

ସୁପର କପ ଫାଇନାଲରେ ଓଡିଶା ଏଫସି

ଭୁବନେଶ୍ୱର : କେରଳର ମଞ୍ଜେରୀରେ ଚାଲିଥିବା ସୁପର କପ ଫୁଟବଲର ଫାଇନାଲରେ ଓଡିଶା ଏଫସି ପ୍ରବେଶ କରିଛି । ଶନିବାର ଓଡିଶା ସେମିଫାଇନାଲରେ ୩-୧ ଗୋଲରେ ନର୍ଥଇଷ୍ଟ ୟୁନାଇଟେଡକୁ ପରାସ୍ତ କରିଥିଲା । ଏପ୍ରିଲ ୨୫ରେ ହେବାକୁ ଥିବା ଫାଇନାଲରେ ଦଳ ବେଙ୍ଗାଲୁରୁ ଏଫସିକୁ ଭେଟିବ । ବେଙ୍ଗାଲୁରୁ ୨-୦…

ମୁମ୍ବାଇ ସମ୍ମୁଖରେ ୨୧୫ ରନର ଲକ୍ଷ୍ୟ ରଖିଲା ପଞ୍ଜାବ

ୱାଙ୍ଖେଡ: ଏଠାରେ ଶନିବାର ଅନୁଷ୍ଠିତ ଆଇପିଏଲର ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ ୨୧୫ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦଳଗତ ପ୍ରଦର୍ଶନ ମାଧ୍ୟମରେ ବଡ ସ୍କୋର କରିପାରିଥିଲା । ସାମ କୁରାନ ୫୫, ହରପ୍ରୀତ ସିଂ ୪୧ ଓ ଅଥର୍ବ ଟେଡ ୨୯…

ଗିରଫ ହେଲା କୁଖ୍ୟାତ ବକ୍ସର ଦୀପକ, ୧୦ ହତ୍ୟାକାଣ୍ଡର ଅଭିଯୁକ୍ତ

ସୋନପତ: ହରିୟାଣାର ସୋନପତର କୁଖ୍ୟାତ ବକ୍ସର ତଥା ଗ୍ୟାଙ୍ଗଷ୍ଟାର ଦୀପକ ଶେଷରେ ପୋଲିସ ହାତରେ ଧରାପଡିଛି । ଦୀପକ ୧୦ ହତ୍ୟାକାଣ୍ଡର ଅଭିଯୁକ୍ତ । ୧୫ ବର୍ଷ ବୟସରେ ଦୀପକ ୫୭କିଗ୍ରା ବିଭାଗରେ ଜାତୀୟ ଜୁନିୟର ଚାମ୍ପିୟନ ହୋଇଥିଲେ । ତାଙ୍କ ପ୍ରଦର୍ଶନ ଦେଖି ସମସ୍ତେ ଆଶା ବାନ୍ଧିଥିଲେ ଯେ, ଏହି ଯୁବ…

ଗୋଇନ୍ଦା ସାଟେଲାଇଟ ଲଂଚ କରିବ ଉତର କୋରିଆ, ଆଲର୍ଟରେ ଜାପାନ ସେନା

ଟୋକିଓ: ଉତର କୋରିଆ ଏହି ସପ୍ତାହରେ ତାର ଗୋଇନ୍ଦା ସାଟେଲାଇଟ ଲଂଚ କରିବ । ଏହା ପୂର୍ବରୁ ଜାପାନ ତାର ସେନାକୁ ହାଇ ଆଲର୍ଟରେ ରଖିଛି । କୌଣସି ପ୍ରକାରର ମିସାଇଲ, ରକେଟ ଓ ସାଟେଲାଇଟ ଜାପାନରେ ପଡିବା ପୂର୍ବରୁ ଏହାକୁ ଧ୍ୱଂସ କରିବା ପାଇଁ ସେନାକୁ ନିର୍ଦ୍ଦେଶ ଜାରୀ କରାଯାଇଛି । ଜାପାନ ଏଥିପାଇଁ…

‘ରାହୁଲଙ୍କ ବଙ୍ଗଳା’, ଏବେ ଖାଁ ଖାଁ

ଭୁବନେଶ୍ୱର: ୧୨ ତୋଗଲକ ଲେନରେ ଆଉ ଦେଖିବାକୁ ମିଳିବନି କଂଗ୍ରେସ ନେତା କର୍ମୀଙ୍କ ଗହଳିଚହଳି। ଆଉ ଲାଗିବନି ଭିଡ଼। କାହିଁକି ନା କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସେ ସରକାରୀ ବଙ୍ଗଳା ଛାଡିଛନ୍ତି। ଯାହାକୁ ନେଇ କଂଗ୍ରେସ ମହଲରେ ଜୋରଦାର ଚର୍ଚ୍ଚା। ଜାତୀୟ ଦଳ…

ଆଉ କଂଗ୍ରେସରେ ଭଲ ଲାଗୁନି, ବିଜେପି ଯିବେ ପାଇଲଟ !

ଭୁବନେଶ୍ୱର: କଂଗ୍ରେସରେ ଗୋଟିଏ ପଟେ ସମ୍ଭାବନା ତ ଆଉ ଗୋଟିଏ ପଟେ ନିରାଶା ବଢି ବଢି ଚାଲିଛି। କର୍ଣ୍ଣାଟକ ନିର୍ବାଚନରେ ଦଳ ପାଇଁ ଅନେକ ସମ୍ଭାବନାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ରାହୁଲଙ୍କ ଭବିଷ୍ୟତକୁ ନେଇ କଂଗ୍ରେସ ବେଶ ଆଶାବାଦୀ। ସେପଟେ ରାଜସ୍ଥାନରେ ଯୁବ ନେତା ତଥା ପୂର୍ବତନ…

‘ମହାରାଷ୍ଟ୍ର ରାଜନୀତି’, ଅଜିତ ହେବେ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର: ଏନସିପି ନେତା ଅଜିତ ପାୱାରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ଦ୍ବନ୍ଦ୍ୱ ବଢ଼ିବାରେ ଲାଗିଛି। ନିଜ ସମର୍ଥିତ ଦଳୀୟ ବିଧାୟକଙ୍କ ସହ ଅଜିତ ବିଜେପିରେ ମିଶିବେ ବୋଲି କେବେଠୁ ଚର୍ଚ୍ଚା ହେଉଛି। ସେ ଏହାକୁ ଖଣ୍ଡନ କରି ଆସୁଛନ୍ତି। କିନ୍ତୁ ତାଙ୍କର ପ୍ରତ୍ୟେକ କଥା ଓ ପୂର୍ବ…

ଶେଷ ଓଭରରେ ମୋହିତଙ୍କ କମାଲ, ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଶନିବାର ମୋହିତ ଶର୍ମାଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଏକ ରୋମାଂଚକ ମୁକାବିଲାରେ ଗୁଜରାଟ ଟାଇଟନ୍ସ ୭ ରନରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୬ ୱିକେଟ ହରାଇ ୧୩୫ ରନ କରିଥିଲା । ହାର୍ଦ୍ଦିକ…