Latest Odisha News

BREAKING NEWS

Browsing Category

ଫିଚର

ବଢୁଛି ସମ୍ପତ୍ତି; ଧନୀ ତାଲିକାରେ ୨୫ରୁ ୨୧ ନମ୍ବରକୁ ଉଠିଲେ ଗୌତମ ଅଦାନୀ

ମୁମ୍ବାଇ: ଚଳିତବର୍ଷ ସବୁଠାରୁ ବଡ କ୍ଷତି ସହିଥିବା ଗୌତମ ଅଦାନୀଙ୍କର ଅଦାନୀ ଗ୍ରୁପ ଏବେ ଶେୟାର ବଜାରରେ ଉପରକୁ ଉଠୁଥିବା ଦେଖିବାକୁ ମିଳୁଛି । ଏହାର ପ୍ରଭାବ ନେଟ ୱର୍ଥ ଉପରେ ବି ପଡୁଛି । ଧନୀ ତାଲିକାରେ ଗୋଟିଏ ଗୋଟିଏ ପାଦ ଉପରକୁ ଉଠୁଛନ୍ତି ଗୌତମ ଅଦାନୀ । ଗତ କିଛି ଦିନ ହେବ…

ଘରୋଇ ପାର୍ଟିରେ ଦିଲ୍ଲୀ କ୍ୟାପିଟାଲ୍ସର ଜନୈକ ଖେଳାଳିଙ୍କ ଅଶୋଭନୀୟ ଆଚରଣ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ସନ୍ତୋଷଜନକ ରହି ନାହିଁ । ଏବେ ଟିମ ପଂଏଟ ଟେବୁଲରେ ଶେଷ ସ୍ଥାନରେ ରହିଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ପରେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳିମାନେ ଏକ ଘରୋଇ ପାର୍ଟିରେ ଯୋଗ ଦେଇଥିଲେ । ପାର୍ଟିରେ ମାତାଲ ଅବସ୍ଥାରେ…

ସନ୍‌ରାଇଜର ହାଇଦ୍ରାବାଦକୁ ଶକ୍ତ ଝଟ୍‌କା: ଆହତ କାରଣରୁ ବାଦ୍ ପଡ଼ିଲେ ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦର

ନୂଆଦିଲ୍ଲୀ: ଆଇପିଏଲ୍‌ର ୧୬ ତମ ସଂସ୍କରଣରେ ସନ୍‌ରାଇଜର ହାଇଦ୍ରାବାଦକୁ ଶକ୍ତ ଝଟ୍‌କା। ଆହତ କାରଣରୁ ଆଇପିଏଲ୍‌ର ବାକି ସମସ୍ତ ମ୍ୟାଚ୍‌ରୁ ବାଦ ପଡ଼ିଲେ ଅଲ୍‌ରାଉଣ୍ଡ ୱାଶିଂଟନ ସୁନ୍ଦର। ଚଳିତ ସଂସ୍କରଣରେ ଦଳ ପାଇଁ ସେ ଗୋଟିଏ ବି ମ୍ୟାଚ୍ ଖେଳିପାରିବେ ନାହିଁ। ମାଂସପେଶୀରେ ଆହତ (ହାମଷ୍ଟ୍ରିଙ୍ଗ…

ପଶ୍ଚିମବଙ୍ଗ ରାମନବମୀ ହିିଂସା ଘଟଣାରେ ଏନ୍‌ଆଇଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କଲିକତା ହାଇକୋର୍ଟ

କୋଲକାତା: ଚଳିତ ବର୍ଷ ରାମନବମୀରେ ପଶ୍ଚିମବଙ୍ଗର ହାୱଡ଼ା, ହୁଗୁଳି ଓ ଡାଲ୍କହୋଲାରେ ହୋଇଥିବା ହିଂସା ଘଟଣାର ଏନ୍‌ଆଇଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କୋଲକାତା  ହାଇକୋର୍ଟ। ଗୁରୁବାର ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ଏକ ଡିଭିଜନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।…

ଇଂଲଣ୍ଡର ୬ ଖେଳାଳିଙ୍କୁ ଆନ୍ତର୍ଜାତୀୟ କ୍ରିକେଟ ଛାଡିବାକୁ ଅଫର ଦେଲା ଆଇପିଏଲ ଟିମ !

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଏକ ଫ୍ରାଂଚାଇଜ ଟିମ ଇଂଲଣ୍ଡର ୬ଜଣ ଖେଳାଳିଙ୍କୁ ଆନ୍ତର୍ଜାତୀୟ କ୍ରିକେଟ ଛାଡିବାକୁ ଲୋଭନୀୟ ଅଫର ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି । ଟାଇମ୍ସ ଲଣ୍ଡନରେ ଏହି ଖବର ପ୍ରକାଶ ପାଇବା ପରେ ଆଲୋଚନା ଜୋର ଧରିଛି । ଫ୍ରାଂଚାଇଜମାନେ ଆଇପିଏଲ ବ୍ୟତୀତ ଅନ୍ୟ ଲିଗରେ…

ଦନ୍ତେୱାଡା ବିସ୍ଫୋରଣ: ଘରୋଇ ଗାଡ଼ିରେ କାହିଁକି ଯାଉଥିଲେ ଯବାନ ?ଫେରିବା ରାସ୍ତା କାହିଁକି ବଦଳାଇଲେନି

ଦନ୍ତେୱାଡା: ଛତିଶଗଡ ନକ୍ସଲ ଆକ୍ରମଣରେ ଡ୍ରାଇଭରଙ୍କ ସମେତ ୧୦ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନମାନେ ହେଲେ ଜୋଗୋ ସୋଡି, ମୁନ୍ନାରାମ କଡତି, ସନ୍ତୋଷ ଡାମୋ, ଦୁଲଗି ମଣ୍ଡାବି, ଲଖମୁ ମରକାମ, ଜୋଗା କବାସୀ, ହରିରାମ ମଣ୍ଡାବି, ରାଜୁରାମ କରଟମ, ଜୟରାମ ପୋଡିୟାମ, ଜଗଦୀଶ କବାସୀ ରହିଛନ୍ତି…

ବିଜେପି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଥାନାରେ ଅଭିଯୋଗ କଲା କଂଗ୍ରେସ

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ରାଲି ଜାରି ରହିଥିବା ବେଳେ ବିଜେପି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଥାନାରେ ଏଫ୍‌ଆଇଆର୍‌ ଦେଲା କଂଗ୍ରେସ। ହିଂସା ଉଦ୍ରେକାରୀ ଭାଷଣ ଦେବା ସହ କଂଗ୍ରେସର ଛବି ମଳିନ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଦଳ ବେଙ୍ଗାଲୁରୁ ହାଇ ଗ୍ରାଉଣ୍ଡ…

ଜେଲ୍‌ରୁ ମୁକୁଳିଲେ ପୂର୍ବତନ ସାଂସଦ ଆନନ୍ଦ ମୋହନ

ପାଟନା: ବିହାରର ପୂର୍ବତନ ସାଂସଦ ଆନନ୍ଦ ମୋହନ ଆଜି(ଏପ୍ରିଲ ୨୭) ଜେଲ୍‌ରୁ ମୁକୁଳିଛନ୍ତି। ଆଜି ଅପରାହ୍ନରେ ତାଙ୍କୁ ଜେଲ୍‌ରୁ ଛାଡ଼ି ଦିଆଯିବ ବୋଲି ସୂଚନା ରହିଥିଲା। ହେଲେ ସକାଳେ ହଠାତ୍ କାହିଁକି ତାଙ୍କୁ ଛାଡ଼ି ଦିଆଗଲା ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ତେବେ କାଗଜପତ୍ର କାମ ପୂର୍ବରୁ…

ଗୋଲଡେନ ବାବାର ୨୮ ଲକ୍ଷ ଟଙ୍କାର ଅଡି କାର୍‌ ଜବତ

ଭୁବନେଶ୍ୱର : ଗୋଲଡେନ ବାବାର ଅଡି କାର୍‌କୁ ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭୁବନେଶ୍ୱର ସିଆରପି ଛକରୁ ଗାଡ଼ି ଜବତ କରାଯାଇଛି । ଇଡି କବଳରୁ ଖସିଗଲେ ଗୋଲଡେନ୍‌ ବାବା । ସୂଚନା ଅନୁଯାୟୀ, ଗତ ୨୦୨୦ ମସିହାରେ ସାଢ଼େ ୫ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟୋତି ରଂଜନ ବେହୁରା ଓରଫ…

ବିନା ଦୋଷରେ ବନ୍ଦୀ ଥିଲେ, ଏବେ ଜେଲ୍‌ରୁ ମୁକୁଳିଲେ ବଲିଉଡ୍ ଅଭିନେତ୍ରୀ

ମୁମ୍ବାଇ: ବିନା ଦୋଷରେ ଡ୍ରଗ୍ସ କେସ୍‌ରେ ଫସି ବିଦେଶ ଜେଲ୍‌ରେ ବନ୍ଦୀ ଥିଲେ ବଲିଉଡ୍ ଅଭିନେତ୍ରୀ କ୍ରୀଷନ ପରେରା। ଗତକାଲି ସେ ଜେଲ୍‌ରୁ ମୁକୁଳିଛନ୍ତି। ଏନେଇ ତାଙ୍କ ଭାଇ ତାଙ୍କୁ କେଭିନ ପରେରା ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି। ଭିଡିଓରେ କେଭିନ କ୍ରୀଷନଙ୍କ ସହ କଥା…