Latest Odisha News

BREAKING NEWS

Browsing Category

ଫିଚର

ପେଟ କମାଇବାକୁ ଚାହୁଁଛନ୍ତି କି ? ତେବେ ପିଅନ୍ତୁ ଏହି ୪ ପ୍ରକାର ପାନୀୟ

ସମସ୍ତଙ୍କ ଚିନ୍ତାର କାରଣ ହେଉଛି ମୋଟାପଣ ବା ଓଜନ ବୃଦ୍ଧି । ଦୈନନ୍ଦିନ ଜୀବନ ଶୈଳୀରେ ସଠିକ୍‌ ଖାଦ୍ୟପେୟ ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଆବଶ୍ୟକ । ବେଳେବେଳେ ଆମ ଖାଦ୍ୟପେୟରେ ଅନିୟମିତତା ଦେଖାଦେଲେ ଶରୀରରେ କୁପ୍ରଭାବ ପକାଇଥାଏ । ଆଉ ଖାଦ୍ୟପେୟ ଓଜନ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।…

ପିଲାଙ୍କ ଖରା ଛୁଟିର କିଭଳି ସଦ ଉପଯୋଗ ହେବ, ଏକାଠି ଆଲୋଚନା କଲେ ଅଭିଭାବକ-ଶିକ୍ଷକ

ଭୁବନେଶ୍ୱର: ଗ୍ରୀଷ୍ମ ଅବକାଶ ପୂର୍ବରୁ ଛୁଟି ଘୋଷଣା ହୋଇଛି। ତେଣୁ ଛାତ୍ରଛାତ୍ରୀମାନେ ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ୍ ଉପରେ ଅଧିକ ଗୁରୁତ୍ୱ ଦେବାର ସମ୍ଭାବନା ରହିଛି। ଯାହାକୁ ନେଇ ସରକାର ଉଦବେଗ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ମୁକାବିଲା କରିବା ପାଇଁ ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ…

ଶ୍ରୀମନ୍ଦିର ଫାଇଲ ହଜିନି, ସୁରକ୍ଷିତ ଅଛି: ସ୍ପଷ୍ଟୀକରଣ ଦେଲା ଆଇନ ବିଭାଗ

ପୁରୀ: ହଜିଯାଇଥିବା ଫାଇଲ ମିଳିଲା । ସୁରକ୍ଷିତ ଅବସ୍ଥାରେ ମିଳିଲା । ଏକଥା ସ୍ପଷ୍ଟ କରିଛନ୍ତି ରାଜ୍ୟ ଆଇନ ବିଭାଗ । ଫାଇଲ ହଜିବା ଘଟଣାରେ ଆଜି ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ଆଇନ ବିଭାଗ ପକ୍ଷରୁ ଏକଥା କୁହାଯାଇଛି । ଆଜି ବିଳମ୍ବିତ ରାତ୍ରିରେ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ…

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ବଦଳି ସୁପାରିସକୁ ପ୍ରତ୍ଯାହାର କଲେ କଲେଜିୟମ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍. ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି ପାଇଁ ସୁପାରିସକୁ ସୁପ୍ରିମକୋର୍ଟ କଲେଜିୟମ ପ୍ରତ୍ୟାହାର କରିନେଇଛନ୍ତି। ୬ ମାସ ହେଲା କେନ୍ଦ୍ର ସରକାର ଏହି ସୁପାରିସ ଉପରେ କୌଣସି ନିଷ୍ପତ୍ତି ନେଇ ନଥିଲେ। ଏପ୍ରିଲ ୧୯ରେ ପ୍ରଧାନ…

ମ୍ୟାଲେରିଆ ଓ ଡାଇରିଆ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କଲେ ସରକାର

ଭୁବନେଶ୍ୱର: ବର୍ଷା ଋତୁ ପୂର୍ବରୁ ମ୍ୟାଲେରିଆ ଓ ଡାଇରିଆ ରୋଗର ସମ୍ଭାବ୍ୟ ବୃଦ୍ଧି ନେଇ ଓଡ଼ିଶା ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏସବୁ ରୋଗକୁ ରୋକିବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିର…

ହାତୀ ମୃତ୍ୟୁ ପରେ ହେଉଥିଲା ତସ୍କରୀ, ୪ ହାତୀ ଦାନ୍ତ ସହ ବନ୍ୟପ୍ରାଣୀ ମାଫିଆ ଗିରଫ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହାତୀ ଶିକାର ମାମଲାରେ ଗୁରୁବାର ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ବନ ବିଭାଗ ଜଣେ ବନ୍ୟପ୍ରାଣୀ ମାଫିଆକୁ ଗିରଫ କରିବା ସହ ତା' ନିକଟରୁ ୪ଟି ହାତୀଦାନ୍ତ ଜବତ କରିଛି। ଗିରଫ ବ୍ୟକ୍ତି ଜଣକ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନ…

ସହିଦ ଦେବାଶିଷଙ୍କ ପରିବାରକୁ ରାଜ୍ୟ ସରକାର ଦେଲେ ୨୫ ଲକ୍ଷ ଟଙ୍କା, ଅନ୍ୟ ୪ ସହିଦଙ୍କୁ ୧ କୋଟି ଲେଖାଏଁ ଦେଲା ପଞ୍ଜାବ…

ଭୁବନେଶ୍ୱର: ଜମ୍ମୁ କଶ୍ମୀର ପୁଞ୍ଚରେ ସହିଦ ହୋଇଥିବା ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସହିଦ ଦେବାଶିଷ ବିଶ୍ବାଳଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ…

ଅତିକ ଭାଇଙ୍କ ପ୍ରତିଶୋଧ ନେବ ବୋଲି ଧମକ ଦେଲା ଅଲକାଏଦା

ନୂଆଦିଲ୍ଲୀ: ମାଫିଆରୁ ରାଜନେତା ସାଜିଥିବା ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅସରଫଙ୍କ ଚାଂଚଲ୍ୟକର ହତ୍ୟାର ୬ଦିନ ବିତିଯାଇଛି । ଶୁକ୍ରବାର ଭାରତରେ ପରିଚାଳିତ ହେଉଥିବା ଅଲକାଏଦାର ସଂଗଠନ ଏକ୍ୟୁଆଇଏସ ଧମକ ଦେଇଛି । ଅତିକ ବ୍ରଦର୍ସଙ୍କ ହତ୍ୟାର ପ୍ରତିଶୋଧ ରୂପେ ଆକ୍ରମଣ କରାଯିବ ବୋଲି କହିଛନ୍ତି ।…

ଜାଡେଜାଙ୍କ ସ୍ପିନରେ ନାଚିଲା ହାଇଦ୍ରାବାଦ

ଚେନ୍ନାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ବିନିମୟରେ ୧୩୪ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଛି । ଟସ ଜିତି ଚେନ୍ନାଇ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।…

ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇର ସମନ, ଇନସ୍ୟୁରାନ୍ସ ସ୍କାମ ମାମଲାରେ ୨୮ରେ ହେବେ…

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଶୁକ୍ରବାର ସିବିଆଇ ନୋଟିସ ଜାରି କରିଛି । ଜମ୍ମୁ କାଶ୍ମୀରରେ ତାଙ୍କ କାର୍ଯ୍ୟକାଳରେ ଲାଗୁ ହେବାକୁ ଥିବା ରିଲାଏନ୍ସ ଇନ୍ସୁରାନ୍ସ ଦୁର୍ନୀତି ନେଇ ପଚରାଉଚରା କରିବାକୁ ସିବିଆଇ ନୋଟିସ ପଠାଇଥିବା ଜଣାପଡ଼ିଛି । ସିବିଆଇ…