Latest Odisha News

BREAKING NEWS

Browsing Category

ଫିଚର

ଆଇପିଏଲ: ପ୍ଲେ ଅଫ, ଫାଇନାଲ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ପ୍ଲେ ଅଫ ଓ ଫାଇନାଲ କାର୍ଯ୍ୟସୂଚୀର ଘୋଷଣା କରାଯାଇଛି । ମେ ୨୩ରୁ ୨୮ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଚେନ୍ନାଇର ଚେପକ ଷ୍ଟାଡିୟମରେ କ୍ୱାଲିଫାୟର ୧ ଓ ଏଲିମିନେଟର ମେ ୨୩ ଓ ୨୪ରେ ଖେଳାଯିବ । ମେ ୨୬ ଓ…

ସିସିଆରରେ ଜିଲ୍ଲାପାଳଙ୍କ ଜାଲ ଦସ୍ତଖତ, ବନ୍ଧା ହେଲେ ରାଜସ୍ୱ ନିରୀକ୍ଷକ

କାମାକ୍ଷାନଗର: ସିସିଆର ରିପୋର୍ଟରେ ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତ କରି ଫସିଲେ ରାଜସ୍ୱ ନିରୀକ୍ଷକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ରାଜସ୍ୱ ନିରୀକ୍ଷକ ବିଶ୍ଵନାଥ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି । ୨୦୧୮ ମସିହାରେ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଓ ଭୁବନ ତହସିଲରେ କାର୍ଯ୍ୟ କରୁଥିଲେ…

ଏସିଆ କପ: ଭାରତୀୟ କ୍ରିକେଟ ଟିମ ଅଂଶଗ୍ରହଣ କରି ନ ପାରନ୍ତି

ନୂଆଦିଲ୍ଲୀ: ଆଗାମୀ ଏସିଆ କପରେ ଭାରତ ପଦକ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ରହିଛି । ତେବେ କ୍ରିକେଟପ୍ରେମୀଙ୍କୁ ଶୁକ୍ରବାର ଝଟକା ଲାଗିଛି । ରିପୋର୍ଟ ମୁତାବକ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏସିଆନ ଗେମ୍ସ ପାଇଁ ଉଭୟ ପୁରୁଷ ଏବଂ ମହିଳା ଟିମ ନ ପଠାଇବା ନିମନ୍ତେ ନିଷ୍ପତି ନେଇଛି । ଚୀନରେ…

ମମତାଙ୍କୁ ‘ରାଣୀ ମହୁମାଛି’ କହିଲେ ଶୁଭେନ୍ଦୁ !

ଭୁବନେଶ୍ୱର: ବିଜେପି ନଜରରେ ଏବେ ପଶ୍ଚିମବଙ୍ଗ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଜାତୀୟ ଦଳ ମାନ୍ୟତା କଟିବା ଯୋଗୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମମତା ଫୋନ କରିବା ଅଭିଯୋଗ ପ୍ରସଙ୍ଗ ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଛି। ଠିକ ଏଭଳି ସମୟରେ ବିଜେପି ନେତା ତଥା ପଶ୍ଚିମବଙ୍ଗର…

ଶରଦଙ୍କ ଶରଣରେ ଆଦାନୀ !

ଭୁବନେଶ୍ୱର: ଲଗାତର ରାହୁଲଙ୍କ ଟାର୍ଗେଟର ଶିକାର ହେଉଥିବା ଶିଳ୍ପପତି ଗୌତମ ଆଦାନୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା। ହିଣ୍ଡେନବର୍ଗ ରିପୋର୍ଟ ପରେ ଅଡ଼ୁଆରେ ପଡ଼ିଥିବା ଆଦାନି ହଠାତ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ କାହିଁକି ଭେଟିଲେ ତାକୁ ନେଇ…

୨୪ ଘଣ୍ଟାରେ ଏଲନ୍ ମସ୍କ ହରାଇଲେ ୧୩ ବିଲିୟନ୍ ଡଲାର ସମ୍ପତ୍ତି

ନୂଆଦିଲ୍ଲୀ: ଖସୁଛି ଏଲନ୍ ମସ୍କଙ୍କ ସମ୍ପତ୍ତି । ୨୪ ଘଣ୍ଟାରେ ମସ୍କ ହରାଇଲେ ୧୩ ବିଲିୟନ୍ ଡଲାର ସମ୍ପତ୍ତି । ବିକିଉ ପ୍ରାଇମର ରିପୋର୍ଟ ଅନୁସାରେ, ଟେସଲା ସିଇଓ ଏଲନ୍ ମସ୍କଙ୍କ ପାଇଁ ଗତ ୨୪ ଘଣ୍ଟା ବେଶ୍ ଚିନ୍ତାଜନକ ଥିଲା । ସେୟାର ହ୍ରାସ, ସ୍ପେସଏକ୍ସର ଷ୍ଟାରସିପ୍ ପୋଗ୍ରାମ ବିଫଳ ଓ…

ସୁଦାନ ସଙ୍କଟ ! ଭାରତୀୟଙ୍କ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ମୋଦିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସୁଦାନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କୂଟନୀତିଜ୍ଞଙ୍କ ବ୍ୟତୀତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ବାୟୁସେନା ଏବଂ ନୌସେନା ମୁଖ୍ୟ,…

ନିଜେ ଫସିଛନ୍ତି, କିନ୍ତୁ ରାହୁଲଙ୍କ ଉପରେ ବର୍ଷୁଛନ୍ତି !

ଭୁବନେଶ୍ୱର: ସୁରଟ ସେସନ୍ସ କୋର୍ଟ ଦ୍ୱାରା ରାହୁଲ ଗାନ୍ଧୀଙ୍କ ଆବେଦନ ଖାରଜ ହେବା ପରେ ପୁଣିଥରେ ରାହୁଲଙ୍କ ବିଷୟରେ ଚର୍ଚ୍ଚା ଜୋର ଧରିଛି। କୋର୍ଟଙ୍କ ନିଷ୍ପତ୍ତି ପଦାକୁ ଆସୁ ଆସୁ ତୁରନ୍ତ ବିଜେପି ନେତାମାନେ ରାହୁଲଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି। ବିଜେପିର ଜାତୀୟ ସ୍ତରର…

ସବୁଠାରୁ ଦାମୀ କ୍ୟାମେରା ଲେନ୍ସ କିଣିଲେ କତାରର ରାଜକୁମାର

ଦୋହା: କତାରର ପ୍ରିନ୍ସ ସାଉଦ ବିନ ମହମ୍ମଦ ଅଲ ଥାନି ବିଶ୍ୱର ସବୁଠାରୁ ଦାମୀ କ୍ୟାମେରା ଲେନ୍ସ କିଣିଛନ୍ତି । ଫଟୋଗ୍ରାଫି ପ୍ରତି ପ୍ରିନ୍ସଙ୍କ ଦୁର୍ବଳତା ରହିଛି । ଏହାକୁ ପୂରଣ କରିବା ପାଇଁ ସେ ଲାଇକାର ୧୬.୪୩ କୋଟି ଟଙ୍କାର ଲେନ୍ସ କିଣିଛନ୍ତି । ଏହା ସବୁଠାରୁ ଲମ୍ବା ଏବଂ ଓଜନଦାର ଲେନ୍ସ ।…

କର୍ଣ୍ଣାଟକରେ କଂଗ୍ରେସକୁ ଦଳିତଙ୍କ ସମର୍ଥନ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଦୁଇ ଟାଣୁଆ ଲିଙ୍ଗାୟତ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଓ ଉପମୁଖ୍ୟମନ୍ତ୍ରୀ ଲକ୍ଷଣ ସାବାଡି କଂଗ୍ରେସରେ ଯୋଗ ଦେଇଥିବା ବେଳେ ଲିଙ୍ଗାୟତଙ୍କ ସମର୍ଥନ କଂଗ୍ରେସକୁ ଆସିବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ…