Latest Odisha News

BREAKING NEWS

Browsing Category

ଫିଚର

୨୧୨, ତଥାପି ଅସନ୍ତୋଷ

ଭୁବନେଶ୍ୱର: ବହୁ ବିଳମ୍ବରେ ହେଲେ ମଧ୍ୟ ପିସିସିର ନୂଆ କମିଟି ଗଠନ ହେଲା। ଯୁବ ପିଢିଙ୍କୁ ପଦପଦବୀ ମିଳିଲା। ଏପରିକି ବଡ଼ ଟିମ କରି ପୁରୁଣା ନେତାଙ୍କୁ ମଧ୍ୟ ଏକଜେକ୍ୟୁଟିଭ କମିଟିରେ ନିଆଯାଇଛି। ବରିଷ୍ଠ ଯୁବଙ୍କ ମଧ୍ୟରେ ଏକ ସମନ୍ୱୟ ମଧ୍ୟ ରଖାଯିବାକୁ ଉଦ୍ୟମ ହେଲା। କିନ୍ତୁ କଥା ଯାହାକୁ…

ମହାରାଷ୍ଟ୍ରରେ ପୁଣିଥରେ ଏମଭିଏ ସରକାର !

ଭୁବନେଶ୍ୱର: ମହାରଷ୍ଟ୍ର ରାଜନୀତି କେତେବେଳେ କେଉଁ ମୋଡ଼ ନେବ ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ମୁଣ୍ଡ ଟେକୁଛି। ପ୍ରତ୍ୟେକ ଦିନ ବଡ଼ ନେତାମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଏନସିପି ନେତା ତଥା ମହାରଷ୍ଟ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିଜ ସମର୍ଥିତ ପ୍ରାୟ ୪୦ ଜଣ…

ରାହୁଲଙ୍କ ସହ ଆଇନର ଲୁଚକାଳି ଖେଳ !

ଭୁବନେଶ୍ୱର: ମୋଦି ସାଙ୍ଗିଆ ପ୍ରସଙ୍ଗକୁ ନେଇ ରାହୁଲଙ୍କ ପଛେ ପଛେ ବିବାଦ ଗୋଡାଉଛି। ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ସଦସ୍ୟ ପଦ ହରାଇଛନ୍ତି ରାହୁଲ। ସୁରଟ ସେସନ୍ସ କୋର୍ଟ ମଧ୍ୟ ରାହୁଲଙ୍କ ଆବେଦନ ଖାରଜ କରିଛନ୍ତି। ତେଣୁ ଏ ମାମଲାରେ ଦଣ୍ଡ ଉପରେ ରୋକ ଲଗାଇବା ପାଇଁ ଗୁଜରାଟ ହାଇକୋର୍ଟଙ୍କ…

‘କର୍ଣ୍ଣାଟକ ନିର୍ବାଚନ’, ଯୋଗୀ ଖେଳିଲେ ରାମମନ୍ଦିର କାର୍ଡ!

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ମୁସଲମାନ ସଂରକ୍ଷଣ ପ୍ରସଙ୍ଗକୁ ବିଜେପି ପ୍ରମୁଖ ମୁଦ୍ଦା କରିଛି। ମୁସଲମାନ ସଂରକ୍ଷଣ କାହିଁକି ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରଶ୍ନ କରିଛନ୍ତି। କୌଣସି ଧର୍ମ ଭିତ୍ତିରେ ସଂରକ୍ଷଣ କାହିଁକି ବୋଲି ପ୍ରଶ୍ନ କରିବା ସହ କଂଗ୍ରେସ ଉପରେ…

ରେସଲରଙ୍କ ଲଢେଇରେ ସାମିଲ ହେଲା ଖାପ ପଂଚାୟତ

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଧାରଣା ଦେଇଥିବା ରେସଲରଙ୍କୁ ବୁଧବାର ଖାପ ପଂଚାୟତ ସମର୍ଥନ ଯୋଗାଇଛି । ଆମର ରେସଲର ଝିଅ କାନ୍ଦୁଛନ୍ତି । ନିଶ୍ଚୟ କିଛି ଅନ୍ୟାୟ ହୋଇଛି ବୋଲି ପଂଚାୟତ ପକ୍ଷରୁ କୁହାଯାଇଛି । ୨୭ ଏପ୍ରିଲରେ ୧୪୩୦ ଗ୍ରାମକୁ ନେଇ ଗଠିତ ପଂଚାୟକ ଦିଲ୍ଲୀ ଯିବା ପାଇଁ ନିଷ୍ପତି…

ମୃଦୁ ପାନୀୟ କମ୍ପାନୀ ଓ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିବାଦୀୟ ବିଜ୍ଞାପନ ପାଇଁ ମୃଦୁ ପାନୀୟ କୋକା କୋଲାର ଭାରତୀୟ ସିଇଓ ଓ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ କୋଲକାତା ପୁଲିସ ମାମଲା ରୁଜୁ କରିଛି। ବିଜ୍ଞାପନରେ ବଙ୍ଗାଳି ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇ ଥିବା ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ହେବା ସହିତ ଓକିଲ…

ଇଭି ସବସିଡି ବଢ଼ାଇଲେ ରାଜ୍ୟ ସରକାର, ୨ ଚକିଆ କିଣିଲେ ୨୦ ହଜାର ଛାଡ଼

ଭୁବନେଶ୍ୱର: ଇଲେକ୍ଟ୍ରିକ୍ ଭେଇକିଲ୍ (ବ୍ୟାଟେରି ଚାଳିତ ଯାନ) ବିକ୍ରି ବୃଦ୍ଧି ପାଇଁ ସବସିଡି ବଢ଼ାଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୂର୍ବାପେକ୍ଷା ଇଭି ଗାଡ଼ି କିଣୁଥିବା ଲୋକେ ଏବେ ଅଧିକ…

ପୋଲିସ ପରିଚୟ ଦେଇ ଲୁଟ୍ କରୁଥିଲେ ମୋବାଇଲ୍, ୩୩ଟି ଫୋନ୍ ଜବତ

ରାଉରକେଲା: ପୋଲିସ ପରିଚୟ ଦେଇ ଚୋରି । ଧମକ ଦେଇ ଡରାଇ ନେଇ ଯାଉଥିଲେ ମୋବାଇଲ୍ । ରାଉରକେଲା ପୋଲିସ ହାତରେ ଧରା ପଡ଼ିଥିବା କଳା ମୁଖା ପିନ୍ଧିଥିବା ବାବୁ ଜଣଙ୍କ ହେଉଛନ୍ତି ନକଲି ପୋଲିସ । ଏବେ ପୋଲିସ ତାଙ୍କ ହାତରେ ହାତକଡ଼ି ପକାଇବା ସହ ୩୩ଟି ଫୋନ୍ ଜବତ କରିଛି । ରାଉରକେଲାର ବିଭିନ୍ନ…

ଛତିଶଗଡ଼ରେ ନକ୍ସଲ ଆକ୍ରମଣ ପରେ ଓଡ଼ିଶାର ୩ ଜିଲ୍ଲାରେ ହାଇ ଆଲର୍ଟ

ଭୁବନେଶ୍ୱର: ଛତିଶଗଡ଼ର ଦନ୍ତେୱାଡ଼ାରେ ନକ୍ସଲଙ୍କ ଆକ୍ରମଣରେ ୧୦ ଯବାନଙ୍କ ସହ ଡ୍ରାଇଭର ସହିଦ ହୋଇଛନ୍ତି । ସୀମାନ୍ତରେ ମାଓବାଦୀଙ୍କ ଏତେ ବଡ଼ ହିଂସା ପରେ ଓଡ଼ିଶାର ୩ ଜିଲ୍ଲାରେ ଜାରି ହୋଇଛି ହାଇ ଆଲର୍ଟ । ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି । ୩…

ପାଟ ଅଗଣାରେ ପତିତପାବନକୁ ଚାହିଁ ଚାଲିଗଲା ଭକ୍ତଙ୍କ ପ୍ରାଣ

ପୁରୀ:କାଳିଆରେ ..ତୋ ପାଦ ତଳେ ଆଶ୍ରୟ ଟିକିଏ ମିଳୁ.. ତୋ ମୁଖ ଚାହିଁ ଏ ଜୀବନ ଯାଉ...ଚକାଡୋଳାକୁ ଚାହିଁଦେଲେ ଭକ୍ତଟିଏ ବିଭୋର ହୋଇ ଏମିତି ମନାସିଥାଏ । ହେଲେ ଏହାର ପ୍ରତ୍ୟକ୍ଷ ଦୃଶ୍ୟ ଆଜି ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା । ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷ ଦର୍ଶନ। ପତିତପାବନକୁ…