Latest Odisha News

BREAKING NEWS

Browsing Category

ଫିଚର

ସମ୍ବଲପୁରରେ ୬୮,୦୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ 

ସମ୍ବଲପୁର: ଦିନିକିଆ ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଇଆଇଏମର ନବ ନିର୍ମିତ କ୍ୟାମ୍ପସକୁ ଉଦଘାଟନ କରିବା ସହ ୬୮,୦୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା…

ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ

ଚଣ୍ଡିଗଡ: ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ । ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଉଥିବା ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି । ଗତ କିଛି ମାସ ମଧ୍ୟରେ ପଞ୍ଜାବରେ ରାଜ୍ୟପାଳ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନଙ୍କ…

କୋହଲି ଖୁବ ଶୀଘ୍ର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବେ ବୋଲି କହିଲେ ଡିଭିଲର୍ସ

ମୁମ୍ବାଇ: ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଏବେ କିଛି ମାସ ଧରି ଗଣମାଧ୍ୟମରେ ଖବର ପ୍ରକାଶ ପାଇ ଆସୁଛି । ତେବେ ଏହାର ସତ୍ୟତା ନେଇ କେହି ଦୃଢ଼ ଭାବରେ କହି ପାରୁ ନାହାନ୍ତି । ତେବେ ଶନିବାର ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା କୋହଲିଙ୍କ ପ୍ରିୟ ବନ୍ଧୁ ଏବି ଡିଭିଲର୍ସ ଏହାର ଖୁଲାସା…

ପାରା ଆଥଲେଟ ସୁବର୍ଣ୍ଣା ରାଜଙ୍କୁ ଫ୍ଲାଇଟରେ ମିଳିଲାନି ହ୍ୱିଲଚେୟାର

ନୂଆଦିଲ୍ଲୀ: ଭାରତୀୟ ପାରା ଆଥଲେଟ ସୁବର୍ଣ୍ଣା ରାଜଙ୍କୁ ଏୟାରଲାଇନ୍ସର କ୍ରୁ ମେମ୍ବର୍ସ ଖରାପ ବ୍ୟବହାର କରିଛନ୍ତି । ସୁବର୍ଣ୍ଣାଙ୍କ ଅଭିଯୋଗ ଅନୁସାରେ ସେ ବାରମ୍ବାର ତାଙ୍କ ହ୍ୱିଲଚେୟାର ମାଗିଥିଲେ ମଧ୍ୟ କେହି ଗୁରୁତ୍ୱ ଦେଇ ନ ଥିଲେ । ସେ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ବେଳେ ଏହି ଘଟଣା…

ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କରୋନା ଓ ସ୍ୱାଇନ ଫ୍ଲୁ

ଜୟପୁର: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ପୁଣି ଥରେ ଅସୁସ୍ଥ ହୋଇପଡିଛନ୍ତି । ସେ କରୋନା ଓ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସପ୍ତାହେ ପାଇଁ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଏନେଇ ସୋସିଆଲ ମିଡିଆ…

ଯଶସ୍ୱୀଙ୍କ ଦ୍ୱିଶତକ ପରେ ବୁମରାହଙ୍କୁ ୬ ୱିକେଟ: ଭାରତ ୧୭୧ ରନରେ ଅଗ୍ରଣୀ

ବିଶାଖାପଟନମ: ଯଶସ୍ୱୀ ଜୈସୱାଲଙ୍କ ଦ୍ୱିଶତକ ପରେ ଯଶପ୍ରୀତ ବୁମରାହଙ୍କ ୬ ୱିକେଟ ସଫଳତା ଯୋଗୁ ଭାରତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ୧୭୧ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିନେଇଛି । ଭାରତ ୩୩୬/୬ରୁ ଇନିଂସ ଆରମ୍ଭ କରି ୩୯୬ ରନରେ ଅଲଆଉଟ ହୋଇ…

ଜଳଖିଆ ନଦେବାରୁ ମା’କୁ ହତ୍ୟା କଲା ପୁଅ, ପରେ କଲା ଆତ୍ମସମର୍ପଣ

ବେଙ୍ଗାଲୁରୁ: ମା’କୁ ଲୁହାରଡରେ ପିଟି ମାରିଲା ପୁଅ। ସକାଳ ଜଳଖିଆ ନଦେବାରୁ ନାବାଳକ ପୁଅ ନିଜ ମା’କୁ ହତ୍ୟା କରିଛି। କର୍ଣ୍ଣାଟକର ମୁଲବାଗାଲ ସହରରେ ଘଟିଛି ଏହି ଘଟଣା । ନିଜ ମା’ଙ୍କୁ ହତ୍ୟା କରିବା ପରେ ପୋଲିସ ନିକଟକୁ ଯାଇ ଆତ୍ମସମର୍ପଣ କରିଥିଲା। ପରେ ପୋଲିସ ତାକୁ ଅଟକ କରିଛି ।…

ଇମ୍ରାନ ଖାନ ଓ ପତ୍ନୀଙ୍କୁ ଆଉ ୭ ବର୍ଷ ଜେଲ୍

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଆଉ ୭ ବର୍ଷ ଜେଲ । ଅଣ-ଇସଲାମିକ ବିବାହ ମାମଲାରେ କୋର୍ଟ ଉଭୟଙ୍କୁ ୭ ବର୍ଷ ଜେଲ ଦାଣ୍ଡରେ ଦଣ୍ଡିତ କରିଛନ୍ତି । ବୁଶରାଙ୍କ ପ୍ରଥମ ସ୍ୱାମୀ ଖାଓ୍ଵାର ମନେକା ଦୁଇଟି ବିବାହ ମଧ୍ୟରେ ଇଦ୍ଦାତ…

ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା, ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରରୁ ଶ୍ରୀକ୍ଷେତ୍ରକୁ ଗଡିଲା ଟ୍ରେନ୍

ସୋନପୁର: ଦେଶର ରେଳ ମାନଚିତ୍ରରେ ଯୋଡ଼ି ହେଲା ସୋନପୁର । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଦୀର୍ଘ ଦିନର ଦାବିକୁ ପୁରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କଳା ସଂସ୍କୃତିର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରରୁ ସିଧା ସଳଖ ଶ୍ରୀ କ୍ଷେତ୍ର ପୁରୀକୁ ଗଡିଲା ପୁରୀ-ସୋନପୁର-ପୁରୀ…

ପଞ୍ଜାବର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ବନୱାରୀ ଲାଲ ପୁରୋହିତ

ପଞ୍ଜାବ: ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ । ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ନିଜର ବ୍ୟକ୍ତିଗତ କାରଣରୁ ଏହିପରି ନିଷ୍ପତ୍ତି ନେଉଛନ୍ତି ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି । ବନୱାରିଲାଲ ପୁରୋହିତ ରାଷ୍ଟ୍ରପତି ଦ୍ରୌପଦୀ…