Latest Odisha News

BREAKING NEWS

Browsing Category

ଫିଚର

ବ୍ରେକ ଫେଲ ହୋଇ ପିଟିହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌, ଜଣେ ଗୁରୁତର

ଜୟପୁର: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌ ଶୁଭାରମ୍ଭ ବେଳେ ଅଘଟଣ। ବ୍ରେକ୍‌ ଫେଲ୍‌ ହୋଇ ଦୁର୍ଘଟଣାଗ୍ରସ୍ତ ହେଲା ବସ୍ । ତୀର୍ଥଯାତ୍ରୀଙ୍କୁ ରାୟଗଡ଼ା ଷ୍ଟେସନକୁ ଛାଡ଼ିବାକୁ ଯିବାର ଥିଲା। କୋରାପୁଟ ସଂସ୍କୃତି ଭବନଠାରେ ଥିବା ବେଳେ ହଠାତ୍‌ ବସ୍‌ ବ୍ରେକ୍‌ ଫେଲ୍ ହୋଇଗଲା। ଏଥିରେ ବିଘ୍ନରାଜ…

ହାତୀଦାନ୍ତ ଡିଲ ବେଳେ ଚଢାଉ: ୨ହାତୀଦାନ୍ତ ଜବତ, ୩ ଗିରଫ

ଦେବଗଡ଼: ହୋଟେଲରେ ଚାଲିଥିଲା ହାତୀଦାନ୍ତ ଡିଲ । ଡିଲ ବେଳେ ମାଡ଼ିବସିଲା ବନ ବିଭାଗ । ଚଢ଼ାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ଦେବଗଡ଼ ଲାଲୁ ସାହିର ପ୍ରେମରାଜ ସାହୁ, ଦେବଗଡ଼ର କପଟଦାର ଓ ଦିଲ୍ଲୀର ରାଜେଶ କୁମାର। ଗତକାଲି…

ଆନ୍ତର୍ଜାତୀୟ ହକି କ୍ୟାରିୟରକୁ ଅଲବିଦା କହିଲେ ଦୀପ ଗ୍ରେସ ଏକ୍କା

ଭୁବନେଶ୍ୱର: ଓଡିଶାର ମହାନ ମହିଳା ଖେଳାଳି ଦୀପ ଗ୍ରେସ ଏକ୍କା ଶନିବାର ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୨ ଥର ପ୍ରତିନିଧିତ୍ୱ କରିଥିବା ଦୀପ ଗ୍ରେସଙ୍କୁ ହକି ଇଣ୍ଡିଆ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଭାରତୀୟ ହକିର ଉନ୍ନତି ଦିଗରେ ତାଙ୍କ…

ରାଜ୍ୟରେ ୨୪ ଘଣ୍ଟା ଯାଏ ଶୀତ ଲହରୀ; ୩୧ରୁ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତ ଲହରୀ। ପ୍ରବଳ ଜାଡ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ଝାରସୁଗୁଡ଼ା, ସୁନ୍ଦରଗଡ, ଅନୁଗୁଳ, ଦେବଗଡ଼ ଏବଂ କେନ୍ଦୁଝର କୁ ସତର୍କତା ଜାରି କରାଯାଇଛି। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ବହୁଛି…

ହସ୍ପିଟାଲରେ ଅସୁସ୍ଥ ୧୯ ଦିନର ଶିଶୁକନ୍ୟାକୁ ଛାଡ଼ି ମା’-ବାପା ଫେରାର୍! 

ଭୁବନେଶ୍ବର: ପୁଣି ରାଜଧାନୀରେ ଅଲୋଡା ହେଲା ଶିଶୁ କନ୍ୟା। ଚିକିତ୍ସିତ ହେଉଥିବା ପିଲାକୁ ଛାଡି ଚାଲିଗଲେ ବାପା ମା'। ୧୯ ଦିନର ଶିଶୁକନ୍ୟା ଛାଡି ଛୁ ମାରିଲେ ବାପା ମା'। କ୍ୟାପିଟାଲ ହସ୍ପିଟାଲରେ ଅସୁସ୍ଥ ଛୁଆକୁ ଛାଡି ବାପା ମା' ଚାଲି ଯାଇଥିବା ଅଭିଯୋଗ ହୋଇଛି। ନୟାଗଡରୁ ପିଲାଟିକୁ…

କବରରୁ ବାହାରିବ କି ମହାନ ଫୁଟବଲ ଖେଳାଳି ପେଲେଙ୍କ ମୃତ ଦେହ

ସାଓପାଓଲୋ: ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେଙ୍କ ମୃତ ଦେହ କବରରୁ ବାହାର କରିବା ପାଇଁ ଜଣେ ମହିଳା ଦାବୀ କରିଛନ୍ତି । ଏହି ମହିଳାଜଣଙ୍କ ପେଲେଙ୍କ ଝିଅ ବୋଲି ଦାବୀ କରି ଆସୁଛନ୍ତି । ତାଙ୍କର ୨ଟି ସନ୍ତାନ ଏଡିହ୍ନୋ ନ୍ୟାସମେଂଟା ଓ ପ୍ଲାବିୟା କ୍ରିଷ୍ଟ୍ରିନା ଅଛନ୍ତି । ପେଲେଙ୍କର ୱିଲ…

କେରଳ ରାଜ୍ୟପାଳ ଆରିଫ ମହମ୍ମଦଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା

ଥିରୁଭନନ୍ତପୁରମ୍‌: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ଙ୍କୁ ମିଳିଲା ଜେଡ୍‌ ପ୍ଲସ୍‌ ସୁରକ୍ଷା।ରାଜ୍ୟପାଳ ଏବଂ ରାଜଭବନର ସୁରକ୍ଷାକୁ ‘ଜେଡ୍ ପ୍ଲସ୍’ ବର୍ଗକୁ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। କୋଲାମ ଜିଲାରେ ଷ୍ଟୁଡେଣ୍ଟ ଫେଡେରେଶନ ଅଫ୍‌…

ଅଷ୍ଟ୍ରେଲିଆନ ଓପନ ଟେନିସ: ପୁରୁଷ ଡବଲ୍ସ ଜିତି ଇତିହାସ ରଚିଲେ ବୋପାନ୍ନା

ମେଲବୋର୍ଣ୍ଣ: ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ଡବଲ୍ସ ଟାଇଟଲ ଜିତି ଇତିହାସ ରଚିଛନ୍ତି । ୪୩ ବର୍ଷ ବୟସରେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ବିଶ୍ୱର ଏକ ନମ୍ବର ଡବଲ୍ସ ଖେଳାଳି…

ରାଉରକେଲା ପୋଲିସକୁ ବଡ ସଫଳତା, ନକଲି ଷ୍ଟକ ମାର୍କେଟ ଆପ ଠକେଇରେ ସମ୍ପୃକ୍ତ ୬ ଠକ ଗିରଫ

ରାଉରକେଲା: ରାଉରକେଲା ପୋଲିସକୁ ବଡ଼ ସଫଳତା । ଏକ ଆନ୍ତର୍ଜାତୀୟ ସାଇବର କ୍ରାଇମ ରାକେଟକୁ ଠାବ କରିଛି ଓଡିଶାର ରାଉରକେଲା ପୋଲିସ । ନକଲି ଷ୍ଟକ ମାର୍କେଟ ଆପ ଠକେଇରେ ସମ୍ପୃକ୍ତ ଥିବା ୬ ସାଇବର ଠକଙ୍କୁ ଆଜି ଗିରଫ କରିଛି ପୋଲିସ । ଏଥିରେ ବ୍ୟବହୃତ ହେଉଥିବା ଅନେକ ଆପତ୍ତିଜନକ ସାମଗ୍ରୀ…

‘ଡୋନେଟ ଫର ନ୍ୟାୟ’ର ଶୁଭାରମ୍ଭ, ଦାନକର୍ତ୍ତାଙ୍କୁ ମିଳିବ ରାହୁଲଙ୍କ ସ୍ୱାକ୍ଷର ଥିବା ଟି-ସାର୍ଟ

ନୂଆଦିଲ୍ଲୀ: କଂଗ୍ରେସ ଆରମ୍ଭ କରିଛି ‘ଡୋନେଟ ଫର ନ୍ୟାୟ’ ଅଭିଯାନ । କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକନ ଓ ପାର୍ଟି ସାଧାରଣ ସମ୍ପାଦକ ଜୟରାମ ରମେଶ ‘ଡୋନେଟ ଫର ନ୍ୟାୟ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦେଶର ଯେ କୈଣସି ବ୍ୟକ୍ତି ଯଥା ସମ୍ଭବ ଦାନ କରି ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ ନ୍ୟାୟ…