Latest Odisha News

BREAKING NEWS

Browsing Category

ଫିଚର

ଲୋକସଭା ନିର୍ବାଚନ: ଓଡ଼ିଶା ପାଇଁ ବିଜେପିର ରଣନୀତି କଣ?

ଭୁବନେଶ୍ୱର:ଆକ୍ସନ ମୋଡରେ ଏବେ ଭାରତୀୟ ଜନତା ପାର୍ଟି। କେନ୍ଦ୍ରରେ ତିସରୀ ବାର ମୋଦି ସରକାରର ନାରା ଦିଆଯାଉଥିବା ବେଳେ ରାଜ୍ୟରେ ଏଥର ପଦ୍ମ ଫୁଟାଇବା ପାଇଁ କସରତ କରୁଛି ବିଜେପି। ଏହାରି ମଧ୍ୟରେ ଓଡ଼ିଶା ପାଇଁ ବିଶେଷ ରଣନୀତି ପ୍ରସ୍ତୁତ କରାଯାଉଛି। କାରଣ ଲକ୍ଷ୍ୟ ରହିଛି ୧୬ରୁ ଅଧିକ ଲୋକସଭା…

ଆଉ ୫ଟି ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଉ ୫ଟି ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍ । ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବଲାଙ୍ଗିର, ବରଗଡ, ଭଦ୍ରକ, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ  ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ…

୧୩ ଜିଲ୍ଲାରେ ବଦଳିଲେ କଂଗ୍ରେସ ସଭାପତି

ଭୁବନେଶ୍ୱର:ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରୁଛି କଂଗ୍ରେସ। ୧୧ଟି ଜିଲ୍ଲାରେ ୧୩ଟି ଜିଲ୍ଲା କଂଗ୍ରେସ କମିଟିର ସଭାପତି ବଦଳିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସ କ୍ରମେ ଜିଲ୍ଲାସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନଙ୍କୁ ପରିବର୍ତ୍ତନ…

ଏସସିବିରେ ରୋଗୀଙ୍କ ହୃତପିଣ୍ଡରୁ ବାହାରିଲା ସାଢେ ଚାରି ଇଞ୍ଚର ଛୁଞ୍ଚି

କଟକ: କଟକ ଏସସିବି ରେ ବିରଳ ଅସ୍ତ୍ରୋପଚାର । ଜଣେ ବ୍ୟକ୍ତିଙ୍କ ହୃତ୍ପିଣ୍ଡରୁ ବାହାର କରାଗଲା ସାଢେ ଚାରି ଇଞ୍ଚର ଛୁଞ୍ଚି । କାର୍ଡିଓଥୋରାସିସ୍ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି । ରୋଗୀଙ୍କ ଅବସ୍ଥା ଏବେ ସ୍ଥିର ଥିବା…

ବକ୍ସିଂ କୁଇନ ସ୍ୱିଟୀ, କବାଡି ଖେଳାଳି ଦୀପକ ବିଜେପିରେ ସାମିଲ

ନୂଆଦିଲ୍ଲୀ: ବକ୍ସିଂ କୁଇନ ଭାବେ ପରିଚିତ ସ୍ୱିଟୀ ବୁରା ଓ ତାଙ୍କ କବାଡି ଖେଳାଳି ପତି ଦୀପକ ହୁଡ୍ଡା ବିଜେପିରେ ସାମିଲ ହୋଇଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ସେମାନେ ଏହି ନିଷ୍ପତି ନେଇଛନ୍ତି । ସ୍ୱିଟୀ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଅନେକ ପଦକ ଜିତିଛନ୍ତି । ହରିୟାଣାର ଏହି ଖେଳାଳିଙ୍କ…

ସ୍ୱର୍ଗଦ୍ୱାରରେ ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ସାହିତ୍ୟିକ ସାତକଡି ହୋତା । ପୁରୀ ସ୍ବର୍ଗଦ୍ବାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହୋଇଛି ସାତକଡି ହୋତାଙ୍କ ଅନ୍ତେଷ୍ଟିକ୍ରିୟା । ସାତକଡି ହୋତା ଅମର ରହେ ଧ୍ୱନି ଓ ତୋପ ସଲାମୀ ଦିଆଯିବା ପରେ ବଡ଼ପୁଅ ସଂଜୀବ ହୋତା ଶବାଧାର ରେ ମୁଖାଗ୍ନି…

ମଶାଙ୍କ ଝଡ ଦେଖି ପୁଣେ ବାସୀ ସ୍ତବ୍ଧ

ପୁଣେ: ଏଠାରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲକ୍ଷ ଲକ୍ଷ ସଂଖ୍ୟାର ମଶା ଏକ ପ୍ରକାର ଝଡର ବାତାବରଣ ସୃଷ୍ଟି କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ପୂର୍ବରୁ ସ୍ଥାନୀୟ ବାସିନ୍ଦା ଏତେ ମାତ୍ରାରେ ମାଶା ଏକକାଳୀନ ଦେଖି ନ ଥିଲେ । କେଶବନଗର, ଖରାଡି ଓ…

ଆଜି ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦ, ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ବନ୍ଦ ଡାକରା

ଝାରସୁଗୁଡା: ଆଜି ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦ । ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ଜିଲ୍ଲା ମାନ୍ୟତାକୁ ୩୧ ବର୍ଷ ପୁରିଯାଇଥିଲେ ମଧ୍ୟ…

୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ଆଜି ଏକ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଜି ସକାଳ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ ସରକାରୀ ବିଭାଗ ଏବଂ ଅନୁଷ୍ଠାନରେ ବିଭିନ୍ନ ପଦବୀରେ ନିଯୁକ୍ତ…

ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଆକ୍ରମଣ ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ଧୀରକୁଟ ବସ୍ତି ନିକଟରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ୪ ଦୁର୍ବୃତ୍ତ । ଆଉ ଦୁଇ ଜଣଙ୍କୁ ଧରିବାକୁ ଜାରି ରହିଛି ତଦନ୍ତ ପ୍ରକ୍ରିୟା । ଖବର ମୁତାବକ,…