Latest Odisha News

BREAKING NEWS

Browsing Category

ଫିଚର

ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପ୍ରକଳ୍ପର ଭବ୍ୟତାପୂର୍ଣ୍ଣ ପରିବେଶକୁ ଦେଖି ଖୁସିବ୍ୟକ୍ତ କଲେ

ଭୁବନେଶ୍ଵର: ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନରେ ଆଜି ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପର ପୁନଃ ପ୍ରଦକ୍ଷୀଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5-T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ…

ପୂର୍ବ ରେକର୍ଡ ଭାଙ୍ଗିଲା ପୂର୍ବତଟ ରେଳପଥ: ୨୦୦ ନିୟୁତ ଟନ୍ ପଣ୍ୟ ବୋଝେଇକୁ ଲାଗିଲା ୨୯୫ ଦିନ

ଭୁବନେଶ୍ବର: ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ମାଲ ପରିବହନରେ ପୂର୍ବ ରେକର୍ଡ ଅତିକ୍ରମ କରିଛି। ୧ ଏପ୍ରିଲ, ୨୦୨୩ରୁ ୨୨ଜାନୁୟାରୀ, ୨୦୨୪ ପର୍ଯ୍ୟନ୍ତ ରେଳପଥ ୨୦୨.୧୧୧ନିୟୁତ ଟନ୍ ପଣ୍ୟ ପରିବହନ କରିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ସମାନ ସମୟ ମଧ୍ୟରେ ୧୯୧.୩୯ ନିୟୁତ ଟନ୍ ସର୍ବାଧିକ…

ଏହି ସ୍ଥାନକୁ ସାଧାରଣ ମଣିଷ ଯିବା ମନା

ନୂଆଦିଲ୍ଲୀ: ବିଶ୍ୱରେ ଏପରି କେତେକ ସ୍ଥାନ ଅଛି ଯେଉଁଠାରେ ସାଧାରଣ ମଣିଷ ଯିବା ଉପରେ କଟକଣା ରହିଛି । ଆମେରିକା ବାୟୁସେନାର ଗୁପ୍ତ ସୁବିଧା ଏରିଆ ୫୧କୁ ନେଇ ଅନେକ ପ୍ରକାରର ରହସ୍ୟମୟ କଥା ଶୁଣିବାକୁ ମିଳୁଛି । ନେବାଦର ମରୂଭୂମିରେ ବାୟୁସେନାର ଏହି ଅଂଚଳକୁ ଯିବା ପାଇଁ ଅନେକ କଟକଣା ରହିଛି ।…

ଛିନତାଇ ଗ୍ୟାଙ୍ଗର ୩ ଗିରଫ, ୪ଟି ଚେନ୍ ସହ ବହୁ ମୂଲ୍ୟବାନ ସାମଗ୍ରୀ ଜବତ

ଭୁବନେଶ୍ବର: ଚେନ୍ ଛିନତାଇ ଗ୍ୟାଙ୍ଗ ର ପର୍ଦ୍ଦାଫାଶ । କମିଶନରେଟ୍ ପୋଲିସ ହାତରେ ଧରାପଡିଲା ଚେନ୍ ଛିନତାଇ ଗ୍ୟାଙ୍ଗ । ପୋଲିସ ଆଖିରେ ଧୂଳି ଦେଇ ନିର୍ଭିକ ଭାବେ ରାଜଧାନୀର ଛାତି ଉପରେ ଚଳାଇଥିଲେ ଲୁଟପାଟ୍ । ଲୋକଙ୍କ ବେକରୁ ଝାମ୍ପି ନେଉଥିଲେ ସୁନା ଚିନ୍, ହାତରୁ ମୋବାଇଲ, ପର୍ସ ଏପରି ଅନେକ…

ଲୋକସଭା ନିର୍ବାଚନ ପୂର୍ବରୁ କୋଲକାତା ପୋଲିସରେ ଅଦଳବଦଳ: ୫୫ ଇନିସପେକ୍ଟରଙ୍କ ବଦଳି

କୋଲକାତା: ଆଗାମୀ ଲୋସଭା ନିର୍ବାଚନ ପୂର୍ବରୁ କୋଲକାତା ପୋଲିସରେ ବଡ଼ ଧରଣର ଅଦଳବଦଳ ହୋଇଛି।ଏକକାଳୀନ ୫୫ ଜଣ ପୋଲିସ ଇନିସପେକ୍ଟରଙ୍କ ବଦଳି କରାଯାଇଛି। ତେବେ ୪୫ ଜଣଙ୍କୁ ସହର ପୋଲିସର ବିଭିନ୍ନ ଉପବିଭାଗରୁ ଥାନା ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସବ୍ ଇନିସପେକ୍ଟର ସ୍ତରରେ ମଧ୍ୟ…

ବିରିୟାନୀ ଲୋଭ ଯୋଗୁ ଆତ୍ମହତ୍ୟାରୁ ଓହରିଲେ ଯୁବକ

କୋଲକାତା: ଏଠାକାର ଏକ ବ୍ୟସ୍ତବହୂଳ ଅଂଚଳରେ ଜଣେ ଯୁବକ ବ୍ରିଜ ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେବାରେ ଲାଗିଲା । ସମସ୍ତ ପ୍ରକାର ଉଦ୍ୟମ କରାଯିବା ସତ୍ୱେ ଏଥିରୁ ବ୍ୟକ୍ତିଙ୍କୁ ନିବୃତ କରାଯାଇ ପାରି ନ ଥିଲା । ଟ୍ରାଫିକ ଜାମ, ସିନିୟର ଅଧିକାରୀଙ୍କ ବାରମ୍ବାର ଫୋନ ଉପସ୍ଥିତ ପୋଲିସଙ୍କ ମୁଣ୍ଡ ଖରାପ…

ପାଇପ୍ ଲାଇନ୍ କାମ ବେଳେ ମାଟି ଅତଡା ଧସି ୨ଶ୍ରମିକଙ୍କ ମୃତ୍ୟୁ

କେନ୍ଦୁଝର: ପାଇପ ଲାଇନ ମରାମତି ବେଳେ ହଠାତ ମାଟି ଅତଡା ଧସିଯିବାରୁ ୨ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଯୋଡା ଥାନା କମାରଜୋଡାରେ ଏହି ଅଘଟଣ ଘଟିଛି। ମାଟିତଳେ ପୋତି ହୋଇଯିବାରୁ ୨ଶ୍ରମିକ ପ୍ରାଣ ହରାଇଛନ୍ତି। ମୃତ ଶ୍ରମିକ ତଲହ ହଟିଂର ଚରଣ ଲୋହାର ଓ ଅର୍ଜୁନ ଲୋହାର। ଏକ ଠିକା କମ୍ପାନୀ ପାଇପ ଲାଇନ…

ଶ୍ରୀରାମ, ରାବଣ ଏଠାରେ ଏକତ୍ର ପୂଜା ପାଇଲେ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସୋମବାର ସମ୍ପନ୍ନ ହୋଇଛି । ଗ୍ରେଟର ନୋଏଡାର ବିସଖ ସ୍ଥିତ ଶିବ ମନ୍ଦିରରେ ବୈଦିକ ମନ୍ତ୍ରଉଚ୍ଚାରଣ ସହ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ରାବଣଙ୍କ ଜନ୍ମସ୍ଥଳୀ କୁହାଯାଉଥିବା ବିସଖରେ ଥିବା ଏହି ପ୍ରାଚୀନ ଶିବ ମନ୍ଦିରରେ…

ଟ୍ରାକ ସଜାଡିବା ବେଳେ ମାଡିଗଲା ଟ୍ରେନ, ୩ରେଳ କର୍ମଚାରୀ ମୃତ

ମୁମ୍ୱାଇ: ରେଳ ଲାଇନ ମରାମତି ବେଳେ ମାଡିଗଲା ଲୋକାଲ ଟ୍ରେନ। ଘଟଣାସ୍ଥଳରେ ୩ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୁମ୍ୱାଇରେ ଘଟିଛି ଏହି ଦୁର୍ଘଟଣା। ମୃତ କର୍ମଚାରୀ ଭାୟାଣ୍ଡର ମୁଖ୍ୟ ସିଗନାଲିଂ ଇନ୍ସପେକ୍ଟର ବାସୁ ମିତ୍ର, ଇଲେକଟ୍ରିକାଲ ସିଗନାଲିଂ ମେଣ୍ଟେନର ସୋମନାଥ ଉତ୍ତମ ଲମ୍ବୁଟ୍ରେ ଓ…

ଚାଲିଥିଲା ବେଆଇନ ଶୁଆ ଚୋରା ଚାଲାଣ; ମାଡ଼ି ବସିଲା ବନ ବିଭାଗ, ୨ ଗିରଫ

ରାଉରକେଲା: ଚାଲିଥିଲା ବେଆଇନ୍ ଶୁଆ ବିକ୍ରି, ମାଡ଼ିବସିଲା ବନବିଭାଗ । ଏଭଳି ଘଟଣା ଘଟିଛି ରାଉରକେଲାର ସ୍ଥାନୀୟ । ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଉରକେଲା ପୋଲିସ । ମିଳିଥିବା ଖବର ଅନୁସାରେ, ରାଉରକେଲା ସହରର ଇନ୍ଦିରାଗାନ୍ଧୀ ପାର୍କ ନିକଟ ନାଲା ରୋଡ଼ ଅଞ୍ଚଳରୁ ଏକ…