Latest Odisha News

BREAKING NEWS

Browsing Category

ଫିଚର

ଭାରତୀୟ ପୂଜାରୀଙ୍କୁ ବ୍ରିଟେନରେ ମିଳୁନି ଭିସା, ବନ୍ଦ ହୋଇଗଲାଣି ୫୦ ମନ୍ଦିର

ଲଣ୍ଡନ: ବ୍ରିଟେନରେ ରହୁଥିବା ହିନ୍ଦୁମାନଙ୍କ ଭାରତବଂଶୀ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପ୍ରତି ଅସନ୍ତୋଷ ବଢ଼ିବାରେ ଲାଗିଛି । ସୁନକ ସରକାର ଭାରତୀୟ ପୂଜାରୀଙ୍କୁ ଭିସା ଜାରୀ କରୁ ନ ଥିବାରୁ ସେମାନେ ବିରକ୍ତ ହୋଇ ପଡିଛନ୍ତି । ଏଥିଯୋଗୁ ବ୍ରିଟେନର ୫୦୦ ମନ୍ଦିର ମଧ୍ୟରୁ ୫୦ ବନ୍ଦ ହୋଇଯିବା…

କାଳିଆ ଛାତ୍ରବୃତ୍ତି ଯୋଜନାରେ ପଞ୍ଜିକରଣ ତାରିଖ ବଢ଼ାଇଲେ ରାଜ୍ୟ ସରକାର, ଯୋଡ଼ିହେଲା ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ

ଭୁବନେଶ୍ୱର: ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଥିବା 'କାଳିଆ ସ୍କଲାରସିପ୍' ଯୋଜନାରେ ଆବେଦନ କରିବା ପାଇଁ ଚାଷୀ ପରିବାରର ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଅଧିକ ସମୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଅନଲାଇନ୍ ଆବେଦନର ଶେଷ ତାରିଖ ପୂର୍ବରୁ…

ଅନ୍ତରୀଣ ବଜେଟ: ୨ କୋଟି ନୂଆ ଘର ମିଳିବ, ଆୟୁଷ୍ମାନ ଭାରତ ଯୋଜନାରେ ଯୋଡ଼ି ହେବେ ଏହିମାନେ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ କୋଭିଡ୍ ମହାମାରୀ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ୩ କୋଟି ଘର ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ୨ କୋଟି ନୂଆ ଘର ମଧ୍ୟ ଦିଆଯିବ। ବଢୁଥିବା ଜନସଂଖ୍ୟା ଏବଂ…

କୋର୍ଟଙ୍କ ଅନୁମତି ପରେ ଜ୍ଞାନବ୍ୟାପୀ ମସଜିଦରେ ମଧ୍ୟରାତ୍ରରୁ ଆରମ୍ଭ ହେଲା ପୂଜାର୍ଚ୍ଚନା

ବାରାଣାସୀ: କୋର୍ଟଙ୍କ ଅନୁମତି ପରେ ବିଳମ୍ବିତ ରାତ୍ର ସମୟରୁ ଜ୍ଞାନବ୍ୟାପୀ ମସଜିଦରେ ଆରମ୍ଭ ହୋଇଛି ହିନ୍ଦୁପକ୍ଷଙ୍କ ପୂଜାର୍ଚ୍ଚନା । କଡା ସୁରକ୍ଷା ଭିତରେ ମସଜିଦର ବ୍ୟାସ ଜୀ କା ତେହଖାନା ବା ବେସମେଣ୍ଟରେ ଏହି ପୂଜା କରାଯାଇଛି । ଆଜି ଭୋର ସମୟରେ ମଙ୍ଗଳ ଆଳତୀ କରାଯାଇଛି । ଗତକାଲି ବାରଣାସୀ…

ଇନକମ ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ ହେବ ନାହିଁ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ସେ ବ୍ୟକ୍ତି ବିଶେଷ ଏବଂ କର୍ପୋରେଟ୍ ମାନଙ୍କ ପାଇଁ ପ୍ରଚଳିତ ଟିକସ ହାର ଏବଂ ସ୍ଲାବରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି। ମନ୍ତ୍ରୀ…

ମୋଦୀ ସରକାର ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମା ରେଖାରୁ ବାହାରକୁ ଆଣିଛନ୍ତି: ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଭାରତ ରେ ପରିଣତ କରିବା ଲକ୍ଷ୍ୟ ଉପରେ ଆମେ କାର୍ଯ୍ୟ କରୁଛୁ। ପୂର୍ବରୁ ସାମାଜିକ ନ୍ୟାୟ ଏକ ରାଜନୈତିକ କୌଶଳ ଥିଲା, କିନ୍ତୁ ଆମେ ଏହାକୁ ଗମ୍ଭୀରତାର…

୧୦ ବର୍ଷରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ଆମ ସରକାର କୃଷକଙ୍କ କଲ୍ୟାଣ ପ୍ରତି ଧ୍ୟାନ ଦେଇଛି। ପିଏମ କିଷାନ ଯୋଜନାରେ ୧୧.୮ କୋଟି କୃଷକଙ୍କୁ ଲାଭ ଦିଆଯାଇଛି । ୪ କୋଟି କୃଷକ ୧.୮ ପିଏମ୍ ସ୍ୱନିଧି ଯୋଜନା ୭୮ ଲକ୍ଷ ଭେଣ୍ଡରଙ୍କୁ…

ପ୍ରଥମ ପରାଜୟ ପରେ ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ କେମିତି ଲଢ଼ିବ ଭାରତ? ଫର୍ମରେ ନାହାନ୍ତି ପ୍ରମୁଖ ବ୍ୟାଟର

ବିଶାଖାପାଟଣା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବ୍ରୁଆରି ୨ ତାରିଖରେ ବିଶାଖାପାଟଣାରେ ଖେଳାଯିବ। ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତୀୟ ଦଳ ସିରିଜ୍ ରେ ୧-୦ରେ ପଛୁଆ ରହିଛି। ଏବେ ଦ୍ବିତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆରୁ ଆହତ ପାଇଁ ବାଦ…

ଅନ୍ତରୀଣ ବଜେଟରେ ଗରିବ, ମହିଳା, ଯୁବ ବର୍ଗ ଓ କୃଷକଙ୍କ ଉପରେ ଫୋକସ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କ୍ରମାଗତ ଷଷ୍ଠ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର କହିଛନ୍ତି ଯେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ବିକାଶ ପାଇଁ ଏକ ଆଭିମୁଖ୍ୟ ସହିତ କାମ କରିଛନ୍ତି ଯାହା ଯାହ ସର୍ବାଙ୍ଗୀନ ଏବଂ ସର୍ବବ୍ୟାପୀ ରହିଛି। ଗରିବ,…

ଖାଉଟିଙ୍କ ଉପରେ ପୁଣି ଦରବୃଦ୍ଧି ଅତ୍ୟାଚାର, ଆକାଶ ଛୁଆଁ ରସୁଣ ଦର

ଭୁବନେଶ୍ୱର: ଖାଉଟିଙ୍କ ଉପରେ ମହଙ୍ଗା ମାଡ । ଆକାଶ ଛୁଆଁ ହୋଇଛି ରସୁଣ ଦର । ଫଳରେ ରୋଷେଇଶାଳର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବ୍ୟବହୃତ ହେଉଥିବା ରସୁଣ ରେ ହାତ ମାରି ହେଉନି । ବର୍ତ୍ତମାନ ଏହାର କିଲୋଗ୍ରାମ ପିଛା ଦର ୫ ଶହ ଟଙ୍କା ରହିଛି । ୧୦୦ ଗ୍ରାମ ରସୁଣ ଆଣିବାକୁ ହେଲେ ଏବେ ୫୦ ଟଙ୍କା…