Latest Odisha News

BREAKING NEWS

Browsing Category

ଫିଚର

ଆରଜେଡି ସହ ନୀତୀଶଙ୍କ ବିବାଦ: ଦିଲ୍ଲୀରେ ଅମିତ ଶାହଙ୍କ ବୈଠକ, ଭାଙ୍ଗିବ କି ସରକାର?

ପାଟନା: ୨୦୨୨ରେ ବିଜେପି ସହ ସମ୍ପର୍କ ଛିନ୍ନ କରିବା ପରେ ଲାଲୁଙ୍କ ଦଳ ଆରଜେଡି ସହ ଦ୍ଵିତୀୟ ଥର ସମ୍ପର୍କ ଗଢ଼ିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। କିନ୍ତୁ ଏହି ସଂପର୍କର ଅବଧି କେତେ ଦିନ ରହିବ ତାକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ…

ବୋରିଗୁମ୍ମା ଦୁର୍ଘଟଣାରେ ୩ମୃତ, ପ୍ରତି ମୃତକଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ସହାୟତା 

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ସଡକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟଣା। ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଲେ । ଏଥିସହ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଓ ଆହତଙ୍କ…

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ, ୫୦ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ

ଭୁବନେଶ୍ୱର: ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ୫୦ ଜଣଙ୍କୁ ମିଳିଛି ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ। ରାଜ୍ୟ ଆରକ୍ଷୀ ବାହିନୀ, ରାଜ୍ୟ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ଏବଂ ଓଡ଼ିଶା କାରାଗାର ସଂସ୍ଥା ଓ ସଂସ୍କାର ସେବାର ମୋଟ ୫୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ…

‘ବୀର ଗାଥାର ତୃତୀୟ ସଂସ୍କରଣ’ ପ୍ରତିଯୋଗିତା ଉତ୍ସବ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଭିଭାଷଣ ପଢି ଗୌରବ ଆଣିଲେ ଓଡ଼ିଆ ଝିଅ

କଟକ: କଟକ ତଥା ସମଗ୍ର ଓଡିଶା ପାଇଁ ଗୌରବ ଆଣିଲେ ଓଡିଆ ଝିଅ ବର୍ଣ୍ଣାଳୀ ସାହୁ । ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ‘ବୀର ଗାଥାର ତୃତୀୟ ସଂସ୍କରଣ’ ପ୍ରତିଯୋଗିତାର ସମ୍ମାନ ପ୍ରଦାନ ଉତ୍ସବରେ ପ୍ରତିରକ୍ଷାମନ୍ତ୍ରୀଙ୍କ ଅଭିଭାଷଣ ପଢି ଚର୍ଚ୍ଚାରେ ଏବେ…

ନୀତୀଶ ତେଜସ୍ୱୀଙ୍କ ମଝିରେ ଖାଲି ପଡ଼ିଲା ଚେୟାର, ପଦୁଟିଏ ବି କଥା ହେଲେନି

ପାଟଣା: ବିହାରର ଶାସକ ଦଳ ମେଣ୍ଟରେ ଥିବା ଜେଡିୟୁ ଓ ଆରଜେଡି ମଧ୍ୟରେ ସବୁ କିଛି ଠିକ୍‌ ନାହିଁ। ଏକଥା ପୂର୍ବରୁ ଆକଳନ କରାଯାଉଥିଲା। ଯାହାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଏକାଠି ସରକାର ଗଢ଼ିବା ପରେ ପ୍ରାୟତଃ ସବୁ ସମୟରେ ଏକାଠି ନଜର ଆସୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ…

କାର୍ଯ୍ୟରେ ଅବହେଳା ଅଭିଯୋଗ; ନିଲମ୍ବିତ ହେଲେ ଆରପିଏଫ ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ର

ବଲାଙ୍ଗୀର: ଲୋକ କଥା ରହିଛି ଯେ, ଯିଏ ଭୁଲ୍ କାମ କରୁଛି ସିଏ ଯେତିକି ଦୋଷୀ, ଆଉ ସେହି ଲୋକକୁ ଯିଏ ସହଯୋଗ କରୁଛି କିମ୍ବା ତାହା ଭୁଲ୍ ଦେଖି ଯିଏ ଚୁପ୍ ରହୁଛି ସେ ତା ଠାରୁ ମଧ୍ୟ ବଡ ଦୋଷୀ । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରେ । କାର୍ଯ୍ୟରେ ଅବହେଳା…

ଶୋଏବଙ୍କ ତୃତୀୟ ବିବାହ ପରେ ଚର୍ଚ୍ଚାରେ ସାନିଆଙ୍କ ପୋଷ୍ଟ

ନୂଆଦିଲ୍ଲୀ: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ନିକଟରେ ତୃତୀୟ ବିବାହ କରିଛନ୍ତି । ସାନିଆ ମିର୍ଜା ଏହା ପରେ କୌଣସି ପୋଷ୍ଟ କିମ୍ବା ବୟାନ ଦେଇ ନ ଥିଲେ । ସେ ଏବେ ଏକ ପୋଷ୍ଟ କରିଛନ୍ତି ଯେ, ଯେଉଁଥିରେ ଅବଶ୍ୟ ଶୋଏବଙ୍କ ସମ୍ପର୍କ ନେଇ କିଛି ଲେଖି ନାହାନ୍ତି । ସେ ଦର୍ପଣ ସମ୍ମୁଖରେ ଛିଡା…

ସଲେଇପଦର ଗାଁରେ ଯୁବକଙ୍କୁ ହତ୍ୟା, ପୋଲିସର ତଦନ୍ତ ଜାରି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସଲେଇପଦର ଗାଁରେ ଯୁବକଙ୍କୁ ହତ୍ୟା । ମୃତ ଯୁବକ ଜଣକ ହେଲେ ସୁବଳୟା ଧିବରପଡାର ଡମ୍ବରୁଧର ଅଧିକାରୀ । ଘଟଣା ସ୍ଥଳରେ ସୁବଳୟା ପୋଲିସ ର ତନାଘନା ଆରମ୍ଭ । ଅଭିଯୋଗ ଅନୁସାରେ ଗତକାଲି ସଂଧ୍ୟାରେ ଡମ୍ବରୁ ଘରୁ ବାହାରି କେଉଁକାମରେ ଯାଇଥିଲେ,…

ଆଜିଠୁ ପାଗରେ ପରିବର୍ତ୍ତନ: ଆଗାମୀ ୬ ଦିନ ପାଗ ଶୁଖିଲା ରହିବ, କମିବ ରାତି ତାପମାତ୍ରା

ଭୁବନେଶ୍ବର: ତିନି ଦିନ ପରେ ଆଜି ପାଗରେ ପରିବର୍ତ୍ତନ ଘଟିଛି । କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା ଫଳରେ ଜାଡରେ କଲବଲ ହୋଇଯାଉଥିଲେ ଲୋକେ । ହେଲେ ଆଜି ଖରା କାରଣରୁ କୋହଲା ପାଗ ଓ ଥଣ୍ଡା ପବନରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆଜିଠୁ ଆଗାମୀ ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ…

ରାଜ୍ୟସ୍ତରୀୟ ୭୫ ତମ ଗଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ବର: ଆଜି ଗଣତନ୍ତ୍ର ଦିବସ ପାଇଁ ତ୍ରିରଙ୍ଗାମୟ ହୋଇଛି ସାରା ଦେଶ । ଏହି ଅବସରରେ ଭୁବନେଶ୍ବର ସ୍ଥିତ ମହାତ୍ମା ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିବା ସହିତ ଜାତୀୟ…