Latest Odisha News

BREAKING NEWS

Browsing Category

ଫିଚର

ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି, ଏବେ ମିଳିବ ଏକ ହଜାର ଟଙ୍କା

ଭୁବନେଶ୍ଵର: ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର । ଏହି ଯୋଜନାରେ ମାସିକ ପେନସନ ରାଶିରେ ୫୦୦ ଟଙ୍କା ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଏଣିକି ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ସର୍ବନିମ୍ନ ପେନସନ ରାଶି ୧୦୦୦ ଟଙ୍କା ପାଇବେ । ଏହି ବର୍ଦ୍ଧିତ ପେନସନ…

ନିର୍ବାଚନ ପୂର୍ବରୁ ଲଗୁହେବ ସିଏଏ: ଅମିତ ଶାହ

ନୂଆଦିଲ୍ଲୀ:ସାରା ଦେଶରେ ଲାଗୁ ହେବ ନାଗରିକତା ସଂଶୋଧନ ଅଧିନିୟମ ବା ସିଏଏ। ତାହା ବି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ। ଏପରି ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲାଣି ଭାରତୀୟ ଜନତା ପାର୍ଟି । ଏଥର ଏନଡିଏ ୪୦୦…

କଂଗ୍ରେସରୁ ହାତ ଟିକେଟ ପାଇଁ ବଢ଼ୁଛି କି ଆଶାୟୀଙ୍କ ସଂଖ୍ୟା?

ଭୁବନେଶ୍ୱର:ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଯାହା ପାଇଁ ସବୁ ରାଜନୈତିକ ଶିବିରରେ ଏବେ ଟିକେଟ କାହାକୁ ଦିଆଯିବ ସେ ନେଇ ଏବେ ଦଳର ସୁପ୍ରିମୋଙ୍କ ପାଖରେ ଲାଗୁଛି ଲମ୍ବା ଲାଇନ। ରାଜ୍ୟରେ ବିଜେପି ଓ ବିଜେଡିକୁ ବାଦ୍ ଦେଲେ କଂଗ୍ରେସରୁ ଟିକେଟ ପାଇବା ପାଇଁ…

ଇପିଏଫ୍ ସୁଧହାର ବୃଦ୍ଧି: ଉପକୃତ ହେବେ ୭ କୋଟି କର୍ମଚାରୀ

ନୂଆଦିଲ୍ଲୀ: ବଢ଼ିଲା ଇପିଏଫ୍ ସୁଧହାର  । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଇପିଏଫ୍ ସୁଧହାର ବୃଦ୍ଧି କରାଯାଇଛି । ସୁଧହାର ୮.୨୫କୁ ବୃଦ୍ଧି ହୋଇଛି । ଯଦ୍ୱାରା ପ୍ରାୟ ୭ କୋଟିରୁ ଅଧିକ ଇପିଏଫଓ କର୍ମଚାରୀ ଉପକୃତ ହୋଇପାରିବେ । ପୂର୍ବରୁ ଇପିଏଫ୍ ସୁଧହାରରେ ୦.୧୦ ପ୍ରତିଶତ ବଢ଼ାଯାଇଥିଲା ।…

ଜଣେ ନାବାଳକ ସହ ୪ ଜୀବନ ନେଲା ଇଟା ଭାଟି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅଧୀନ କମଲାଙ୍ଗ ଗାଁ ଇଟାଭାଟିରେ ଅଭାବନୀୟ ଘଟଣା । ଇଟାଭାଟିରେ ନିଆଁ ଲଗାଇ ତା’ ଉପରେ ଶୋଇଥିଲେ। ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଜଣଙ୍କ ଜୀବନ। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ବେଳେ ତାଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାଯାଇଛି।…

ହାତ ଧରିଲେ ଅଭିନେତା ମନୋଜ ମିଶ୍ର

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର । ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରୀ ଅଜୟ କୁମାର, ତଥା ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଆଜି ସେ ଭୁବନେଶ୍ୱର ଆସି ହାତ ଧରିଛନ୍ତି । କଂଗ୍ରେସରେ ମିଶିବା ପରେ…

ଇଂଲଣ୍ଡ ବିପକ୍ଷ ବାକି ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ବାକି ୩ଟି ଟେଷ୍ଟ ପାଇଁ ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ୧୭ ସଦସ୍ୟ ଦଳରେ ବିରାଟ କୋହଲି ଓ ଶ୍ରେୟାସ ଆୟାର ନାହାନ୍ତି । ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଯଶପ୍ରୀତ ବୁମରାହ ବିଶ୍ରାମ ନେବେ ବୋଲି ଆଲୋଚନା ହେଉଥିଲେ…

ବିଧାୟିକା ଭି ସୁଜ୍ଞାନୀ ଦେଓଙ୍କ ପରଲୋକ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଭୁବନେଶ୍ଵର: ପରଲୋକରେ ଖଲ୍ଲିକୋଟର ରାଣୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନୀ ଦେଓ । ଗତ କିଛି ଦିନ ହେବ ସେ ଗୁରୁତର ହୋଇପଡିବାରୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବିଳମ୍ବିତ ରାତି ୧୨ଟା ୪୪ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି । ବିଧାୟିକା ଭି.…

ଦିନେ ଫୁଡ ଷ୍ଟଲ କରିଥିଲେ, ଏବେ ଆମେରିକାରେ ନିର୍ବାଚନ ଲଢ଼ିବେ! ଜାଣନ୍ତୁ ଏହି ଭାରତୀୟ ବଂଶୋଦ୍ଭବଙ୍କୁ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକ ଭାବିନୀ ପଟେଲ ଆଗାମୀ ନିର୍ବାଚନରେ ନିଜର ପରିଚୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖି ରାଜନୀତିରେ ପାଦ ଥାପିଛନ୍ତି। ସେ ଆମେରିକା ସଂସଦର ନିମ୍ନ ସଦନ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ଥିବା ଏକ ଆସନ ଉପରେ ନଜର ରଖିଛନ୍ତି। ଅକ୍ସଫୋର୍ଡ…

ସିନେମାରେ ଡେବ୍ୟୁର ୬୪ ବର୍ଷ ପରେ ପରଦାରେ ଧର୍ମେନ୍ଦ୍ର ବଦଳାଇଲେ ନାଁ

ନୂଆଦିଲ୍ଲୀ: ୧୯୬୦ ମସିହାରେ 'ଦିଲ୍ ଭି ତେରା ହମ୍ ଭି ତେରେ' ଚଳଚ୍ଚିତ୍ର ଜରିଆରେ ଡେବ୍ୟୁ କରିବା ପରଠାରୁ ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ସବୁବେଳେ ପରଦାରେ ନିଜ ନାମକୁ ଧର୍ମେନ୍ଦ୍ର ବୋଲି ରଖିଛନ୍ତି। ପୁଅ ସନ୍ନି ଦେଓଲ ଓ ବବି ଦେଓଲ କିମ୍ବା ତାଙ୍କ ଝିଅ ଇଶା ଦେଓଲଙ୍କ ଭଳି ତାଙ୍କର…