Latest Odisha News

BREAKING NEWS

Browsing Category

ଫିଚର

ସେବକ ବୀର ଚାଖି ଖୁଣ୍ଟିଆ

ଚାଖି ଖୁଣ୍ଟିଆଙ୍କ ଜୟନ୍ତୀ ଉପଲକ୍ଷେ ସେ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗଲାଗି ସେବକ।  ମାତୃଭୂମି ପ୍ରତି କର୍ତ୍ତବ୍ୟ ପାଳନରେ ପ୍ରବଳ ପରାକ୍ରମ ସହ ଇଂରେଜ ସରକାର ବିରୋଧରେ ଯୁଦ୍ଧ କରିଥିଲେ। ଅବଶିଷ୍ଟ ଜୀବନ ଜଗନ୍ନାଥଙ୍କ ସେବକ ଭାବରେ କାଟି ଦେଇଥିଲେ। ଦେଶପ୍ରେମ ଓ ପ୍ରଭୁପ୍ରେମର…

ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ମିଳିବନି ଆଣ୍ଟିବାୟୋଟିକ୍‌, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ପରାମର୍ଶ

ଭୁବନେଶ୍ବର: ଏଥର ବିନା ପ୍ରେସକ୍ରିପସନରେ ଆଉ ମିଳିବନି ଆଣ୍ଟିବାୟୋଟିକ୍ । ଏଣିକି ରୋଗୀଙ୍କୁ ଆଣ୍ଟିବାୟୋଟିକ୍ ଲେଖିବାବେଳେ କାରଣ ସ୍ପଷ୍ଟ କରିବେ ଡାକ୍ତର । ଏନେଇ ମେଡିକାଲ କଲେଜ୍ ଓ ମେଡିକାଲ ଆସୋସିଏସନର ସମସ୍ତ ଡାକ୍ତରଙ୍କୁ ଏଭଳି ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ସମସ୍ତ…

୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତପ୍ରସ୍ତର ସ୍ଥାପନ, ଖର୍ଚ୍ଚ ହେବ ୪,୬୦୦ କୋଟି ଟଙ୍କା

ଭୁବନେଶ୍ବର: ଆଜି ରାଜ୍ୟର ୧୩ ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଖର୍ଚ୍ଚ ହେବ ୪ ହଜାର ୬୦୦ କୋଟି ଟଙ୍କା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଆମର ଏହି ପ୍ରକଳ୍ପ ଦ୍ୱାରା ଚାଷୀ…

ବେକାରୀ ସମସ୍ୟା: ନିର୍ବାଚନରେ ପାଲଟିବ କି ମୁଖ୍ୟ ପ୍ରସଙ୍ଗ

ଭୁବନେଶ୍ୱର: ରାଜ୍ୟରେ ବେକାରିଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଆଶାୟୀଙ୍କ ସଂଖ୍ୟାକୁ ଏକ ଛୋଟ ଉଦାହରଣ ଭାବେ ନିଆଯାଇପାରେ। ସେପଟେ ସ୍ଥିର ସରକାର, ପ୍ରଗତିଶୀଳ ଅର୍ଥନୀତି, ଅନେକ ଶିଳ୍ପ ପ୍ରୋତ୍ସାହନ ଯୋଜନା, ଯୁବପିଢ଼ିଙ୍କୁ ରୋଜଗାର ପ୍ରତିଶୃତି…

ସାନିଆଙ୍କ ପୋଷ୍ଟ ପରେ ତୃତୀୟ ବିବାହ କଲେ ଶୋଏବ

କରାଚୀ: ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ବହୁ ଚର୍ଚ୍ଚିତ ପ୍ରେମ ସମ୍ପର୍କରେ ଏବେ କଳଙ୍କ ଲାଗିଛି । କିଛି ଦିନ ତଳେ ସାନିଆ ଛାଡପତ୍ର ସମ୍ପର୍କୀତ ଏକ ପୋଷ୍ଟ କରିବା ପରେ ଆଜି ଶୋଏବ ତୃତୀୟ ବିବାହ କରିଛନ୍ତି । ଶୋଏବ ପ୍ରଥମେ ଆୟଶା ସିଦ୍ଦିକଙ୍କୁ…

ପାଣିପାଗ ବିଭାଗର ଆଲର୍ଟ; ଆଜିଠୁ ଆସନ୍ତା ୨୫ ଯାଏଁ ରାଜ୍ୟରେ ବର୍ଷା ଆଶଙ୍କା

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଯାଉଛି । ସକାଳୁ ସକାଳୁ ଗାଡି ଚଳାଚଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଘନ କୁହୁଡି କାରଣରୁ ରାତିର ତାପମାତ୍ରା ବୃଦ୍ଧି ପାଇଛି । ଯେଉଁ କାରଣରୁ ଶୀତରୁ ରକ୍ଷା ପାଇଛନ୍ତି ଲୋକେ । ହେଲେ ରାଜ୍ୟର…

ପରଲୋକରେ ପୂର୍ବତନ ସାଂସଦ ଅନାଦି ସାହୁ

କଟକ: ଦୀର୍ଘଦିନ ଧରି ଅନାଦି ସାହୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବାବେଳେ, ଗତକାଲି ବିଳମ୍ବିତ ରାତିରେ କଟକର ସିଡିଏ ସ୍ଥିତ ବାସଭବନରେ ଅନାଦି ସାହୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ଅନାଦି ସାହୁ ଜଣେ ଦକ୍ଷ ପୁଲିସ ଅଧିକାରୀଭାବେ…

ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ

ବାଲେଶ୍ବର: ଆରପାରିରେ ବାଲେଶ୍ୱର ଜିଲ୍ଲା ଜଳେଶ୍ଵରର ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତି । ଅସୁସ୍ଥ ହୋଇ କିଛି ଦିନ ପୂର୍ବେ ଭୁବନେଶ୍ୱର ସ୍ଥିତ ଏମସରେ ଚିକିତ୍ସାଧୀନ ଥିଲେ । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୃ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା ।…

ନୟାଗଡ଼ରେ ହେବ ରାମ ମନ୍ଦିର ପ୍ରତିଷ୍ଠା, କଣ ରହିଛି ଅଯୋଧ୍ୟା ସହିତ ସମ୍ପର୍କ

ନୟାଗଡ଼: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ସମଗ୍ର ଦେଶ ଏବେ ରାମମୟ ହୋଇଛି। ତେବେ ଏହି ୨୨ ତାରିଖ କେବଳ ଦେଶ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ତାରିଖ ନୁହେଁ, ଆମ ରାଜ୍ୟ ପାଇଁ ମଧ୍ୟ ଏହି ତାରିଖଟି ବେଶ ମହତ୍ତ୍ୱ ରଖିଛି। କାହିଁକି ନା ଏହି ଦିନ…

କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। କନିଷ୍ଠ ନିଯୁକ୍ତିରେ ହୋଇଥିବା ଦୁର୍ନିତୀକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଯାହାର ଶୁଣାଣି କରି ହାଇକୋର୍ଟ ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଦେଇଛନ୍ତି। ଫଳରେ ପରବର୍ତ୍ତି ଶୁଣାଣି ପର୍ଯ୍ୟନ୍ତ…