Latest Odisha News
Browsing Category

ଫିଚର

ପରସ୍ପରକୁ ଭେଟି ନାହାନ୍ତି ଅଥଚ କୋହଲି ଆଉ ଜୋକୋଭିଚ ଇନଷ୍ଟାଗ୍ରାମରେ ସାଜିଛନ୍ତି ଭଲ ବନ୍ଧୁ

ନୂଆଦିଲ୍ଲୀ: ଟେନିସ ଷ୍ଟାର ନୋଭାକ ଜୋକୋଭିଚ ଓ ଭାରତୀୟ କ୍ରିକେଟର ବିରାଟ କୋହଲି ପରସ୍ପରକୁ ଭେଟି ନାହାନ୍ତି । ଅଥଚ ଉଭୟ ଇନଷ୍ଟାଗ୍ରାମରେ ସାଜିଛନ୍ତି ଭଲ ବନ୍ଧୁ । ସୋସିଆଲ ମିଡିଆରେ ଜୋକୋଭିଚ ପ୍ରଥମେ କୋହଲିଙ୍କୁ ମେସେଜ କରିଥିଲେ । ଭାରତୀୟ କ୍ରିକେଟରଜଣଙ୍କ ପ୍ରଥମେ ଏହାକୁ ଫେକ ଆଇଡି ବୋଲି…

ଆନିମଲ ପରେ ପ୍ରାଇସ ବଢ଼ାଇଲେ ରଣବୀର କାପୁର

ମୁମ୍ବାଇ: ରଣବୀର କାପୁରଙ୍କ ଆନିମଲ ଫିଲ୍ମ ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହୋଇଛି । ଫିଲ୍ମର ରେକର୍ଡ କଲେକ୍ସନ ପରେ ରଣବୀର ତାଙ୍କ ପ୍ରାଇସ ବଢ଼ାଇଥିବା ଖବର ପ୍ରକାଶ ପାଇଛି । ସେ ପୂର୍ବରୁ ୩୦କୋଟିରେ ଫିଲ୍ମ ସାଇନ କରୁଥିଲେ ଏବେ ଏହାକୁ ବୃଦ୍ଧି କରି ୬୫ କୋଟି କରିଛନ୍ତି । ଅବଶ୍ୟ ରଣବୀର ଏ…

ରେଳ ମନ୍ତ୍ରୀଙ୍କ ବଡ ଘୋଷଣା: ବଦଳିବ ବାଲେଶ୍ୱର ରେଳ ଷ୍ଟେସନର ଇଂରାଜୀ ନାମ

ବାଲେଶ୍ୱର: ଆଉ ଇଂରାଜୀରେ ଲେଖାଯିବନି ବଲାଶୋର। ଏଣିକି ସଠିକ ଉଚ୍ଚାରଣ ସହ ଲେଖା ଯିବ ବାଲେଶ୍ଵର। ବଦଳିବ ବାଲେଶ୍ବର ରେଳ ଷ୍ଟେସନର ଇଂରାଜୀ ନାମ। ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଷ୍ଟେସନରେ ଥିବା ଫଳକରେ ନାମ ପରିବର୍ତ୍ତନ ହେବ। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ…

ମାଲେସିଆ ଓପନ ବ୍ୟାଡମିଂଟନ: ପ୍ରଥମ ଭାରତୀୟ ଯୋଡି ଭାବେ ରୌପ୍ୟ ପଦକ ଜିତିଲେ ସାତ୍ୱିକସାଇରାଜ-ଚିରାଗ

ନୂଆଦିଲ୍ଲୀ: ମାଲେସିଆ ଓପନ ବ୍ୟାଡମିଂଟନର ପୁରୁଷ ଡବଲ୍ସ ଫାଇନାଲରେ ଭାରତୀୟ ଯୋଡି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ହାରିଯାଇଛନ୍ତି । ଚୀନର ୱାଙ୍ଗ ଲିଆଙ୍ଗ ଓ ଲିଆଙ୍ଗ ୱେଇକେଙ୍ଗଙ୍କ ନିକଟରୁ ୯-୨୧, ୨୧-୧୮ ଓ ୨୧-୧୭ରେ ହାରି ରନର୍ସଅପ ହେବା ସହ ରୌପ୍ୟ ପଦକ ଜିତିଛନ୍ତି ।…

ଭିଜିଲାନ୍ସ ଏସପି ପରିଚୟରେ ୭.୬୦ଲକ୍ଷ ଠକେଇ ଅଭିଯୋଗ, ଅଧ୍ୟାପକ ଗିରଫ

ଭୁବନେଶ୍ୱର: ୭.୬୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଧ୍ୟାପକ ଗିରଫ । ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇ ଠକେଇ କରିଥିବା ଅଭିଯୋଗ । ଗିରଫ ଅଭିଯୁକ୍ତ ମୟୂରଭଞ୍ଜ ଉଦଳା ଝାଡେଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ମନୋଜ କୁମାର ମାଝୀ । ଗତବର୍ଷ ମେ ୩୧ତାରିଖରେ ରାୟଗଡା ଅଞ୍ଚଳର…

ଭାଷା-ସାହିତ୍ୟ ମୋ ପାଇଁ ଜୀବନ ସଦୃଶ : ତେଜସ୍ଵିନୀ ସାମଲ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ତେଜସ୍ଵିନୀ ସାମଲ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ବାୟୁ କିପରି ବିଷାକ୍ତ ହୁଏ, ମଣିଷ କେତେ ପ୍ରଦୂଷିତ ବାୟୁରେ ରହିପାରିବ?

ନୂଆଦିଲ୍ଲୀ: ଆମ ଦେଶରେ ବାୟୁ ପ୍ରଦୂଷଣର ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଆମେ ଜାଣି ମଧ୍ୟ ଅଣଦେଖା କରିଥାଉ । ଅନେକ ଥର ଆମେ ଏହା ପ୍ରତି ଧ୍ୟାନ ଦେଉନାହୁଁ, କିନ୍ତୁ ପ୍ରଦୂଷିତ ବାୟୁ ଯୋଗୁଁ ମାନବ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ…

5T ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟ: ଦ୍ବିତୀୟ ଦିନରେ ୩୨୭ ସ୍କୁଲ ଲୋକାର୍ପିତ

ଭୁବନେଶ୍ବର: 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଦ୍ବିତୀୟ ଦିନ। ଆଜି ମୁଖ୍ୟମନ୍ତ୍ରୀ ୬ଟି ଜିଲ୍ଲାର ୩୨୭ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ୬ ଜିଲ୍ଲା-ମାଲକାନଗିରି, ବାଲେଶ୍ବର, ଗଜପତି, ଢେଙ୍କାନାଳ, କେନ୍ଦୁଝର ଓ କଟକ। ମାଲକାନଗିରି ଜିଲ୍ଲାର ୩୫ଟି ହାଇସ୍କୁଲ,…

ଛୋଟ ରାଷ୍ଟ୍ର ବୋଲି.. କହି ଭାରତକୁ ନାଲିଆଖି ଦେଖାଇଲା ମାଳଦ୍ବୀପ

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି, ଅନ୍ୟପଟେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପରୋକ୍ଷରେ ଭାରତକୁ ଚେତାବନୀ ଦେଇଛନ୍ତି । "ଆମେ ଛୋଟ ହୋଇଥାଇପାରୁ କିନ୍ତୁ ଏହା ଆମକୁ ଶୋଷଣ କରିବାକୁ କାହାକୁ ଲାଇସେନ୍ସ ଦିଏ ନାହିଁ। ମିଳିଥିବା…

୨ ଜଣଙ୍କୁ ଓସଜା ପୁରସ୍କାର: କିଶୋର ଶ୍ରେଷ୍ଠ କ୍ରୀଡାବିତ ଓ ବିଜୟଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ବର: ଚଳିତଥର ୨ଜଣ ଓସଜା ପୁରସ୍କାର ପାଇବେ। ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ରୌପ୍ୟ ବିଜେତା ଜାଭେଲିନ ଫିଙ୍ଗାଳି କିଶୋର ଜେନା ଏବଂ ଅର୍ଜୁନ ବିଜେତା ପୂର୍ବତନ ଭାରୋତ୍ତୋଳକ ତଥା ଭଟେରାନ ପ୍ରଶିକ୍ଷକ ବିଜୟ କୁମାର ଶତପଥୀଙ୍କୁ ଓଡ଼ଶା କ୍ରୀଡ଼ା ସାମ୍ବାଦିକ ସଂଘ ପୁରସ୍କାର ପ୍ରଦାନ କରାଯିବ।…