Latest Odisha News

BREAKING NEWS

Browsing Category

ଫିଚର

ଶିମୁଳିଆ ବିଡିଓ ଆତ୍ମହତ୍ୟା କରିବା ପଛର କାରଣ କ’ଣ..? ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ପତ୍ନୀ

ଶିମୁଳିଆ: ଶିମୁଳିଆ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ବିଶ୍ୱରଂଜନ ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ତାଙ୍କ ପତ୍ନୀ ନିବେଦିତା ରାଉତଙ୍କ ବୟାନ ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଥମେ ନିବେଦିତା ରାଉତ ତାଙ୍କ ସ୍ୱାମୀଙ୍କ ହତ୍ୟା ଆଶଙ୍କା ପ୍ରକାଶ କରିଛନ୍ତି। ତେବେ…

ଡାକ୍ତର ହୃଷିକେଶ ଆଜୀବନ କାରାଦଣ୍ଡରେ ଦଣ୍ଡିତ, ବ୍ୟାଙ୍କ ଏଜେଣ୍ଚକୁ କାହିଁକି ହତ୍ୟା କରିଥିଲେ?

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଜଣେ ବରିଷ୍ଠ ଡାକ୍ତରଙ୍କୁ ହତ୍ୟା ମାମଲାରେ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଡାକ୍ତର ହୃଷିକେଶ ତ୍ରିପାଠୀଙ୍କର ଏକ କ୍ଲିନିକ ଥିଲା। ସେହି କ୍ଲିନିକରେ କାମ କରୁଥିବା ଜଣେ ନର୍ସଙ୍କୁ ଏଚଡିଏଫସି ବ୍ୟାଙ୍କର ଏଜେଣ୍ଟ ବିଷ୍ଣୁ ପ୍ରସାଦ…

ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ଭୁଟ୍ଟବୀର ମୃତ୍ୟୁ ନେଇ ସ୍ପଷ୍ଟ କଲା ଜାତିସଂଘ

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ଅବଦୁଲ ସଲାମ ଭୁଟ୍ଟବୀର ହୃଦଘାତରେ ମୃତ୍ୟୁ ଘଟିଛି। ପାକିସ୍ତାନରେ ସରକାରୀ ହାଜତରେ ଥିବା ସମୟରେ ମୃତ୍ୟୁ ହୋଇଥିବା ଜାତିସଂଘ ସୂଚନା ଦେଇଛି। ଗତ ବର୍ଷ ମେ ୨୯ ତାରିଖରେ ପାକିସ୍ତାନର ପଞ୍ଜାବ ପ୍ରଦେଶର…

ପାଠ ଚାପ ନା ଆଉ କିଛି..ନବମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟାକୁ ନେଇ ସସପେନ୍ସ ଜାରି

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ଥାନା ଅନ୍ତର୍ଗତ ଏକ ଘରୋଇ ଆବାସିକ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବିଶୋଇ ଥାନା ଅନ୍ତର୍ଗତ ରାଇଘରୀ ଗ୍ରାମର ବିଶ୍ୱ ଭୂଷଣ ନନ୍ଦ ନାମକ ଜଣେ ଛାତ୍ର ବାଙ୍ଗିରିପୋଷି ଥାନା…

କୃଷି ଓଡ଼ିଶା-୨୦୨୪ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ଜନତା ମଇଦାନଠାରେ ‘କୃଷି ଓଡିଶା-୨୦୨୪’ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବର୍ଷର ମୁଖ୍ୟ ପ୍ରସଙ୍ଗ ରହିଛି କୃଷି ପ୍ରଗତିରେ ମହିଳା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ଅଧିକ ଭାଗିଦାରୀ ପାଇଁ ଆହ୍ୱାନ…

ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ ଲେଖିବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ, ନୋଟିସ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: ଏଥର ସ୍ପଷ୍ଟ ଅକ୍ଷରରେ ଲେଖିବେ ଡାକ୍ତର ।ଡାକ୍ତରମାନଙ୍କୁ ସ୍ପଷ୍ଟ ଅକ୍ଷରରେ ଲେଖିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୋଟିସ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଡାକ୍ତରୀ ଚିଠା, ପୋଷ୍ଟମୋର୍ଟମ ରିପୋର୍ଟକୁ ପ୍ରାଞ୍ଜଳ ଭାବେ ଲେଖିବାକୁ…

ଅଷ୍ଟ୍ରେଲିଆନ ଓପନ ଟେନିସ: ମୂଖ୍ୟ ଡ୍ରରେ ସୁମିତ ନାଗଲ

ମେଲବୋର୍ଣ୍ଣ: ଭାରତର ଷ୍ଟାର ଟେନିସ ଖେଳାଳି ସୁମିତ ନାଗଲ ଅଷ୍ଟ୍ରେଲିଆନ ଓପନର ମୂଖ୍ୟ ଡ୍ରରେ ପ୍ରବେଶ କରିଛନ୍ତି । କ୍ୱାଲିଫାଇଂ ରାଉଣ୍ଡ ଫାଇନାଲରେ ସେ ସ୍ଲୋଭାକିଆର ଏଲେକ୍ସ ମୋଲକନଙ୍କୁ ୬-୪, ୬-୪ ସେଟରେ ପରାସ୍ତ କରିଥିଲେ । ୨୦୨୧ ପରେ ସେ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମର ମୂଖ୍ୟ…

ଚାନ୍ଦିପୁରରେ ଆକାଶ ମିଶାଇଲର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ସଂଗଠନ ଶୁକ୍ରବାର ଦିନ ଓଡିଶାର ଚାନ୍ଦିପୁର ରେଞ୍ଜରୁ ଆକାଶ କ୍ଷେପଣାସ୍ତ୍ରର ସଫଳତାର ସହ ପରୀକ୍ଷଣ କରିଛି। ଆକାଶ ଏନଜି ଅତି ନିମ୍ନ ଉଚ୍ଚତାରେ ଉଡ଼ୁଥିବା ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ସଠିକତା ସହି ମାରିବାରେ ସଫଳ ହୋଇପାରିବ ବୋଲି DRDO ଭିଡିଓ…

ମହିଳାଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ଦୁଷ୍କର୍ମ ଉଦ୍ୟମ, ଗିରଫ ହେଲା ଠକ ଜ୍ୟୋତିଷ

ଭୁବନେଶ୍ୱର: ସନ୍ତାନ ନ ହେଉଥିଲେ ସନ୍ତାନ ପ୍ରାପ୍ତି ହେବ । ଘରୁ ସମସ୍ତ ବାସ୍ତୁ ଦୋଷ ଦୂର ହେବ, ଗରିବ ଥିଲେ ଧନ ପ୍ରାପ୍ତି ହେବ । ଏହା କହି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବନ୍ଧା ହେଲେ ଜଣେ ଜ୍ୟୋତିଷ । ନୟାପଲ୍ଲୀ ଥାନାରେ ଉକ୍ତ ମହିଳାଙ୍କ ଅଭିଯୋଗ ପରେ ଜ୍ୟୋତିଷ ବୋଲାଉଥିବା…

ଝିଅଙ୍କ ବିବାହ ବୟସ ହେବ ୨୧ ବର୍ଷ, ହିମାଚଳ ପ୍ରଦେଶ କ୍ୟାବିନେଟରେ ପ୍ରସ୍ତାବ ପାସ

ସିମଲା: ହିମାଚଳ ପ୍ରଦେଶ କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ହିମାଚଳ ପ୍ରଦେଶରେ ଝିଅଙ୍କ ବିବାହ ବୟସରେ ପରିବର୍ତ୍ତନ ଅଣା ଯାଇଛି। ଏବେ ଝିଅମାନେ ୧୮ ବର୍ଷ ପରିବର୍ତ୍ତେ ୨୧ବର୍ଷ ବୟସରେ ବିବାହ କରିବେ। ହିମାଚଳ କ୍ୟାବିନେଟ ବୈଠକରେ ଝିଅର ସର୍ବନିମ୍ନ ବୟସକୁ ୨୧…