Latest Odisha News

BREAKING NEWS

Browsing Category

ଫିଚର

ପାସପୋର୍ଟ ରାଙ୍କିଙ୍ଗରେ ସବୁଠୁ ଖରାପ ପାକିସ୍ତାନ, ଭାରତର ସ୍ଥାନ କେଉଁଠି?

ନୂଆଦିଲ୍ଲୀ: ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଜାପାନ, ସିଙ୍ଗାପୁର ଏବଂ ସ୍ପେନରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ପାସପୋର୍ଟ ରହିଛି । ସବୁଠାରୁ ପ୍ରଭାବଶାଳୀ ପାସପୋର୍ଟ କ୍ଷେତ୍ରରେ ଏହି ୬ଟି ଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ପାକିସ୍ତାନରେ ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ପାକିସ୍ତାନ ଏହି…

ଚିତାବାଘ ଛାଲ ଜବତ କଲା ବନ ବିଭାଗ, ୨ ଗିରଫ

ବୌଦ୍ଧ: କଣ୍ଟାମାଳ ଜଙ୍ଗଲରୁ ଏକ ଚିତାବାଘ ଛାଲ ଜବତ କରିଛି ବନ ବିଭାଗ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ମୁକେଶ ମନହିରା ଏବଂ ଦିବ୍ୟଶଙ୍କର ବଗର୍ତ୍ତୀ ନାମକ ବ୍ୟକ୍ତିକୁ ପୋଲିସ ଗିରଫ କରିଛି। ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବଲାଙ୍ଗୀର ଡିଏଫଓ ନୀତୀଶ କୁମାର…

ଦକ୍ଷିଣ ଆଫ୍ରିକା ହକି ଟୁର୍ଣ୍ଣାମେଣ୍ଟ: ଭାରତୀୟ ଟିମରେ ସ୍ଥାନ ପାଇଲେ ଓଡ଼ିଶାର ଅମିତ ରୋହିଦାସ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ପୁରୁଷ ହକି ଦଳରେ ଓଡ଼ିଶାର ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଦଳରେ ସେ ସ୍ଥାନ ପାଇଛନ୍ତି। ଜାନୁଆରି ୨୨ରୁ ଆରମ୍ଭ ହେବ ମ୍ୟାଚ। ଦକ୍ଷିଣ ଆଫ୍ରିକାର କେପଟାଉନରେ ହେବାକୁ ଥିବା ଏହି ମ୍ଯାଚରେ ୪ଟି…

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆସିବେ ନାହିଁ କଂଗ୍ରେସ ନେତା, କହିଲେ ଆରଏସଏସ-ବିଜେପି କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ବରିଷ୍ଠ ନେତାମାନେ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ…

କେଉଁ ଆଧାରରେ ମହାରାଷ୍ଟ୍ର ବାଚସ୍ପତି ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ବୋଲି କହିଲେ?

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାବାଚସ୍ପତି ରାହୁଲ ନର୍ଭେକର ବୁଧବାର ବିଧାୟକ ଅଯୋଗ୍ୟତା ମାମଲାରେ ସିନ୍ଦେ ଗୋଷ୍ଠୀ ସପକ୍ଷରେ ରାୟ ଶୁଣାଇଛନ୍ତି। ଗତବର୍ଷ ନିର୍ବାଚନ ଆୟୋଗ ସିନ୍ଦେ ଗୋଷ୍ଠୀକୁ ସରକାରୀ ଶିବସେନା ଦଳ ଭାବେ ମାନ୍ୟତା ଦେଇଥିଲେ। ସେହି ସମୟରେ ନିର୍ବାଚନ ଆୟୋଗ କେଉଁ ଆଧାରରେ ଏହି…

୪ ବର୍ଷର ପୁଅକୁ ମାରିବାକୁ ସିଇଓ ମା’ କଫ୍ ସିରଫ ଆଣିଥାଇପାରନ୍ତି: ପୋଲିସ

ପାଣାଜି: ୪ ବର୍ଷର ପୁଅର ମୃତଦେହକୁ ସୁଟକେସ୍ ରେ ନେଇ ଗୋଆରୁ ଫେରାର ହେଉଥିବା ବେଳେ ନାଟକୀୟ ଭାବେ ଗିରଫ ହୋଇଛନ୍ତି। ହତ୍ୟାର କାରଣ ଖୋଜା ଚାଲିଛି। ଏହି ହତ୍ୟାକାଣ୍ଡ ହଠାତ ଘଟିଛି ମା ଯୋଜନାବଦ୍ଧ ସେ ନେଇ ତଦନ୍ତ ଚାଲିଛି। ଏହାରି ଭିତରେ ପୋଲିସ କହିଛି, ଏଭଳି କିଛି ପ୍ରମାଣ ମିଳିଛି ତାହା…

ଭୋଜିରୁ ତୁମୁଳକାଣ୍ଡ, ଗୁଳିମାଡରେ ସମିତି ସଭ୍ୟ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କେନ୍ଦୁବାଡି ପଞ୍ଚାୟତ ଗରେଇଝୁଳି ଗାଁରେ ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଭୋଜି ଚାଲିଥିବାବେଳେ ହଠାତ୍ ଗୁଳି ଫୁଟିଥିଲା । ଏହି ଗୁଳିମାଡରେ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଜଣକ…

ଖଣି ଦୁର୍ନୀତି: ରୋହିତ କହିଲେ ନିର୍ବାଚନରେ ହାରିବା ଭୟରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ଜୟନାରାୟଣ

ଭୁବନେଶ୍ୱର: ଓଡ଼ିଶାରେ ଖଣି ଦୁର୍ନୀତି ଅଭିଯୋଗ ଆଣିଥିବା ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଶାସକ ଦଳ ବିଜୁ ଜନତା ଦଳ (ବିଜେଡି)ର ନେତା ରୋହିତ ପୂଜାରୀ। ଆଗାମୀ ନିର୍ବାଚନରେ ହାରିବା ଭୟରେ ସମ୍ବଲପୁର…

ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ଆପତ୍ତିଜନକ ମନ୍ତବ୍ୟ, ବିଜେଡି ବିରୋଧରେ ଏତଲା ଦେଲା ବିଜେପି

ଭୁବନେଶ୍ୱର: ବିଜୁ ଜନତା ଦଳ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଭାରତୀୟ ଜନତା ପାର୍ଟି (ବିଜେପି) ଶାସକ ଦଳ ବିରୋଧରେ ଥାନାରେ ଅଭିଯୋଗ କରିଛି। ବିଜେଡିଆଇଟି ସେଲ୍ ଦ୍ୱାରା ପରିଚାଳିତ ଏକ ଫେସ୍ ବୁକ୍ ହ୍ୟାଣ୍ଡେଲରେ…

ବାଲି ଉଠାଣ ଉପରେ ରୋକ ଲଗାଇଲେ ହାଇକୋର୍ଟ, ୪ ବର୍ଷରେ ୨୪୩ କୋଟିର ଦୁର୍ନୀତି ଅଭିଯୋଗ

କଟକ: ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଛନ୍ତି ହାଇକୋର୍ଟ । ଖଣି ବିଭାଗର ବିଜ୍ଞପ୍ତି ଉପରେ ବୁଧବାର ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ବାଲି ଉତ୍ତୋଳନ ପାଇଁ ଗତ ୨୧ ତାରିଖରେ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ । ଫଳରେ ବାଲିକୁ ନେଇ ରାଜ୍ୟରେ ଏବେ ଗୁରୁତର ପରିସ୍ଥିତି ସୃଷ୍ଟି…