Latest Odisha News
Browsing Category

ଫିଚର

ମୋଦୀ, ଶାହଙ୍କ ଫକୋସରେ ଓଡ଼ିଶା: ୨୧ ଲୋକସଭା ଆସନରେ ଯୋଗୀଙ୍କୁ ନେଇ କରିବେ ପ୍ରଚାର

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ବିଜୟ ଲାଭ କରି କେନ୍ଦ୍ରରେ ତୃତୀୟ ଥର ପାଇଁ କ୍ଷମତାରେ ବସିବାକୁ ଲକ୍ଷ୍ୟ ରଖିଥିବା ବିଜେପି ଫକୋସରେ ଓଡ଼ିଶାର ୨୧ ଲୋକସଭା ଆସନ। ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଆସନରେ ନିଜର ପ୍ରଚାରକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖି କେନ୍ଦ୍ରର…

୭ ବର୍ଷର ବାଳକ ବଲକୁ ବୋମା ଭାବି କାନ୍ଥରେ ଫିଙ୍ଗିବା ମାତ୍ରେ ହେଲା ବିସ୍ଫୋରଣ

କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ବୋମା ବିସ୍ଫୋରଣରେ ଜଣେ ୭ ବର୍ଷର ବାଳକର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତୁରନ୍ତ ଲୋକେ ସ୍ଥାନୀୟ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ…

ବଲାଙ୍ଗୀରରେ ଚାଞ୍ଚଲ୍ୟ, ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ବଲାଙ୍ଗୀର: ସଇଁତଳା ବ୍ଲକ ତୁସ୍ତାପାଲି ଗ୍ରାମର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ସେହି ଗାଁର ୩ ଜଣ ଯୁବକଙ୍କ ବିରୋଧରେ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା…

କେପଟାଉନ ବିଜୟ ପରେ ଦ୍ରାବିଡଙ୍କୁ ଆଲିଙ୍ଗନ କଲେ ବିରାଟ; କାହିଁକି ଭାରତ ପାଇଁ ଏହା ବଡ଼ ବିଜୟ ଜାଣିଛନ୍ତି…

ନୂଆଦିଲ୍ଲୀ: ନୂଆବର୍ଷରେ ମ୍ୟାନ ଇନ୍ ବ୍ଲୁର ପ୍ରଥମ ସିରିଜ ବିଜୟ, ତା'ପୁଣି ବିଦେଶ ମାଟିରେ। ଯେଉଁଭଳି ଭାବେ ଭାରତୀୟ ବୋଲିର ବୋଲିଂ କରିଛନ୍ତି ତାହା ସମସ୍ତଙ୍କୁ ଆମୋଦିତ କରିଛି। କେବଳ ଯେ ପ୍ଲେଇିଂ ଇଲେଭନରେ ଥିବା ଖେଳାଳି ତାହା ନୁହେଁ ବରଂ କୋଚ, ଟିମର ଅନ୍ୟ ସଦସ୍ୟ ମଧ୍ୟ ଏହି ବିଜୟ ପରେ…

ନିିର୍ବାଚନ ବେଳେ ଡିପଫେକ୍ ଭିଡିଓ, ପୋଲିସର ତଦନ୍ତ ପ୍ରଭାବଶାଳୀ ଗୋଷ୍ଠୀ ସମର୍ଥନରେ ହେବନି ତ?

ଭୁବନେଶ୍ୱର:  ଆଗାମୀ ସାଧାରଣ ନିର୍ବାଚନ ସମୟରେ ଡିପଫେକ୍ ଭିଡିଓକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏହାର ମୁକାବିଲା ପାଇଁ ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି। ଏହି ଭିଡିଓର ବିପଦର ମୁକାବିଲା ପାଇଁ ପୋଲିସ ବିଭାଗ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ଟିମ୍କୁ ତାଲିମ…

ଶେଷ ହେବାକୁ ଯାଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ବିନୀଙ୍କ ରାଜ୍ୟସଭା କାର୍ଯ୍ୟକାଳ

ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ନବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଅବଧି । ଏ ଦୁଇ ନେତା ଆଗାମୀ ଦିନରେ ହେବାକୁ ଥିବା ଲେକାସଭା ନିର୍ବାଚନ ଲଢ଼ିବେ ବୋଲି ଜଣାପଡିଥିବା ବେଳେ ଏଭଳି ଏକ ଖବର ଆସିଛି। ଧର୍ମେନ୍ଦ୍ର ଏବେ…

ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି

ନୂଆପଡା: ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରି ବିଜେପି ପକ୍ଷରୁ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ । ସକାଳ ୬ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ଅଖ ଚକ ବନ୍ଦ ରହିବ । ଦୀର୍ଘ ୮ ଘଣ୍ଟା ଧରି ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିବ ରାଜ୍ୟ ବିଜେପି । ବନ୍ଦ…

ହାଇଟେକ ହସ୍ପିଟାଲ ଦୁର୍ଘଟଣା: ମୃତ ବୋଲି ଘୋଷଣା ହୋଇଥିବା ଦିଲ୍ଲୀପ ଏବେ ବି ଜୀବିତ!

ଭୁବନେଶ୍ୱର: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଏସି କମ୍ପ୍ରେସର ବିସ୍ଫୋରଣ ଘଟଣାରେ ଏକ ଅପ୍ରତ୍ୟାଶିତ ଘଟଣା ସାମ୍ନାକୁ ଆସିଛି। ମୃତ ବୋଲି କୁହାଯାଉଥିବା ପୀଡ଼ିତ ଦିଲୀପ ସାମନ୍ତରାୟ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଆଶ୍ଚର୍ଯ୍ୟଜନକ ଭାବେ ଜୀବିତ ଥିବା ଦାବି…

ମା’ ଗୃହ ୱାଡେନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ଘଟଣା; ଆଜି ରାୟଗଡ଼ା ବନ୍ଦ

ରାୟଗଡା: ଆଜି ରାୟଗଡ଼ା ବନ୍ଦ । ମା’ ଗୃହ ୱାଡେନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରି ଜିଲ୍ଲା ଆଦିବାସୀ ମହାସଂଘ ଆଜି ୧୨ ଘଣ୍ଟିଆ ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଛି । ଏହି ବନ୍ଦ ପାଳନ ସକାଳ ୬ ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜାରି ରହିବ । କେବଳ…

ରାମ ମନ୍ଦିର: ‘ଯଦି ପ୍ରଧାନମନ୍ତ୍ରୀ ମୋଦୀ ପୂଜାରେ ବସିବେ, ମୁଁ କ’ଣ ତାଳି ମାରିବି?’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ସମାରୋହକୁ ନେଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଚିନ୍ତା ପ୍ରକଟ କରିଛନ୍ତି। ସେ ଏହି ସମାରୋହର ଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଜନାବଦ୍ଧ ଅଂଶଗ୍ରହଣକୁ…