Latest Odisha News
Browsing Category

ଫିଚର

ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ , ୬ ଘଣ୍ଟା ଧରି ଚାଲିଲା ପଚରା ଉଚରା

ଭୁବନେଶ୍ୱର : ଗୋପାଳପୁର ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ଇଡି ଆଜି ୬ ଘଣ୍ଟା ଧରି ପଚରା ଉଚରା କରିଛି । ଆୟବହିର୍ଭୁତ ସମ୍ପତି ଠୁଳ ମାମଲାରେ ତାଙ୍କୁ ଜେରା କରାଯାଇଥିଲା । ଅଭୟ କାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଜେରା ବେଳେ ଶ୍ରୃତିଙ୍କ ଆକାଉଣ୍ଟକୁ…

ନ୍ୟୁଜିଲାଣ୍ଡର ଦୃଢ଼ ବ୍ୟାଟିଂ: ୧୨୯/୦

କାନପୁର:ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ନ୍ୟୁଜିଲାଣ୍ଡ ଟିମର ପ୍ରଭାବ ରହିଥିଲା । ଭାରତକୁ ୩୪୫ ରନରେ ଅଲଆଉଟ କରିବା ପରେ ଭ୍ରମଣକାରୀ ଦଳ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା କୌଣସି ଉଇକେଟ ନ ହରାଇ ୧୨୯ ରନ ସଂଗ୍ରହ କରିଛି । ଟମ ଲାଥାମ ୫୦ ଓ ୱିଲ ୟଙ୍ଗଙ୍କ ୭୫ ରନ କରି…

ବାଲେଶ୍ୱରରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଗାଡି ଉପରକୁ ଅଣ୍ଡାମାଡ

ବାଲେଶ୍ୱର : ପୁଣି ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ମାଡ । ବାଲେଶ୍ୱରରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଛି । କଂଗ୍ରେସ କର୍ମୀମାନେ କଳା ପତାକା ଦେଖାଇବା ସହ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଥିବା ସୂଚନା…

ସାଂସଦ ଅପରାଜିତାଙ୍କ ସାଥୀରେ ଗୁଣ୍ଡା ବାହିନୀ ଅଛନ୍ତି : ବିଧାୟକ ଅନନ୍ତ ନାରାୟଣ ଜେନା

ଭୁବନେଶ୍ୱର :ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ସୁରକ୍ଷା ମାଗିବା ପରେ ରାଜନୀତି ଜୋର୍ ଧରିଛି ।ଏନେଇ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁହଁ ଖୋଲିଛନ୍ତି । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି କି ସାଂସଦଙ୍କୁ ଭୁବନେଶ୍ୱର…

ତାରାଚାନ୍ ରଣା ପଢ଼ିବେ ଇଞ୍ଜିନିୟରିଂ, ସ୍ୱପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତାରାଚାନ୍ ରଣାଙ୍କ ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନ ପୂରଣ ହେଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ସହଯୋଗ । ଅର୍ଥ ଅଭାବରୁ ତାଙ୍କର ଆଡ଼ମିଶନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ସମ୍ପର୍କରେ ଜାଣିଥିଲେ ମୁଖ୍ୟମନ୍ତ୍ରୀ । ଇଞ୍ଜିନିୟରିଂ ପଢ଼ିବା ପ୍ରତି ତାଙ୍କର ଆଗ୍ରହ ଥିବା…

ଭିକ୍କି-କ୍ୟାଟ୍ରିନା ବାହାଘରରେ ଯୋଗ ଦେବେ ଶାହାରୁଖ

ମୁମ୍ବାଇ: ପୁତ୍ର ଆର୍ଯ୍ୟନ ଡ୍ରଗ୍ସ କେସରେ ଫସିବା ପରେ ବଲିଉଡ ଅଭିନେତା ଶାହାରୁଖ ଖାଁ ପ୍ରଶଂସକ ଓ ମିଡିଆଠାରୁ ଦୂରେଇ ରହିଥିଲେ । ଆର୍ଯ୍ୟନ ନିର୍ଦ୍ଦୋଷ ପ୍ରମାଣିତ ହୋଇ ଜାମିନ ପାଇବା ପରେ ଶାହାରୁଖଙ୍କ ମନ ଖୁସି ରହିଛି । ରିପୋର୍ଟ ମୁତାବକ ଡିସେମ୍ବରରେ ହେବାକୁ ଥିବା ଭିକ୍କି କୌଶଲ ଓ…

ମାର୍ଚ୍ଚରେ ମହାରାଷ୍ଟ୍ରରେ ହେବ ବିଜେପି ସରକାର : ନାରାୟଣ

ମୁମ୍ବାଇ: ମହାରାଷ୍ଟ୍ର ପୂର୍ବ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରୀୟ ମନ୍ତ୍ରୀ ନାରାୟଣ ରାଣେ ଶୁକ୍ରବାର କହିଛନ୍ତି ଯେ, ମାର୍ଚ୍ଚ ମାସ ସୁଦ୍ଧା ମହା ବିକାଶ ଅଘାଡି ସରକାର ଭାଙ୍ଗିଯିବ । ଏହା ପରେ ବିଜେପି ସରକାର ଗଠନ କରିବ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦେହ ଭଲ ନ ଥିବାରୁ ତାଙ୍କ ଉପରେ ଏବେ…

କର୍ଣ୍ଣାଟକ ମେଡ଼ିକାଲ କଲେଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୨କୁ ବୃଦ୍ଧି

କର୍ଣ୍ଣାଟକ: କର୍ଣ୍ଣାଟକ ଧାରୱାଡ଼ର ମେଡ଼ିକାଲ କଲେଜରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୁରୁବାର ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬ଥିଲା । ଆଜି ଆଉ ୧୧୬ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ଏହାସହ କଲେଜରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୨ରେ ପହଞ୍ଚିଛି । ଏହି…

ଜମ୍ମୁ କଶ୍ମୀରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ଭାରତୀୟ ସେନା, ପାକିସ୍ତାନୀ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ସେନା । ଗୁରୁବାର ବିଳମ୍ବିତ ରାତିରେ ପୋଞ୍ଚ ଅନ୍ତର୍ଗତ ଭୀମବର୍ ଗଲି ଅଞ୍ଚଳରେ ନିୟନ୍ତ୍ରଣ ରେଖା ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କଲେ ଭାରତୀୟ ସେନାର ଯବାନ । ଭାରତୀୟ ଯବାନ ମାନେ…

ବଲାଙ୍ଗୀରରେ ଅଳିଆ ଗଦାରୁ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର

ବଲାଙ୍ଗୀର : ପୁଣି ଅଲୋଡା ହେଲା ଶିଶୁ କନ୍ୟା । ବଲାଙ୍ଗୀର ଜିଲ୍ଲାରେ ରାସ୍ତା କଡର ଅଳିଆ ଗଦାରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି । ଶିଶୁ କନ୍ୟାକୁ ରାତି ୧୨ ଟା ପାଖାପାଖି ସମୟ ହେବ କେହି ଅଳିଆ ଗଦାରେ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ସୁଦପଡା ଫାଟକ ଓଭରବ୍ରିଜ…