Latest Odisha News

BREAKING NEWS

Browsing Category

ଫିଚର

ଦାଉଦ ଭାଇ ପୂରା ଠିକ ଅଛନ୍ତି..:ଅଣ୍ଡରୱାର୍ଲ୍ଡ ଡନ ଛୋଟା ସକିଲ ଖୋଲିଲା ଭିତରର ରହସ୍ୟ

ନୂଆଦିଲ୍ଲୀ: ବିଷ କ୍ରିୟା ଯୋଗୁ ଭାରତର ମୋଷ୍ଟ ୱାଣ୍ଟେଡ ଦାଉଦ ଇବ୍ରାହିମ ଗୁରୁତର ଏବଂ ତାଙ୍କର ମୃତ୍ୟୁ  ଘଟିଥିବା ଖବର ଗୁଜବ ବୋଲି ଦାବି କରିଛି ଦାଉଦ ଇବ୍ରାହିମର ଅତି ନିକଟତର ଛୋଟା ସକିଲ । ଛୋଟା ସକିଲ କହିଛି, ଭାଇଙ୍କ ମୃତ୍ୟୁ ଖବର ଏକ ଗୁଜବ । ଏହର କୌଣସି ଆଧାର ନାହିଁ । ଭାଇ ୧୦୦୦…

ବିଳମ୍ବିତ ରାତିରେ ବଡ ଧରଣର ଭୂକମ୍ପରେ ଥରିଲା ଚୀନ : ୧୧୧ ମୃତ

ବେଜିଂ:ଚୀନର ଗାଂସୁ ପାନ୍ତରେ ସୋମବାର ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ରହିଛି । ଚୀନର ଭୂକମ୍ପ ନେଟୱର୍କ କେନ୍ଦ୍ର ଅନୁସାରେ, ସୋମବାର ୧୧ଟା ୫୯ ମିନିଟରେ ଉତ୍ତର ପଶ୍ଚିମୀ ଚୀନର ଗାଂସୁ ପ୍ରାନ୍ତରେ ଜୋରଦାର ଭୂକମ୍ପ ଅନୁଭୂତ…

୮ ସନ୍ଦିଗ୍ଧ ISIS ଆତଙ୍କବାଦୀଙ୍କୁ ଗିରଫ କଲା NIA

ନୂଆଦିଲ୍ଲୀ: ୪ରାଜ୍ୟର ଏକାଧିକ ସ୍ଥାନରେ ଚଢାଉ କରି ୮ସନ୍ଦିଗ୍ଧ ISIS ଆତଙ୍କୀଙ୍କୁ ଗିରଫ କରିଛି NIA । ଆଜି ସକାଳୁ କର୍ଣ୍ଣାଟକ, ମହାରାଷ୍ଟ୍ର, ଝାଡଖଣ୍ଡ ଓ ଦିଲ୍ଲୀର ପ୍ରାୟ ୧୯ସ୍ଥାନରେ ଏକାକାଳୀନ ଚଢାଉ କରାଯାଇଥିଲା। ଅପରାହ୍ନରେ ୮ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏଥିସହ ବହୁ ଆପତ୍ତିଜନ…

ମଲା କୁକୁଡାକୁ ନେଇ ବଚସାରୁ ହତ୍ୟାକାଣ୍ଡ, ଜାଣନ୍ତୁ ପୁରା ଘଟଣାକ୍ରମ… କେତେବେଳେ ଘଟଣା ସାମ୍ନାକୁ ଆସିଲା

ସୁନ୍ଦରଗଡ: ସାମାନ୍ୟ କଥାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ଦୁଇ ଜଣ ଗ୍ରାମବାସୀଙ୍କୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଗତ ୧୬ ତାରିଖରେ କେ. ବୋଲଙ୍ଗ ଥାନା ଅନ୍ତର୍ଗତ ଅମରୁଡି ଗାଁରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଜୁରା ମୁଣ୍ଡା ସୋମବାର ଥାନାରେ ଆତ୍ମସମର୍ପଣ କରି ନିଜ…

ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା କେବେ ଘୋଷଣା ହେବ, ସ୍ପଷ୍ଟ କଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ? ନୀତୀଶ, ମମତା, ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍ରିଓ୍ବାଲ, ଶରଦ ପାଓ୍ୱାରଙ୍କ ଭଳି ମୋଦୀ ବିରୋଧୀ ନେତା ମେଣ୍ଚରେ ରହିଛନ୍ତି। ଏପରି ସ୍ଥିତିରେ ଭିନ୍ନ ଭିନ୍ନ ସମୟରେ ଏହିସବୁ…

କରୋନା ସଂକ୍ରମଣ ବୃଦ୍ଧି ଏବଂ ଦେଶରେ JN.1 ଭାରିଆଣ୍ଟକୁ ଦେଖି ରାଜ୍ୟଗୁଡ଼ିକୁ ସତର୍କ କଲା କେନ୍ଦ୍ର

ନୂଆଦିଲ୍ଲୀ: ନିକଟରେ କେତେକ ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ କେରଳରେ ଚାରି ଜଣ ଏବଂ ୟୁପିରେ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ JN.1 ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଆଉ…

କଂଗ୍ରେସର କ୍ରାଉଡ ଫଣ୍ଡିଂ ଅଭିଯାନ: ଧୀରଜ ସାହୁ ମାମଲାରେ ଭାବମୂର୍ତ୍ତି ସଜାଡିବାକୁ?

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପାଣ୍ଠି ସଂଗ୍ରହ ପାଇଁ ସୋମବାର 'ଡୋନେଟ୍ ଫର୍ ଦେଶ' ନାମରେ ଏକ କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିଛି। ଆଉ ଏହି ଅଭିଯାନ ସେତେବେଳେ ଆରମ୍ଭ ହୋଇଛି ଯେତେବେଳେ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବିଭିନ୍ନ ଠିକଣାରୁ ୩୫୦ କୋଟି ଟଙ୍କା ଜବତ…

ପୋଲିସ ଭ୍ୟାନ ଦୁର୍ଘଟଣାର ଶିକାର, ୧୦ କର୍ମଚାରୀ ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଘାଟି ରାସ୍ତାରେ ସୋମବାର ପ୍ରାୟ ୧୦ ଜଣ କର୍ମଚାରୀଙ୍କୁ ନେଇ ଯାଉଥିବା ପୁଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପୁଲିସ ଗାଡ଼ିଟି କରଞ୍ଜିଆରୁ ବାରିପଦା ଡ୍ୟୁଟି ପାଇଁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ବାଙ୍ଗିରିପୋଷି ଘାଟି ଅତିକ୍ରମ କରୁଥିବା ବେଳେ ବିପରୀତ ଦିଗରୁ…

ଖାନୱାରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଧାମନଗର ଖାନୱାରେ ପାଣି ଟାଙ୍କି ସହ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁସଲମାନ ସମ୍ପ୍ରଦାୟର ପ୍ରସିଦ୍ଧ ଧାର୍ମିକସ୍ଥଳ ଖାନୱାରେ ନିର୍ମାଣ ହେବ ଏହି ପାଣିଟାଙ୍କି। ଏଥିରେ ପ୍ରାୟ ୨ ଲକ୍ଷ ଲୋକ ଉପକୃତ ହେବେ।…

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର କ୍ରାଉଡ ଫଣ୍ଡିଂ, କ’ଣ ହୋଇପାରେ ଉଦ୍ଦେଶ୍ୟ?

ନୂଆଦିଲ୍ଲୀ: ଗତ ୯ ବର୍ଷ ଧରି କଂଗ୍ରେସ କ୍ଷମତାରୁ ବାହାରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ପୁଣିଥରେ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରୁଛି। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ହ୍ୟାଟ୍ରିକ ବିଜୟ ହାସଲ କରିବ ବୋଲି…