Latest Odisha News

BREAKING NEWS

Browsing Category

ଫିଚର

ବ୍ୟାଡମିଣ୍ଟନ ଖେଳରୁ ବିବାଦ: ଭାଇକୁ ଛୁରୀ ମାରିଲା ଭାଇ

ସୋନପୁର: ଝିମିଟି ଖେଳରୁ ମହାଭାରତ ଭଳି ବ୍ୟାଡମିଣ୍ଟନ ଖେଳକୁ  ନେଇ ବିବାଦ ଦେଖାଦେବା ପରେ ଜଣେ ଭାଇ ଆଉ ଜଣେ ଭାଇକୁ ଛୁରୀରେ ଆକ୍ରମଣ କରିଛି। ଗୁରୁବାର ସଂଧ୍ୟାରେ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସମସ୍ତେ ସ୍ତବ୍ଧ। ଗୁରୁବାର ସନ୍ଧ୍ୟାରେ ଦୁଇ ଭାଇ ମହମ୍ମଦ ତନୁଜାଲ ଏବଂ…

ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ୍ ଡକ୍ଟର ବିଆର୍ ଷଡ଼ଙ୍ଗୀ

କଟକ: ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ଜଷ୍ଟିସ୍ ଡକ୍ଟର ବିଆର୍ ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ସୁପ୍ରିମ୍ କୋର୍ଟ କଲେଜିୟମ୍ ର ସୁପାରିସ ପରେ ଏହି ନିଯୁକ୍ତି ସମ୍ପର୍କିତ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୀର୍ଘ ୨୭ ବର୍ଷର ଆଇନଗତ…

ରାଜ୍ୟରେ ଆଉ ୩ କୋରୋନା ପଜିଟିଭ ଚିହ୍ନଟ, ସଂକ୍ରମଣ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ବର: ଦିନକୁ ଦିନ ବଢ଼ିବାରେ ଲାଗିଛି କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ ୧’ ସଂକ୍ରମଣ ମାମଲା । ଆଜି ପୁଣି ସାମ୍ନାକୁ ଆସିଲା ଆଉ ୩ ପିଜିଟିଭ ରିପୋର୍ଟ । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି…

ଜନ୍ମ ଦିନରେ ଅହାନଙ୍କୁ ନୂତନ ଫିଲ୍ମର ଭେଟିଦେଲେ ସାଜିଦ

ମୁମ୍ବାଇ: ସୁନୀଲ ଶେଟ୍ଟିଙ୍କ ପୁତ୍ର ଅହାନଙ୍କ ଆଜି ଜନ୍ମଦିନ । ପ୍ରତିଷ୍ଠିତ ଫିଲ୍ମମେକର ସାଜିଦ ନାଡିୟାଡୱାଲ ଏହି ଅବସରରେ ଅହାନଙ୍କ ସହ ଏକ ବିଗ ବଜେଟ ଫିଲ୍ମ କରିବେ ବୋଲି ଘୋଷଣା କରିଛନ୍ତି । ପୂର୍ବରୁ ସେ ଅହାନଙ୍କୁ ନେଇ ତଡପ ଫିଲ୍ମ କରି ସାରିଛନ୍ତି । ସାଜିଦଙ୍କ ନୂତନ ଫିଲ୍ମରେ ଜଣେ…

୨୪୭୩ ନୂଆ ଡାକ୍ତରଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟସେବା କ୍ୟାଡରରେ ୨୪୭୩ ଜଣ ଡାକ୍ତରଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ୨୩୯୨ ଏମବିବିଏସ ଡାକ୍ତର ଏବଂ ୮୧ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।…

ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ନିକଟରୁ ଭାରତର ଇନିଂସ ପରାଜୟ

ସେଂଚୁରିଆନ: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ଏକ ଇନିଂସ ଓ ୩୨ ରନରେ ଶୋଚନୀୟ ଭାବେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଛି । ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୭୬ ଓ ଶୁଭମନ ଗିଲ ୨୬ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ…

ଡିସେମ୍ବର ୩୦ରେ ଅଯୋଧ୍ୟା ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରସ୍ତୁତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଜାନୁଆରୀରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ପୂର୍ବରୁ ଡିସେମ୍ବର ୩୦ ତାରିଖରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଅଯୋଧ୍ୟାରେ ପ୍ରାୟ ୧୧,୧୧୦ କୋଟିରୁ…

ୱାଇଏସଆରସିପିରେ ଯୋଗ ଦେଲେ ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ

ହାଇଦ୍ରାବାଦ: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ଅମ୍ବାତି ରାୟୁଡୁ ଏବେ ରାଜନୀତିରେ ପାଦ ଥାପିଛନ୍ତି । ବିଜୟୱାଡା ମୂଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଯୁବଜନ ଶ୍ରମିକ ରାୟଥୁ କଂଗ୍ରେସ ପାର୍ଟି(ୱାଇଏସଆରସିପି)ରେ ଯୋଗ ଦେଇଛନ୍ତି । ଅନ୍ୟ ବରିଷ୍ଠ…

ଅଭିନେତା ସାଜିଦ ଖାଁ ଭିଡିଓ ଶେୟାର କରି ସ୍ପଷ୍ଟ କଲେ ଯେ, ସେ ଜୀବୀତ ଅଛନ୍ତି

ମୁମ୍ବାଇ: ବଲିଉଡ ଅଭିନେତା ତଥା ଫିଲ୍ମମେକର ସାଜିଦ ଖାଁ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଜୀବୀତ ଅଛନ୍ତି ବୋଲି କହିଛନ୍ତି । ପ୍ରକୃତରେ ୭୦ ବର୍ଷୀୟ ସାଜିଦ ଖାଁ ନାମକ ଅନ୍ୟ ଜଣେ ଅଭିନେତା କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ମୃତ୍ୟୁବରଣ କରିଥିଲେ । ସେ ମଦର ଇଣ୍ଡିଆରେ ବାଳ କଳାକାର…

ପାକିସ୍ତାନ ନିର୍ବାଚନ: ନୱାଜ ସରିଫଙ୍କୁ ଆଶ୍ବସ୍ତି, ଲଢିବେ ୨୦୨୪ ନିର୍ବାଚନ 

ଲାହୋର: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ଲଢ଼ି ପାରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ପାକିସ୍ତାନର ନିର୍ବାଚନ ଆୟୋଗ ନୱାଜ ସରିଫଙ୍କ ନାମାଙ୍କନ ପତ୍ର ଗ୍ରହଣ କରିଛନ୍ତି।ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ପୂର୍ବରୁ ସୁପ୍ରିମକୋର୍ଟ…