Latest Odisha News

BREAKING NEWS

Browsing Category

ଫିଚର

ବିଶ୍ୱ ମଞ୍ଚରେ ଚାରି ଓଡ଼ିଆ ଯୁବକ ଜଳବାୟୁ ପ୍ରସଙ୍ଗରେ ରଖିଲେ ମତାମତ

ଭୁବନେଶ୍ୱର: ନିକଟରେ ୟୁଏଇର ଦୁବାଇଠାରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ (କୋପ୍ ୨୮) ଯୋଗ ଦେଇ ଓଡ଼ିଶାର ୪ ଜଣ ଯୁବ ଜଳବାୟୁ କର୍ମୀ ବିଶ୍ୱ ମଞ୍ଚରେ ନିଜର ସ୍ୱର ଉତ୍ତୋଳନ କରିଥିଲେ। ୟୁଥ୍ ଫର୍ ଓ୍ୱାଟର ମିଶନ ପକ୍ଷରୁ ଅଭିଶେକ ମଣି, ଅନ୍ୱେଷା ଦତ୍ତ, ଅଶ୍ୱିନୀ କୁମାର…

ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ଖାରଜ କଲା କମ୍ପାନୀ

ମୁମ୍ବାଇ: ଜେଏସଡବ୍ଲ୍ୟୁ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଜଣେ ୩୦ ବର୍ଷୀୟା ମହିଳା ଆଣିଥିବା ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମହିଳା ଜଣକ ୨୦୨୩ ଫେବ୍ରୁଆରି ୧୬ରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି) ଥାନାରେ ଆନୁଷ୍ଠାନିକ ଅଭିଯୋଗ…

୨୧ରେ ନିର୍ବାଚନ ପାଇଁ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ, ଆରମ୍ଭ ହେବ ଭାରତ ଯୋଡ ଯାତ୍ରା ପାର୍ଟ ଟୁ?

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ଆସନ୍ତା ୨୧ ତାରିଖରେ କଂଗ୍ରେସ ଦଳର କାର୍ଯ୍ୟକାରିଣୀ ବୈଠକ ସ୍ଥିର ହୋଇଛି। ଇଣ୍ଡିଆ ମେଣ୍ଟର ବୈଠକ ବସିବାର ଦୁଇ ଦିନ ପରେ ହେବାକୁ ଥିବା ଏହି ବୈଠକରେ ବିଜେପିକୁ ମୁକାବିଲା କରିବା ପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ସହ ଦଳର…

ଦୁବାଇରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ୪ ଓଡ଼ିଆ

ଭୁବନେଶ୍ୱର: ମିଳିତ ଜାତିସଂଘ ପକ୍ଷରୁ ଦୁବାଇରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ-ସିଓପି ୨୮ରେ ଓଡ଼ିଶାର ଚାରି ଜଣ ଯୁବକ ଯୁବତୀ ସାମିଲ ହୋଇଛନ୍ତି। ଏମାନେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଯୋଗଦେଇଥିବା ୪ ଓଡ଼ିଆ ହେଲେ ଜଳବାୟୁ କର୍ମୀ ଅଭିଷେକ ମଣି, ଅନ୍ୱେଷା ଦତ୍ତ, ଅଶ୍ୱିନୀ କୁମାର…

ସଂସଦରେ ସୁରକ୍ଷା ଭଙ୍ଗ: ରାହୁଲଙ୍କ ଜାତୀୟ ପ୍ରସଙ୍ଗ ବୁଝିବା ଉପରେ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଭଙ୍ଗକୁ ନେଇ କେନ୍ଦ୍ର ଏବଂ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବେକାରୀ ଏବଂ ମୁଦ୍ରାସ୍ଫୀତିକୁ ଦାୟୀ କରି ସମାଲୋଚନା କରିଛନ୍ତି। କଂଗ୍ରେସ ନେତା କେତେବେଳେ କ'ଣ…

ଦିଲ୍ଲୀରେ ଓଡ଼ିଶା ପାଇଁ ପ୍ରସ୍ତୁତ ହେବ ରଣନୀତି, ଶୀର୍ଷ ନେତାଙ୍କୁ ଭେଟିବେ ବିଜେପି ନେତା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳଗୁଡ଼ିକ ସେତିକି ପ୍ରସ୍ତୁତିକୁ ଜୋରଦାର କରିବା ସହ ନିର୍ବାଚନୀ ସଫଳତା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ସ୍ୱରୂପ ଭାରତୀୟ ଜନତା ପାର୍ଟିର ଓଡ଼ିଶାର ସମସ୍ତ ୨୨ ଜଣ…

ଭୋଜି ସାରି ଫେରିବା ବେଳେ ଦୁର୍ଘଟଣା, ଗୋଟିଏ ପରିବାରର ୫ ମୃତ

ସୁନ୍ଦରଗଡ଼: ଭୋଜି ସାରି ଫେରିବା ବେଳେ ଅଟୋ ଉପରେ ମାଡ଼ିଗଲା ହାଇୱା। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସଦର ଥାନା ତେଲେନଡିହିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା  । ସୂଚନା ଅନୁଯାୟୀ ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ। ହାଇୱା ଧକ୍କା ହେବା ପରେ…

ଜୀବନବିମା ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ?

ବାଲେଶ୍ୱର: ଭୋଗରାଇ ବ୍ଳକ ଅନ୍ତର୍ଗତ ବେଲଦା ଗ୍ରାମରେ ରବିବାର ଜଣେ ବୃଦ୍ଧା ଘର ଭିତରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି।୭୦ ବର୍ଷ ବୟସ୍କା ଲକ୍ଷ୍ମୀଦେବୀଙ୍କ ମୃତଦେହ ଘର ବାରଣ୍ଡାରେ ଅଧା ପୋଡ଼ି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ମୃତକଙ୍କ ପୁଅ ଶମ୍ଭୁନାଥଙ୍କ କହିବାନୁସାରେ, ପାରିବାରିକ…

ଛାତ୍ରଙ୍କ ଗଳାକାଟି ହତ୍ଯା ପରେ ପୋଖରୀ ହୁଡାରେ ଫିଙ୍ଗି ଦେଲେ !

କଟକ: ପୋଖରୀ ହୁଡାରୁ ଛାତ୍ରଙ୍କ ଗଳାକଟା ମୃତଦେହ ଉଦ୍ଧାର। ଜଗତପୁର ଥାନା ପୂର୍ବକଚ୍ଛ ଗାଁ ଚନ୍ଦନ ପୋଖରୀ ହୁଡାରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଛାତ୍ର ପୂର୍ବକଚ୍ଛ ଗାଁର ଜ୍ୟୋତି ପ୍ରକାଶ ବେହେରା। ଗତକାଲି ସ୍କୁଲ ଯାଇଥିଲେ ଜ୍ୟୋତି ହେଲେ କାଲିଠାରୁ ଆଉ ଘରକୁ ଫେରିନଥିଲେ। ପରିବାର…

ପଞ୍ଜାବର ଜେଲରେ ବିକ୍ରି ହେଉଛି ନିଶାଦ୍ରବ୍ଯ! ମିଛ ସାବ୍ଯସ୍ତ ହେଲେ ରାଜନୀତି ଛାଡିବେ ସିଦ୍ଧୁ

ଚଣ୍ଡିଗଡ଼: ପଞ୍ଜାବର ଜେଲରେ ବିକ୍ରି ହେଉଛି ନିଶାଦ୍ରବ୍ଯ । ମାନ୍ ସରକାରଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ଯ ନବଜୋତ ସିଂ ସିଦ୍ଧୁ। ଏଭଳି ଗୁରୁତର ଅଭିଯୋଗ ଆଣିବା ସହ ସରକାରଙ୍କୁ ଖୋଲା ଚାଲେଞ୍ଜ୍ କରିଛନ୍ତି। ଯଦି ଏହି ଅଭିଯୋଗ ମିଥ୍ଯା ସାବ୍ଯସ୍ତ ହୁଏ ତେବେ…