Latest Odisha News

BREAKING NEWS

Browsing Category

ଫିଚର

ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ପୁରୀରେ ବିଜେପିର ବିକ୍ଷୋଭ

ପୁରୀ: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ମଦ ଦୁର୍ନୀତି ଓ କଳା ଟଙ୍କା ଜବତ ଘଟଣା । ଆଜି ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛି । ଝାଡଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ଉପରେ ଆୟକର ବିଭାଗ ତରଫରୁ ଲଗାତାର ୫ଦିନ ନନଷ୍ଟପ କାଉଣ୍ଟିଂ ପରେ…

ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ

ଭୋପାଳ: ସବୁ ସସ୍ପେନ୍ସକୁ ଅନ୍ତ କରି ପ୍ରକାଶ ପାଇଲା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାଁ । ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ । ବିଧାୟକ ଦଳ ବୈଠକ ପରେ ଏ ନେଇ ଘୋଷଣା କରିଛି ଦଳ । ମୋହନଙ୍କ ନାଁକୁ ନେଇ ସହମତି ପ୍ରକାଶ ପାଇଛି । ମୋହନ ଯାଦବ ସଂଘର ଅତି ନିକଟତର…

କାହିଁକି ନିଜ ଦେହରେ ନିଜେ ନିଆଁ ଲଗାଇଲା ନାବାଳିକା ?

ଗଞ୍ଜାମ : ନିଜ ଦେହରେ ନିଜେ ନିଆଁ ଲଗାଇ ଜୀବନ ହାରିଲେ ଛାତ୍ରୀ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର କୋଟିନଡା ଥାନା ଅର୍ନ୍ତଗତ ଭେଟନଇ ଗାଁରେ  ।  ଛାତ୍ରୀ ଜଣଙ୍କ  ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ମୃତ ଛାତ୍ରୀ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ପୂଜା…

ସୁପ୍ରିମକୋର୍ଟଙ୍କ ରାୟକୁ ମୋଦୀଙ୍କ ସ୍ଵାଗତ, କହିଲେ ଏହା ଏକ ଐତିହାସିକ ରାୟ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଆଜି #NayaJammuKashmir ହ୍ୟାସଟ୍ୟାଗ ସହ ଟ୍ୱିଟ କରି କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦକୁ କାଏମ ରଖି ସୁପ୍ରିମକୋର୍ଟ ଏକ…

୧୯୧ତମ ଜନ୍ମଦିନ ପାଳିଲା ବିଶ୍ବର ସବୁଠୁ ବୟୋଜ୍ୟେଷ୍ଠ କଇଁଛ ଜୋନଥନ

ନୂଆଦିଲ୍ଲୀ: ୧୯୧ ତମ ଜନ୍ମଦିନ ପାଳନ କଲା ଜୋନଥନ । ଆପଣମାନେ ବି ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ଯେ  ଏତେ ବୟସ୍କ ବ୍ୟକ୍ତି କେଉଁଠି ଅଛନ୍ତି ?  ନାଁ ଆଜ୍ଞା, ଆମେ କୌଣସି ବୟସ୍କ ମଣିଷ କଥା କହୁନିୁ  । ଆମେ କହୁଛୁ ଏକ ବୟସ୍କ କଇଁଚର କଥା । ଏହି କଇଁଛଟି ନିଜର ବୟସକୁ ନେଇ ସବୁବେଳେ ଚର୍ଚ୍ଚାରେ…

ତେଲିଆ ମାଛର ଦାମ୍ ୨୦ଲକ୍ଷରୁ ଉର୍ଦ୍ଧ୍ବ

ପାରାଦୀପ : ପାରାଦୀପ ସମୁଦ୍ରରୁ ଧରା ହେଲା ବିରଳ ଦାମୀ ମାଛ। ଧରାଯାଇଥିବା ୧୭ଟି ମାଛକୁ ପ୍ରାୟ ୨୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାରେ ନିଲାମ କରାଯାଇଛି ।  ଯାହାର ଓଜନ ୩ କ୍ଵିଣ୍ଟାଲରୁ ଅଧିକ ରହିଛି। ସେହି ମାଛର ନାଁ ରହିଛି ତେଲିଆ ବୋରେଇ  ।ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି ବୋଲି…

ଧାରଣାରେ ଏମ୍ସ ସଫେଇ କର୍ମଚାରୀ: ଡାକ୍ତରଖାନା ପରିସରରେ ବାଜିଲାନି ଝାଡୁ

ଭୁବନେଶ୍ୱର:ଭୁବନେଶ୍ୱର ଏମ୍ସରେ ଶ୍ରମିକ ଛଟେଇକୁ ନେଇ ପ୍ରତିବାଦ ତୀବ୍ର ରୂପ ଆଜି ନେଇଛି । ଶ୍ରମିକ ଛଟେଇ ଓ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଭୁବନେଶ୍ୱର ଏମ୍ସର ଶତାଧିକ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସଫେଇ କର୍ମଚାରୀମାନେ ଏମ୍ସ ନିର୍ଦ୍ଦେଶକଙ୍କ…

କିଛି ଲଢେଇ ହାରିବା ପାଇଁ ଲଢିବାକୁ ପଡ଼ିଥାଏ-କପିଲ ସିବ୍ବଲ

ନୂଆଦିଲ୍ଲୀ:ଧାରା ୩୭୦ ଉଚ୍ଛେଦ ବିରୋଧରେ ଆଗତ ମାମଲାର ରାୟଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଯାଇଛି । ଏହି ଧାରା ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ସାମ୍ବିଧାନିକ ଭାବେ ବୈଧ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି । ତେବେ ରାୟ ଶୁଣାଣି ପୂର୍ବରୁ ବରିଷ୍ଠ…