Latest Odisha News

BREAKING NEWS

Browsing Category

ଫିଚର

ବିଗ ବ୍ୟାସ ଲିଗ: ଖରାପ ପିଚ ଯୋଗୁ ୭ ଓଭର ପରେ ବନ୍ଦ ହେଲା ମ୍ୟାଚ

ସିଡନୀ: ଚଳିତ ବିଗ ବ୍ୟାସ ଲିଗ କ୍ରିକେଟରେ ଏକ ମ୍ୟାଚ ମାତ୍ର ୭ ଓଭର ଖେଳାଯିବା ପରେ ବନ୍ଦ କରି ଦିଆଯାଇଛି । ପୂର୍ବରୁ ଏ ଭଳି ଲଜ୍ଜ୍ୱାଜନକ ଘଟଣା ଏହି ଲିଗରେ ଘଟି ନ ଥିଲା । ୬ ଓଭର ଖେଳାଯିବ ପରେ ୭ମ ଓଭର ବେଳକୁ ପିଚ ଘାତକ ସାବ୍ୟସ୍ତ ହେଉଥିବାରୁ ମ୍ୟାଚ ବନ୍ଦ କରାଯାଇଥିଲା । ମେଲବୋର୍ଣ୍ଣ…

ମହିଳା ନିର୍ଯାତନାରେ ବିଜେପି ଶାସିତ ରାଜ୍ୟ ଆଗରେ: ବିଜେଡି 

ଭୁବନେଶ୍ୱର: ମହିଳା ନିର୍ଯାତନା ନେଇ କେନ୍ଦ୍ରମନ୍ତ୍ରୀ ରଖିଥିବା ମନ୍ତବ୍ଯର ଜାବାବ ଦେଲା ବିଜେଡି। ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି। ଅର୍ଦ୍ଧସତ୍ୟ କହି ଓଡ଼ିଶାକୁ ଅପମାନିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ। ମହିଳା ନିର୍ଯାତନାରେ ବିଜେପି ଶାସିତ…

୧୦୪ ଭାରତୀୟଙ୍କୁ କାହିଁକି ଭିସା ଦେଲା ପାକିସ୍ତାନ?

ଇସଲାମାବାଦ: ଦୀର୍ଘ ଦିନ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଠିକ ନାହିଁ । ଉଭୟ ଦେଶ ନାଗରିକଙ୍କୁ କମ୍ ଭିସା ପ୍ରଦାନ କରୁଛନ୍ତି । ଏହାରି ଭତରେ ପାକିସ୍ତାନ ୧୦୪ ଭାରତୀୟଙ୍କୁ ଭିସା ପ୍ରଦାନ କରିବା ନେଇ ଘୋଷଣା କରିଛି । ଏହି ସମସ୍ତ ଲୋକ ପାକିସ୍ତାନ ଯିବାକୁ ଥିବା ହିନ୍ଦୁ ଶ୍ରଦ୍ଧାଳୁ…

ପୁଲୱାମା ଆକ୍ରମଣ ମାଷ୍ଟରମାଇଣ୍ଡ ଔରଙ୍ଗଜେବ ଆଲମଗୀର ଅପହୃତ 

ଇସଲାମାବାଦ: ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଔରଙ୍ଗଜେବ ଆଲମଗୀରକୁ ଇସଲାମାବାଦରୁ ଅପହରଣ କରାଯାଇଛି । କିଛି ବନ୍ଧୁକଧାରୀ ଅପହରଣକାରୀ ଆସି କାରରେ ଉଠାଇ ନେଇଛନ୍ତି । ବାଇକରେ ହଫିଜାବାଦରୁ ଡେରା ଗାଜି ଯିବାବେଳେ ଆଲମଗୀର ଓ ତା’ର ଜଣେ ସମ୍ପର୍କୀୟଙ୍କୁ…

ପିଆରଙ୍କ ରାଜୁତି ପରେ ଏବେ ଯୁବରାଜଙ୍କ କଥା କିଏ ଉଠାଉଛି: ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ପୁନର୍ବାର ବିଶ୍ୱକପ ବିଜୟରେ ଯୁବରାଜ ସିଂଙ୍କ ଭୂମିକାକୁ ମନେ ପକାଇଛନ୍ତି । ସେ ଏ ନେଇ ଟାର୍ଗେଟ କରି କହିଛନ୍ତି କେତେକ ଖେଳାଳିଙ୍କ ପିଆର ଭଲ ପ୍ରଚାର ଓ ପ୍ରସାର କଲେ । ଯିଏ ବିଶ୍ୱକପ ଜିତାଇଲା ସିଏ ଅଣ୍ଡରଡଗ ହୋଇଥ ରହିଗଲା । ଏବେ ୨୦୧୧ ବିଶ୍ୱକପ…

ବିବାହ ବେଦୀରେ ହଙ୍ଗାମା : ଦ୍ବିତୀୟ ବିବାହ କରିବାକୁ ଯାଇ ସ୍ତ୍ରୀ ଓ ଝିଅଠୁଁ ଛେଚା ଖାଇଲା ବାପା

ଭୁବନେଶ୍ବର : ବାହା ବେଦୀରେ ହଙ୍ଗାମା  । ଲୁଚି ଲୁଚି ଦ୍ବିତୀୟ ବିବାହ କରିବା ମହଙ୍ଗା ପଡିଛି  । ଦୁଇ ଝିଅଙ୍କ ସହ ବାହାବେଦୀରେ ପହଁଞ୍ଚି ଯାଇଛନ୍ତି ସ୍ତ୍ରୀ  । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଂଚଳରେ । ସ୍ଥାନୀୟ ଦୁଲ୍ଲା ଦେବୀ ମନ୍ଦିରରେ…

ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ

ନୂଆଦିଲ୍ଲୀ : ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ  । ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓଙ୍କ ନାଁରେ ମୋହର ବାଜିଛି । କୁଙ୍କୁରୀ ସଂରକ୍ଷିତ ଆସନରୁ ସେ ବିଜୟୀ ହୋଇଛନ୍ତି । ୨୦୨୦ ରୁ ୨୦୨୨ ମସିହା ପର୍ଯ୍ୟନ୍ତ ସେ ରାଜ୍ୟ ବିଜେପି ସଭାପତି ଦାୟିତ୍ବ ତୁଲାଇଥିଲେ ।…

ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ : ଆକାଶ ଆନନ୍ଦଙ୍କ କାନ୍ଧରେ ବିଏସପି ଭାର

ଲକ୍ଷ୍ନୌ:  ବିଏସ୍‌ପି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆଜି ଏକ ବଡ଼ ଘୋଷଣା ନେଇଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଦଳୀୟ ବୈଠକରେ ପୁତୁରା ଆକାଶ ଆନନ୍ଦଙ୍କୁ ଉତ୍ତରାଧିକାରୀ ଭାବେ ଘୋଷଣା କରିଛନ୍ତି। ମାୟାବତୀ ଦଳର ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଏବଂ ରାଜ୍ୟର…

ଗୁଟଖା ବିଜ୍ଞାପନ ପାଇଁ ୩ ଅଭିନେତାଙ୍କୁ କେନ୍ଦ୍ର ସରକାରଙ୍କ ନୋଟିସ୍

ମୁମ୍ବାଇ : ମହଙ୍ଗା ପଡିଛି ପାନ ମସଲା କମ୍ପାନୀର ବିଜ୍ଞାପନ କରିବା  । ଏହି ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କୁ ନୋଟିସ ଜାରି କରାଯାଇଛି । ଏହି ଆବେଦନକୁ ଖାରଜ କରିବାକୁ, କେନ୍ଦ୍ର ସରକାରଙ୍କ ଓକିଲ ଲକ୍ଷ୍ନୌ ହାଇକୋର୍ଟରେ ଆବେଦନ କରିଛନ୍ତି । ସେ…

ରେଞ୍ଜରଙ୍କୁ ଦଳିଦେଲା ଦନ୍ତା

ଭବାନୀପାଟଣା : ଥମୁନି ହାତୀଙ୍କ ଦୌରାତ୍ମ୍ୟ  । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳା ହାତୀର ଜୀବନ ଯାଉଛି ତ ଆଉ କେତେ ମଣିଷ ତାର ବହୁମୂଲ୍ୟ ଜୀବନ ହରାଉଛି । ଆଜି ଏମିତି କିଛି ଘଟଣା ଘଟିଛି ଭବାନୀପାଟଣାରେ । ରେଞ୍ଜରଙ୍କୁ ଦଳି ଦେଇଛି ହାତୀ  । ନର୍ଲା ରେଞ୍ଜ ରତନପୁର ଗାଁ ନିକଟରେ ହାତୀଟି…