Latest Odisha News

BREAKING NEWS

Browsing Category

ଫିଚର

ସାମସଙ୍ଗ ଗାଲାକ୍ସି ଫୋନ ବ୍ୟବହାର କରୁଥିଲେ ସାବଧାନ ! ହୋଇପାରେ ଫୋନ ହ୍ୟାକ୍

ନୂଆଦିଲ୍ଲୀ: ସାମସଙ୍ଗ ଗାଲାକ୍ସି ଫୋନ ବ୍ୟବହାର କରୁଛନ୍ତି କି? ଏବଠୁ ହୋଇଯାଆନ୍ତୁ ସାବଧାନ । ଇଣ୍ଡିଆନ କମ୍ପ୍ୟୁଟର ଏମର୍ଜେନସି ରେସପନସ ଟିମ୍ ବା ସିଇଆରଟି ପକ୍ଷରୁ ଜାରି କରାଯାଇଛି ହାଇରିସ୍କ ଆଲର୍ଟ । ଏହି ଧରଣର ଉଭୟ ପୁରୁଣା ଓ ନୂଆ ଫୋନରେ ଅନେକ ଦୋଷ ଦୁର୍ବଳତା ରହିଛି ରହିଥିବାରୁ ଗ୍ରାହକ…

ଭାରତ ସମେତ ୩୩ ଦେଶର ନାଗରିକଙ୍କୁ ଫ୍ରି ଭିସା ଦେଲା ଇରାନ

ନୂଆଦିଲ୍ଲୀ: ଭାରତ ସମେତ ୩୩ ଦେଶର ନାଗରିକଙ୍କୁ ଇରାନ ଫ୍ରି ଭିସା ପ୍ରଦାନ କରିବ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଇରାନ ଏହି ପଦକ୍ଷେପ ଗ୍ରହଣ କରିଛି । ଆମେରିକାର ପ୍ରତିବନ୍ଧ କାରଣରୁ ଇରାନର ଆର୍ଥୀକ ଅବସ୍ଥା ଖରାପ ରହିଛି । ଏହାକୁ ସୁଧାରିବା ପାଇଁ ସ୍ଥାନୀୟ ସରକାର ଏହି ନିଷ୍ପତି…

ମୁଁ ମରିବି ପଛେ, ଡରିବିନି; ସାହସ ଅଛି ତ ସାମ୍ନାକୁ ଆସ- ହତ୍ୟା ଧମକ ପରେ ବିରୋଧୀଙ୍କୁ ଚାଲେଞ୍ଜ ଦେଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର : ମୁଁ ମରିବି ପଛେ ଡରିବିନି । ମୁଁ ଧର୍ମକୁ ବିଶ୍ୱାସ କରେ । ମୁଁ ଧର୍ମରେ ରହିଛି । ମୋର ଅଧର୍ମ କେବେ କିଛି କ୍ଷତି କରିପାରିବ ନାହିଁ । ସତ୍ୟ ମୋର ଶକ୍ତି ଏବଂ ଶକ୍ତି ମୋର ଅସ୍ତ୍ର । ସାହାସ ଅଛି ତ ସାମ୍ନାକୁ ଆସ, ମୋତେ ମୁକାବିଲା କର । ମୁଁ ଲୁଚିବା ଝିଅ ନୁହେଁ…ମିଡିଆ ଆଗରେ…

ବିଜେଡି ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଲଗାତାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଲେ ନେତା

ଭୁବନେଶ୍ୱର: ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।   ବିଜୁ ବାବୁଙ୍କର ଫଟୋଚିତ୍ରରେ ପ୍ରଥମେ ଶ୍ରଦ୍ଧା ସୁମନ ଅର୍ପଣ ଓ ବନ୍ଦେ ଉତ୍କଳ ଜନନୀ ଗାନ…

ସିଂହଦ୍ବାରରେ ମହାପ୍ରଭୂଙ୍କ ମୂଷିକ ଭକ୍ତ

ପୁରୀ : ମହାପ୍ରଭୁ ଜଗନ୍ନାଥଙ୍କ ମହିମା ଅପାର। ସେ ହେଉଛନ୍ତି ସାରା ବ୍ରହ୍ମାଣ୍ଡର ଠାକୁର ।  ବିଶ୍ବର କୋଣ ଅନୁକୋଣରୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ବଡ ଠାକୁରଙ୍କୁ ଦର୍ଶନ କରିବା ଲାଗି ଆସନ୍ତି  । କେବଳ ମନୁଷ୍ୟ ନୁହଁନ୍ତି , ଦେବତା, ଦାନବ, ଯକ୍ଷ ଯେପରି କାଳିଆ ଠାକୁରଙ୍କ ଦର୍ଶନ ପାଇଁ…

ବେକାର ଯୁବକ-ଯୁବତୀଙ୍କୁ କେବେ ମିଳିବ ସ୍ଥାୟୀ ନିଯୁକ୍ତି?

ଭୁବନେଶ୍ବର : ରାଜଧାନୀରେ ଗର୍ଜିଲେ ବେକାର ଯୁବକ-ଯୁବତୀ  । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା କେବେ ମିଳିବ ସ୍ଥାୟୀ ନିଯୁକ୍ତି । ଦୀର୍ଘ ଦିନ ହେବ ବେକାର ଯୁବକ-ଯୁବତୀ ମାନେ ସ୍ଥାୟୀ ନିଯୁକ୍ତି ଲାଗି ଦାବି କରିଆସୁଛନ୍ତି  । ହେଲେ ସରକାର ନିଦା ବିଷ୍ଣୁ ପାଲଟିଛନ୍ତି । ଏହାର ଉତ୍ତର…

ପାଣ୍ଡିଆନ ଆଗାମୀ ନିର୍ବାଚନ ଲଢିବେ ନାହିଁ : ସ୍ପଷ୍ଟ କଲା ବିଜେଡି

ଭୁବନେଶ୍ୱର:ନିର୍ବାଚନ ଲଢିବେନି ଭିକେ ପାଣ୍ଡିଆନ । ସେ ଜନସେବା କରିବେ । ସେ ଜନସେବା କରିବା ପାଇଁ ପ୍ରଶାସନିକ ସେବା ଚାକିରି ଛାଡିଛନ୍ତି । ଆଗକୁ ମଧ୍ୟ ଜନସେବା ଜାରି ରଖିବେ । ହେଲେ ସେ ଆଗାମୀ ନିର୍ବାଚନ ଲଢିବେ ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି ବିଜେଡି ନେତା ତଥା ଉପସଭାପତି ଦେବୀ ମିଶ୍ର…

ଆଉ ୫ବର୍ଷ ବଢିଲା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି

ଭୁବନେଶ୍ବର : ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ । ୨୦୨୪ ଜାନୁଆରୀ ପହିଲାରୁ  ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ହିତାଧିକାରୀ ମାନେ ଏହି ସୁବିଧା ପାଇବେ।  ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ହିସାବରେ ୫ ବର୍ଷରେ ୧୨୫୦ କୋଟି ଟଙ୍କା ନିଜ…

ଆଜିଠୁ ରାଜସ୍ଥାନରେ ଭଜନ୍ ରାଜ୍ : ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ

ନୂଆଦିଲ୍ଲୀ : ରାଜସ୍ଥାନରେ ଭଜନ୍ ରାଜ୍  । ଆଜିଠୁ ଆରମ୍ଭ ହୋଇଛି ଭଜନରାଜ୍ ସରକାର  । ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଭଜନଲାଲ୍ ଶର୍ମା  । ଜୟପୁରର ରାମ ନିବାସ ବାଗରେ ଶପଥ ସମାରୋହ ଆୟୋଜିତ ହୋଇଛି  ।  ରାଜ୍ୟପାଳ କଲରାଜ୍ ମିଶ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି ।…

ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ପରୀକ୍ଷା : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ

ଭୁବନେଶ୍ବର : ଆସନ୍ତା ଫେବୃୟାରୀ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତଦୁଇ ପରୀକ୍ଷା  । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଫେବୃୟାରୀ ୧୬ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। କଳା, ବିଜ୍ଞାନ, ବାଣିଜ୍ୟ…