Latest Odisha News

BREAKING NEWS

Browsing Category

ଫିଚର

ବିନୋଦ କୁମାର ଅଯୋଗ୍ୟ ଘୋଷିତ,ବ୍ରୋଞ୍ଜ ପଦକ ମିଳିବନି

ଟୋକିଓ: ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ପାଇଁ ଏକ ନୈରାଶ୍ୟଜନକ ଖବର ଆସିଛି । ଡିସକସ ଥ୍ରୋରେ ପଦକ ଜିତିଥିବା ବିନୋଦ କୁମାର ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଟେକ୍ନିକାଲ କମିଟିର ନିଷ୍ପତି ପରେ ତାଙ୍କୁ ଏବେ ଆଉ ଏହି ପଦକ ମିଳିବନି । ଏଫ-୫୨ କ୍ଲାସ ପାଇଁ ସେ ଫିଟ ନୁହନ୍ତି ବୋଲି ଅଭିଯୋଗ…

ଗଞ୍ଜାମ ଜିଲ୍ଲାରେ ଆଉ ୧୦ଟି ରୂପାନ୍ତର ବିଦ୍ୟାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ : ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ୧୦ଟି ରୂପାନ୍ତର ବିଦ୍ୟାଳୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସ୍କୁଲର ଉଦଘାଟନ କରିଛନ୍ତି । ରୁପାନ୍ତର ସ୍କୁଲରେ ଶ୍ରେଣୀ ଗୃହ ସାଙ୍ଗକୁ ଇ-ଲାଇବ୍ରେରୀ ନିର୍ମାଣ…

ବିଜେଡିର ସମାଲୋଚନା, ହତାଶ କର୍ମୀଙ୍କ ମନୋବଳ ବଢ଼ାଇବାକୁ ମାମୁଲି ପ୍ରସଙ୍ଗ ଉଠାଇଛି ବିଜେପି

ଭୁବନେଶ୍ବର : ରାଜ୍ୟ ବିଜେପିକୁ ବିଜେଡିର ସମାଲୋଚନା । ୨୦୧୯ରୁ ସାଧାରଣ ନିର୍ବାଚନ ଓ ପରବର୍ତ୍ତି ଉପନିର୍ବାଚନରେ ହାରିବା ପରେ ନିରୁତ୍ସାହିତ ଅଛନ୍ତି ବିଜେପି ନେତା ଓ କର୍ମୀ । ସେମାନଙ୍କ ଉତ୍ସାହିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବିଜେପି । ଏଥିପାଇଁ ବିଜେପି ପ୍ରତିଦିନ ମାମୁଲି…

କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ : କଟକ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅର୍ଜୁନ ଜେନାକୁ ଗିରଫ କରିଛି କନ୍ଦରପୁର ପୋଲିସ । ବାକି ଟଙ୍କା ମାଗିବାରୁ ସୁଦର୍ଶନ ଶତପଥୀଙ୍କୁ ଅଭୀଯୁକ୍ତ ଅର୍ଜୁନ ହତ୍ୟା କରିଥିବା କହିଛି ପୋଲିସ । ସୂଚନା…

ଡେଙ୍ଗୁ ନିୟନ୍ତ୍ରଣ ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ବତନ୍ତ୍ର ସଫେଇ ଅଭିଯାନ

ରାଉରକେଲା : ରାଉରକେଲା ସହରରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛ ରାଉରକେଲା ମହାନଗର ନିଗମ । ଏଥିପାଇଁ ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ସଫେଇ ଅଭିଯାନ । ସହରର ସମସ୍ତ ଜନଗହଳିପୂର୍ଣ୍ଣ ମାର୍କେଟ ଅଞ୍ଚଳକୁ ସ୍ବଛ ଓ ପରିସ୍କାର ରଖିବା ପାଇଁ ରାଉରକେଲା ମହାନଗର ନିଗମ…

ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ହେବ ସ୍ବାଭାବିକ ଶୁଣାଣି

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ସୁପ୍ରିମକୋର୍ଟରେ ହେବ ସ୍ବାଭାବିକ ଶୁଣାଣି । କରୋନା ମହାମାରୀ ପାଇଁ ଦୀର୍ଘ ଦିନ ଧରି ଭିଡିଓ କନଫରେନ୍ସିଂ ଜରିଆରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇ ଆସୁଥିଲା । ଭର୍ଚୁଆଲ ଶୁଣାଣି ନେଇ ଓକିଲ ମାନଙ୍କୁ କିଛି ଇଚ୍ଛାଧୀନ ସୁଯୋଗ ଦିଆଯାଇଛି । ବାର୍…

ନନ୍ଦନକାନନ ଅନୁଧ୍ୟାନ କଲେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ

ଭୁବନେଶ୍ବର : ନନ୍ଦନକାନନ ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଚିଡ଼ିଆଖାନାର କର୍ତ୍ତୃପକ୍ଷ । ଆଜି କେନ୍ଦ୍ରୀୟ ଚିଡ଼ିଆଖାନାର ପିସିସିଏଫ ୟୁ ପ୍ରକାଶମ ଯୋଗ ଦେଇ ନନ୍ଦନକାନନ ପ୍ରାଣୀ ଉଦ୍ୟ।ନ ଓ ବଟାନିକାଲ ଗାର୍ଡେନର ବିଭିନ୍ନ ଦିଗ ଉପରେ ସ୍ଥିତି ପରଖିଛନ୍ତି । ପ୍ରାଣୀ ଉଦ୍ୟନରେ ବସବାସ କରୁଥିବା…

୩୨ ବର୍ଷ ପରେ କଶ୍ମୀରର ହନ୍ଦୱାଡାରେ ପାଳନ ହେଲା ଜନ୍ମାଷ୍ଟମୀ

ହନ୍ଦୱାଡା: ୩୨ ବର୍ଷ ପରେ ଉତର କଶ୍ମୀରର ହନ୍ଦୱାଡାରେ ଏଥର ପାଳିତ ହୋଇଛି ଜନ୍ମାଷ୍ଟମୀ ମହୋତ୍ସବ । ୧୯୮୯ରେ ଶେଷ ଥର ପାଇଁ ଏଠାରେ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ସକାଳୁ କଶ୍ମୀର ପଣ୍ଡିତମାନେ ପ୍ରଭାତ ପରିକ୍ରମା କରିଥିଲେ । କରୋନା ମହାମାରୀ କବଳରୁ ରକ୍ଷା କରିବା ପାଇଁ…

ଜାଭେଲିନରେ ବିଶ୍ୱ ରେକର୍ଡ ସହ ସୁମିତ ଜିତିଲେ ଭାରତ ପାଇଁ ସ୍ୱର୍ଣ୍ଣ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଭାରତ ତାର ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ଜାଭେଲିନ ଥ୍ରୋୟର ସୁମିତ ଅନ୍ତିଲ ବିଶ୍ୱରେକର୍ଡ ସହ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଫ୬୪ କାଟାଗୋରିରେ ସୁମିତ ୬୮.୫୫ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରିଥିଲେ । ପ୍ରଥମ…

କ୍ରିକେଟକୁ ଅଲବିଦା କହିଲେ ଭାରତୀୟ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି

ମାଡ୍ରାସ: ଭାରତୀୟ କ୍ରିକେଟର ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଭାରତ ପକ୍ଷରୁ ୬ ଟେଷ୍ଟ, ୧୪ ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିଥିବା ବିନ୍ନି ତାଙ୍କ ଶେଷ ମ୍ୟାଚ ୨୦୧୬ରେ ଖେଳିଥିଲେ । ବାଂଲାଦେଶ ବିପକ୍ଷରେ ସେ ୨୦୧୪ରେ ସେ ମାତ୍ର ୪…