Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା

ଭୁବନେଶ୍ବର: ଉଦବେଗ ବଢାଇଲା ଗତ ୪ ବର୍ଷର ରିପୋର୍ଟ । ରାଜ୍ୟରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । ଝିଅ ସଂଖ୍ୟା ହ୍ରାସରେ ୬ ନମ୍ବର ସ୍ଥାନରେ ଓଡ଼ିଶା ଥିବା ରିପୋର୍ଟ କହୁଛି । ଗତ ୪ ବର୍ଷରେ ୨୩ ପ୍ରତିଶତ କମିଛି ଝିଅଙ୍କ ସଂଖ୍ୟା । ପ୍ରତି ୧ ହଜାର ପୁଅରେ ଝିଅଙ୍କ ସଂଖ୍ୟା ରହିଛି ୯୨୫…

ଦୁର୍ଘଟଣାରେ ‘କ୍ୟାସ୍‌ ଲେସ୍‌’ ହେବ ଆହତଙ୍କ ଚିକିତ୍ସା !

ନୂଆଦିଲ୍ଲୀ: ଦେଶରେ ବଢି ଚାଲିଛି ସଡକ ଦୁର୍ଘଟଣା। ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ବର୍ତ୍ତମାନ ସଡ଼କ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ନିମନ୍ତେ କ୍ୟାସ୍‌ ଲେସ୍‌ ଚିକିତ୍ସା ବ୍ୟବସ୍ଥା କରାଯିବ। ଏଥିପାଇଁ ଯୋଜନା କରୁଛନ୍ତି…

କିଏ କହିଲେ ସଲମାନ ମୋ ଘୃଣାର ପାତ୍ର ହେବା ପାଇଁ ଯୋଗ୍ୟ ନୁହନ୍ତି

ମୁମ୍ବାଇ: ସଲମାନ ଖାଁ ବଲିଉଡର ସୁପରଷ୍ଟାର ହୋଇପାରନ୍ତି ସତ, ମାତ୍ର ସେ ମୋ ଘୃଣାର ପାତ୍ର ହେବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ କହିଛନ୍ତି । ଅଭିଜିତ ୧୦୦୦ ଫିଲ୍ମରେ ୬୦୩୪ ଗୀତ ଗାଇଛନ୍ତ । ସେ ଶାହାରୁଖ ଖାଁଙ୍କଠାରୁ ଆରମ୍ଭ କରି ସଲମାନ ପାଇଁ ମଧ୍ୟ ହିଟ ଗୀତ…

ଭାରତ ବିପକ୍ଷ ସିରିଜ ପୂର୍ବରୁ ବିବାହ କଲେ ଦକ୍ଷିଣ ଆଫ୍ରିକା ପେସର କୋଏଟଜି

କେପଟାଉନ: ଦକ୍ଷିଣ ଆଫ୍ରିକାର ଯୁବ ପେସ ବୋଲର ଗେରାଲ୍ଡ କୋଏଟଜି ମଙ୍ଗଳବାର ତାଙ୍କ ପ୍ରେମିକା ହନାହ ହର୍ଥୋନଙ୍କୁ ବିବାହ କରିଛନ୍ତି । ଉଭୟ ଦୀର୍ଘ ଦିନ ହେବ ପରସ୍ପରକୁ ଭଲ ପାଉଥିଲେ । ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ସେ ଏହି ବିବାହ କରିଛନ୍ତି । ଡିସେମ୍ବର ୧୦ରୁ ଟି୨୦ ସିରିଜ ଆରମ୍ଭ…

ପରାଜୟ ପରେ ବି କମଳନାଥଙ୍କ ମନରେ ସଂଶୟ : ବିଧାୟକମାନେ ନିଜ ଗାଁରେ ୫୦ ଖଣ୍ଡ ଭୋଟ ପାଇନାହାନ୍ତି, ଏହା କେମିତି ସମ୍ଭବ ?

ନୂଆଦିଲ୍ଲୀ: ସରିଲା ଭାଗ୍ୟ ପରୀକ୍ଷା । କିଏ ଜିତିଲା କିଏ ହାରିଲା..ସବୁ ସ୍ପଷ୍ଟ ହୋଇଗଲା ।  ଏବେ ଆତ୍ମସମୀକ୍ଷାର ବେଳ । ତିନି ରାଜ୍ୟରେ କଂଗ୍ରେସ ଶୋଚନୀୟ ଭାବେ ହାରିଛି । ହାତରୁ ଖସି ଯାଇଛି ୨ଟି ରାଜ୍ୟ । ତେଲେଙ୍ଗାନାରେ ବିଆରଏସକୁ ହରାଇ କ୍ଷମତାକୁ ଆସିଛି କଂଗ୍ରେସ । ତେବେ…

ଆଜି ସରିବ , ପୁଣି ଆରବର୍ଷକୁ ଅପେକ୍ଷା…

କଟକ : ୯ ଦିନ ହେଲା ଚାଲିଥିଲା ଯାତ୍ରା । ସନ୍ଧ୍ୟା ହେଲେ ଲାଗୁଥିଲା ଲୋକଙ୍କ ଗହଳି  । ହେଲେ ଆସନ୍ତାକାଲି ସେ ଗହଳି ନଥିବ କି ଯାତ୍ରା ବି ନଥିବ । ଆଉ ସେ ସିଲେଷ୍ଟ୍ରି ଆଇସକ୍ରିମ୍ ର ଗୋଟେ ସଙ୍ଗେ ଗୋଟେ ମାଗଣାର ଡାକ ଶୁଭିବନି କି ମସଲାରେ ଜବରଦସ୍ତ ଅଫରର ଡାକ । ପୁରା ଖାଁ ଖାଁ ହୋଇପଡିବ…

ଡିସେମ୍ବର ୯ରେ ନମନର ୨ୟ ସଂସ୍କରଣ : ମହିଳା ପୁଲିସଙ୍କୁ କରାଯିବ ସମ୍ମାନିତ

ଭୁବନେଶ୍ବର :  ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ନମନର ୨ୟ ସଂସ୍କରଣ । ୭ମ ବାଟାଲିୟନ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ  । ନମନ ପୁଲିସ ଭାଇ ଭଉଣୀ ତଥା ସେମାନଙ୍କ ପରିବାର ପାଇଁ ଉତ୍ସର୍ଗୀକୃତ ଏବଂ ନିଆରା ଓ ଅନନ୍ୟ କାର୍ଯ୍ୟକ୍ରମ  । ପୋଲିସ ପ୍ରଶାସନ ସର୍ବଦା ଆଇନ…

ପରଲୋକରେ CID ଫେମ୍ ଦିନେଶ ଫଡନୀସ୍

ମୁମ୍ବାଇ : ପରଲୋକରେ ସିଆଇଡି ଇନ୍ସପେକ୍ଟର ଫ୍ରେଡେରିକ୍ସ ଦିନେଶ ଫଡନିଶଙ୍କର । କାନ୍ଦିଭାଲିର ଟୁଙ୍ଗା ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୭ ବର୍ଷ ବୟସ ହୋଇଥିଲା । ସୋନି ଟିଭିର ଲୋକପ୍ରିୟ କ୍ରାଇମ୍  ସୋ ସିଆଡିରେ ସେ ନିଖୁଣ ଅଭିନୟ କରି…

ପାକିସ୍ତାନ ଆଙ୍କରଙ୍କ ବିସ୍ଫୋରକ ବୟାନ: ‘ଭାରତରେ ମୁସଲମାନଙ୍କୁ ବଞ୍ଚାଇବା ପାଇଁ ଆଉ ଜଣେ ଜିନ୍ନା ଦରକାର‘

ଇସଲାମବାଦ: ସ୍ୱାଧୀନତା ସମୟରେ ଅର୍ଥାତ ୧୯୪୭ରେ ଭାରତ-ପାକିସ୍ତାନ ବିଭାଜିତ ହୋଇଥିଲା । ଧର୍ମ ନାଁରେ ଏକ ଅଲଗା ଦେଶ ଗଠନ ପାଇଁ ମହମ୍ମଦ ଅଲ୍ଲି ଜିନା ଦାବି କରିଥିଲେ ଯାହାର ଫଳ ହେଉଛି ପାକିସ୍ତାନ  । ସେ ବିଭାଜନର ଦୟନୀୟ କାହାଣୀ ସମସ୍ତେ ଜାଣନ୍ତି । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ହେଲେ…