Latest Odisha News

BREAKING NEWS

Browsing Category

ଫିଚର

ପ୍ରାକୃତିକ ବୁଲେଟ ପ୍ରୁଫ ପିନ୍ଧିଥିବା ଜୀବ

ନୂଆଦିଲ୍ଲୀ: ଏହି ବିଶ୍ୱ ରହସ୍ୟମୟ । ସ୍ରଷ୍ଟା ନିଜସ୍ୱ ଶୈଳୀରେ ସମସ୍ତ ଜୀବଙ୍କୁ ଏକ ସ୍ୱତନ୍ତ୍ର ଜୀବନ ଓ ପରିଚୟ ଦେଇଛନ୍ତି । ଆମେମାନେ ଅସ୍ତ୍ରଶସ୍ତ୍ର ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ବୁଲେଟପ୍ରୁଫ ଜ୍ୟାକେଟ ପିନ୍ଧୁଛେ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏପରି ଏକ ଜୀବ ଅଛି…

ହମାସ ଟନେଲରେ ସମୂଦ୍ର ପାଣି ଛାଡିବ ଇସ୍ରାଏଲ

ଗାଜା: ହମାସ ଆତଙ୍କବାଦୀଙ୍କୁ ଗାଜାର ଟନେଲ ମଧ୍ୟରୁ ବାହାର କରିବା ପାଇଁ ଇସ୍ରାଏଲ ଡିଫେନ୍ସ ଫୋର୍ସ ନୂତନ ରଣ କୌଶଳ ବ୍ୟବହାର କରିବାକୁ ଯାଉଛି । ରିପୋର୍ଟ ମୁତାବକ ଆଇଡିଏଫ ସମୂଦ୍ର ପାଣିକୁ ଟନେଲ ମଧ୍ୟରେ ଛାଡିବା ପାଇ ଯୋଜନା କରୁଛି । ଗାଜାର ଅଲ ଶାତୀ ଡାକ୍ତରଖାନା ତଳେ ଥିବା ଟନେଲ ନିକଟରେ…

କାହିଁକି ଏଠାରେ ବେଙ୍ଗକୁ ପୂଜା କରନ୍ତି ଲୋକ ?

ନୂଆଦିଲ୍ଲୀ : ଆମ ଭାରତବର୍ଷରେ ଅନେକ  ମଠ ମନ୍ଦିର ରହିଛି । ଆପଣମାନେ ଜାଣିଥିବେ , ସବୁଠି ଦେବାଦେବୀ ମାନଙ୍କୁ ପୂଜାର୍ଚ୍ଚନା କରାଯାଏ  । ହେଲେ ଆଜି ଆମେ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ  । ଯେଉଁଠି ଲୋକମାନେ ବେଙ୍ଗକୁ ପୂଜାର୍ଚ୍ଚନା କରନ୍ତି । ଉତ୍ତରପ୍ରଦେଶର ଲକ୍ଷ୍ମୀମପୁର…

ସକାଳେ ପିଅନ୍ତୁ ଅଧାଗ୍ଲାସ, ଦୂର ହେବ ଏହି ସମସ୍ୟା….

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ନିଜ ସ୍ବାସ୍ଥ୍ୟକୁ ନେଇ ବହୁ ସଚେତନ ରହିଥାନ୍ତି  । କେହି କେହି ସକାଳୁ ଉଠି ବ୍ୟାୟାମ କରନ୍ତି ତ , ଆଉ କିଏ ଜିମ୍ ଯାଇ ଏକ୍ସସାଇଜ୍ କରନ୍ତି । ସାଧାରଣତଃ କିଛି ଲୋକ ସକାଳୁ ଉଠି ଲେମ୍ବୁ ପାଣି ପିଇଥାନ୍ତି । ତେବେ ଆସନ୍ତୁ ଜାଣିବା ଲେମ୍ବୁ ପାଣି ଆମ ଶରୀର…

ଆଉ କିଛି ଘଣ୍ଟା ମଧ୍ୟରେ ଆନ୍ଧ୍ର ଉପକୂଳ ଛୁଇଁବ ବାତ୍ୟା ମିଗଜୋମ୍ : କାଲି ଗଜପତି ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ବର : ଉଗ୍ର ରୂପ ଧାରଣ କରି ସ୍ଥଳଭାଗ ମୁହାଁ ହେଉଛି ଭୀଷଣ ବାତ୍ୟା ମିଗଜୋମ୍ । କିଛି ଘଣ୍ଟା ମଧ୍ୟରେ ଏହା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ  । ନେଲୋର ଓ ମଚ୍ଛଲିପାଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ  । ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ମିଗଜୋମ୍  । ଏହା…

ଓଡ଼ିଶା ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ ଆକ୍ଲେଡସ୍ ୨୦୨୩: ଫ୍ରଣ୍ଟାୟର ମିଡିଆକୁ ବଡ ସଫଳତା

ଭୁବନେଶ୍ୱର: ଫ୍ରଣ୍ଟାୟର ମିଡିଆ କ୍ୱିଜୋଟିକାର(Quizzotica) ସପ୍ତମ ସଂସ୍କରଣରେ ଏହାର ଉଦ୍ୟୋଗୀ ମନୋଭାବ ପାଇଁ ସ୍ୱୀକୃତି ଲାଭ ପାଇଛି। କମ୍ପାନୀକୁ "ବୁଟସଷ୍ଟ୍ରାପେଡ ବିଜିନେସ୍" ବର୍ଗରେ ସମ୍ମାନଜନକ ଓଡ଼ିଶା ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଆକୋଲେଡ୍ସ ୨୦୨୩ ମିଳିଛି। ଏଥିସହ ବିନା ବାହ୍ୟ ପାଣ୍ଠିରେ…

ଓଡ଼ିଶାରେ ମହିଳାଙ୍କ ବିରୋଧରେ ଅପରାଧ କମୁଛି, ସାମଗ୍ରିକ ଭାବେ ବଢ଼ିଛି

ଭୁବନେଶ୍ୱର: ୨୦୨୨ ପାଇଁ ଓଡ଼ିଶାର ଅପରାଧ ପରିସଂଖ୍ୟାନ ଏକ ମିଶ୍ରିତ ଚିତ୍ର ଉପସ୍ଥାପନ କରିଛି। ମହିଳାଙ୍କ ବିରୋଧରେ ଅପରାଧ ହ୍ରାସ ପାଉଥିବା ବେଳେ ରାଜ୍ୟରେ ଅପରାଧ ବଢ଼ିବାରେ ଲାଗିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟରେ ୨୦୨୧ ତୁଳନାରେ ମହିଳାଙ୍କ ବିରୋଧରେ ଅପରାଧରେ ୨୪%…

‘ମିଗଜୋମ୍’ ପାଇଁ ବିମାନ ସେବା ପ୍ରଭାବିତ: ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିବା ଦୁଇଟି ବିମାନ ବାତିଲ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ 'ମିଗଜୋମ୍' ଆକାଶ ମାର୍ଗରେ ବିମାନ ସେବାକୁ ପ୍ରଭାବିତ କରିଦେଇଛି। ଯାହାଫଳରେ ସୋମବାର ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିବା ଦୁଇଟି ବିମାନକୁ ବାତିଲ କରିବାକୁ ପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାତି ୧୧ଟା ଯାଏଁ ବିମାନ ଚଳାଚଳ…

ଧାନ ସଂଗ୍ରହ କେନ୍ଦ୍ରରୁ ଚୋରି ହୋଇଗଲା ଧାନ ବସ୍ତା, ଅଭିଯୋଗ ଆଣି ଅସନ୍ତୋଷ ଝାଡିଲେ ଚାଷୀ

ନୂଆପଡ଼ା: ଧାନ ସଂଗ୍ରହ କେନ୍ଦ୍ରରୁ ବହୁ ବସ୍ତା ଧାନ ରହସ୍ୟଜନକ ଭାବେ ଗାଏବ ହୋଇଯିବା ପରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। କୋମନା ବ୍ଲକର ଗଣ୍ଡମେର ପ୍ରାଥମିକ କୃଷି ସମବାୟ ସମିତି କେନ୍ଦ୍ରରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଧାନକୁ ଗଚ୍ଛିତ ରଖିଥିଲେ। କିନ୍ତୁ ସୋମବାର ଦିନ ସେମାନେ 10ଟି…

ଅନୁଗୁଳ ତାଳଚେରରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ, ସରକାର ଦେଲେ ଅନୁମତି

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ତାଳଚେରରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୋମବାର ଏକ ବିଜ୍ଞପ୍ତିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି, ନୂତନ ମେଡିକାଲ କଲେଜ କାର୍ଯ୍ଯକ୍ଷମ କରିବା ପାଇଁ ପ୍ରସ୍ତୁତି ସ୍ୱରୂପ ଏମସିଏଲ ବର୍ତ୍ତମାନର…