Latest Odisha News

BREAKING NEWS

Browsing Category

ଫିଚର

ପ୍ରେମିକ ସ୍ତ୍ରୀକୁ ସତ କହିବାକୁ ଯାଇ ଫସିଗଲେ ପ୍ରେମିକା, ଜଙ୍ଗଲରୁ ଉଦ୍ଧାର ହେଲା ୩୧ ଖଣ୍ଡ ବିଖଣ୍ଡିତ ଶରୀର

ନବରଙ୍ଗପୁର: ପ୍ରେମିକାକୁ ହତ୍ୟା କଲା ପ୍ରେମିକ। ଆଉ ସହଯୋଗର ହାତ ବଢାଇଛନ୍ତି ପ୍ରେମିକର ପତ୍ନୀ । କଥାଟି ଟିକେ ଅବୁଝା ଲାଗୁଛି କିନ୍ତୁ ଏହା ସତ । କହି ରଖୁଛୁ ହତ୍ୟାର ଶିକାର ହୋଇଥିବା ଯୁବତୀ ଜଣଙ୍କ ଜାଣିଥିଲା ଯେ ସେ ଯାହାକୁ ଭଲ ପାଉଛି ସେ ବିବାହିତ। କିନ୍ତୁ ପରେ ନିଜ ପ୍ରେମ ସମ୍ପର୍କରେ…

କାର୍ତ୍ତିକ ପୂର୍ଣ୍ଣମୀ ପରଦିନଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ନଭେମ୍ବର ୨୮ରୁ ଆରମ୍ଭ ହେବ। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି ତେଣୁ ପୂର୍ଣ୍ଣମୀ ପର ଦିନଠାରୁ ଲେଜର ସ୍କାନିଂ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର…

ଡାଇନୋସରଙ୍କ ଅସ୍ତିତ୍ୱ ନେଇ ଚାଂଚଲ୍ୟକର ଖୁଲାସା କଲେ ବୈଜ୍ଞାନିକ

ୱାଶିଂଟନ: ଏକ ନୂତନ ଅଧ୍ୟନରେ ଜଣାପଡିଛି ଯେ, ଡାଇନୋସରଙ୍କ ଅସ୍ତିତ୍ୱ ଏବେ ବି ରହିଛି । ଅବଶ୍ୟ ଏହା ପୃଥିବୀରେ ନୁହେଁ ଅନ୍ୟ ଗ୍ରହରେ ଥିବା ନେଇ ସେମାନେ ସମ୍ଭାବନା ବ୍ୟକ୍ତ କରିଛନ୍ତି । ରୟାଲ ଆଷ୍ଟ୍ରୋନୋମିକାଲ ସୋସାଇଟି ଜର୍ଣ୍ଣାଲରେ ଏ ସମ୍ପର୍କରେ ଲେଖା ପ୍ରକାଶ ପାଇଛି । ପୃଥିବୀଠାରୁ ଦୂର…

୧୯ ବର୍ଷରୁ କମ୍ ଏସିଆ କପ୍ ପାଇଁ ଭାରତୀୟ ଟିମ୍ ଘୋଷଣା

ମୁମ୍ବାଇ, ୨୫।୧୧: ଏସିସି ପୁରୁଷ ୧୯ ବର୍ଷରୁ କମ୍ ଏସିଆ କପ୍ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ପଞ୍ଜାବ ବ୍ୟାଟ୍ସମ୍ୟାନ୍ ଉଦୟ ସାହାରନ୍ ଡିଫେଣ୍ଡିଂ ଚାମ୍ପିଅନ୍ ଇଣ୍ଡିଆର ୧୫ ସଦସ୍ୟ ବିଶିଷ୍ଟ ଦଳର ନେତୃତ୍ୱ ନେବେ । ୧୯ ବର୍ଷୀୟ କ୍ରିକେଟର ସାହାରନ କିଛି ସମୟ ହେବ ଚୟନକର୍ତ୍ତାଙ୍କ ରାଡାରରେ…

ବିଜେପି ଦେଲା ଧମକ: ଆଦିବାସୀ ଜମି ହସ୍ତାନ୍ତର ବିଲ ସଂପୂର୍ଣ୍ଣ ପ୍ରତ୍ୟାହାର ନ ହେଲେ ଡିସେମ୍ବର ୧ରୁ ଜନ ଅନ୍ଦୋଳନ

ଭୁବନେଶ୍ୱର:ଆଦିବାସୀଙ୍କ ଜମି ଲୁଟିବାକୁ ଚକ୍ରାନ୍ତ କରୁଛନ୍ତି । ସାଧାରଲ ଲୋକ ଓ ଶିଳ୍ପପତି କିପରି ଆଦିବାସୀଙ୍କ ଜମିକୁ ହଡପ କରିବେ ସେଥିପାଇଁ ସୁୁୁଚିନ୍ତିତ ଯୋଜନା କରୁଥିଲେ ସରକାର । ହେଲେ ବିରୋଧି ତାହା କରିବାକୁ ଦେବେନି । ଏ ନିଷ୍ପତ୍ତି ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ । ଯଦି ନ…

କଂଗ୍ରେସର ନିର୍ବାଚନୀ ପ୍ରତିଶ୍ରୁତି: କ୍ଷମତାକୁ ଆସିଲେ ରାଜ୍ୟରେ ଜାତିଭିତିକ ଜନଗଣନା କରାଇବୁ 

ଭୁବନେଶ୍ୱର:ଓଡ଼ିଶା ସରକାର ଓବିସି କମିଶନ ଗଠନ କରି ତରବରିଆ ଭାବେ ଯେଉଁ ସର୍ଭେ କରିଛନ୍ତି ସେଥିରେ ଅନେକ ସଂପ୍ରଦାୟ ବାଦ ପଡ଼ିଯାଇଛନ୍ତି । ଘରକୁ ଘର ବୁଲି ଠିକ୍ ଭାବରେ ସର୍ଭେ କରାଯାଇନାହିଁ । ଆମ ଜନସଂଖ୍ୟାରେ ସମ୍ପୂର୍ଣ୍ଣ ସାମାଜିକ ଓ ଅର୍ଥନୈତିକ ଚିତ୍ରର ସ୍ପଷ୍ଟତା ପାଇବାପାଇଁ କଂଗ୍ରେସ ଦଳ…

ଡ୍ରାଭିଡଙ୍କୁ ମେଂଟର କରିବା ପାଇଁ ଲକ୍ଷ୍ନୌ, ରାଜସ୍ଥାନ ଆଗ୍ରହୀ

ଅହମ୍ମଦାବାଦ: ବିଶ୍ୱକପ ୨୦୨୩ ପରେ ଭାରତୀୟ କୋଚ ଭାବେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଛି । ଡ୍ରାଭିଡଙ୍କ ଭବିଷ୍ୟତ ପନ୍ଥା ନେଇ ସ୍ପଷ୍ଟ ଭାବେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ । ଆଗାମୀ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ରାଜସ୍ଥାନ ରୟାଲ୍ସ ତାଙ୍କୁ ମେଂଟର କରିବା ପାଇଁ…

ବିରୋଧୀଙ୍କ ପ୍ରଶ୍ନ: ଭୟରେ ନା କାହା ଚାପରେ ଶୀତକାଳୀନ ଅଧିବେଶନ ବନ୍ଦ କଲେ ସରକାର ?

ଭୁବନେଶ୍ୱର: ହଠାତ ବନ୍ଦ ହୋଇଗଲା ବିଧାନସଭାର ଶୀତକାଳୀନ ଅଧିବେଶନ । ବିରୋଧି ସ୍ତବ୍ଧ । ୩୦ଦିନର କାର୍ଯ୍ୟକ୍ରମ ୪ ଦିନରେ ସାରିଦେଲେ ? ହେଲେ କାହିଁକି ? ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ପ୍ରଶ୍ନତାଲିକା ସଜାଡି ରଖିଥିଲେ ବିରୋଧି । ସରକାରଙ୍କୁ ଘେରିବା ପାଇଁ କେତେ ରଣନୀତି ପ୍ରସ୍ତୁତ…

ଏଣିକି ରାଜନୀତିରେ ଚାଲିବ ଓଲଟା ଖେଳ…ବିଜେପିକୁ ଖୋଲା ଚାଲେଞ୍ଜ ଦେଲେ ଦିଦି

କୋଲକାତା: ରାଜନୀତିରେ ଏଣିକି ଚାଲିବ ଓଲଟା ଖେଳ । ଯେମିତି କରିବ ସେମିତି ପାଇବ । ଏଣିକି କେବଳ ଜେସାକୁ ତେସା ନୀତି । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଏମିତି ଧମକ ଦେଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ବଙ୍ଗଳା ପୋଲିସ ବି ବିଜେପି ନେତାଙ୍କ ସହ ସେମିତି ବ୍ୟବହାର କରବ…

ପୁଅର ପ୍ରେମିକାର କେଶକୁ କଇଁଚିରେ କାଟି ଉଲଗ୍ନ କରାଇଲେ ମହିଳା ସରପଞ୍ଚ!

ଅହମଦାବାଦ: ପୁଅର ବାନ୍ଧବୀକୁ ମା'ର ଆକ୍ରମଣ। ଗୁଜରାଟର ତପି ଜିଲ୍ଲାରେ ଜଣେ ମହିଳା ସରପଞ୍ଚଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି । ସେ ତାଙ୍କର ପୁଅର ବନ୍ଧୁଙ୍କୁ ମାଡ଼ ମାରିବା ଓ ଉଲଗ୍ନ କରିଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଜଣେ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏଫଆଇଆରରେ…