Latest Odisha News

BREAKING NEWS

Browsing Category

ଫିଚର

ଯୁଦ୍ଧଠାରୁ ୧୫ ଗୁଣ ଅଧିକ ଭୟଙ୍କର ପ୍ରଦୂଷଣ: ବିଶ୍ୱ ପ୍ରଦୂଷଣ ବଢାଇବାରେ ଚୀନ ୧ ନମ୍ବର

ନୂଆଦିଲ୍ଲୀ: ଦୁବାଇରେ COP28 ସମିଟ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଭାଗ ନେବା ପାଇଁ ଦୁବାଇ ଗସ୍ତରେ ଯାଇଛନ୍ତି । ଏହି ସମ୍ମେଳନର ଏକ ସ୍ୱତନ୍ତ୍ର ମହତ୍ୱ ରହିଛି । ଏଥିରେ କୌଣସି ରାଜନୈତିକ ବା ସାମରିକ ଦିଗକୁ ନେଇ ଆଲୋଚନା ହୋଇ ନ ଥାଏ । ବରଂ…

ଭିଜିଲାନ୍ସ ଟ୍ରାପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସର କନିଷ୍ଠ କିରାଣି

ବାଲେଶ୍ବର: ଭିଜିଲାନ୍ସ ଜାଲରେ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସର କନିଷ୍ଠ କିରାଣି। ଲାଞ୍ଚ ନେବାବେଳେ କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ନାଥଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍। ଜଣେ ହିତାଧିକାରୀଙ୍କ ବାପାଙ୍କ ନାଁରେ ଥିବା ଜମିପଟ୍ଟା ରେକର୍ଡର ନକଲ ଦେବାପାଇଁ ୪୦୦୦ ଟଙ୍କା ଲାଞ୍ଚ…

ଅଞ୍ଜୁଙ୍କ ଭାରତ ଫେରିବାକୁ ନେଇ ଚିନ୍ତାରେ ସୁରକ୍ଷା ଏଜେନ୍ସି : ଚାଲିଛି ତନାଘନା

ନୂଆଦିଲ୍ଲୀ: ୪ ମାସ ଏକ ସପ୍ତାହ ଏବଂ ୧ ଦିନ ପରେ ପାକିସ୍ତାନ ଯାଇଥିବା ଅଞ୍ଜୁ ଭାରତ ଫେରି ଆସିଛନ୍ତି । ଅଞ୍ଜୁ ଚଳିତ ବର୍ଷ ଜୁଲାଇ ୨୧ ତାରିଖରେ ନିଜ ସ୍ୱାମୀ ଏବଂ ପରିବାରକୁନ ଜଣାଇ ଲୁଚି ଲୁଚି  ରାଜସ୍ଥାନର ଭିବାଡି ଦେଇ ପାକସ୍ତାନ ଚାଲି ଯାଇଥିଲେ । ହେଲେ ନଭେମ୍ବର ୨୯ ତାରିଖ ସନ୍ଧ୍ୟାରେ…

ରାଜସ୍ଥାନରେ ଉପରେ ଉପରେ ବିଜେପି-କଂଗ୍ରେସ ଖୁସ୍: ହେଲେ ଭିତିରିଆ ଚାଲିଛି ଅଙ୍କକଷା

ନୁଆଦିଲ୍ଲୀ:ଶେଷ ହୋଇଛି ନିର୍ବାଚନ । ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ମିଜୋରାମରେ କିଏ ଗଢିବ ସରକାର ? ଦିନକ ପରେ ଅର୍ଥାତ ତିନି ତାରିଖରେ ମିଳିବ ଏହାର ଉତ୍ତର । ହେଲେ ତା ପୂର୍ବରୁ ଏକ୍ଜିଟ ପୋଲ ଦୁଇ ପ୍ରମୁଖ ଦଳ ବିଜେପି-କଂଗ୍ରେସ ପାଇଁ ଆଣି ଦେଇଛି ଖୁସି ।…

୧୩ଟି ସ୍କୁଲରେ ବୋମା ରଖାଯାଇଥିବା ନେଇ ଇମେଲରେ ମିଳିଲା ଧମକ: ପୋଲିସ ତନାଘନା ଜାରି

ବେଙ୍ଗାଲୁର:ବେଙ୍ଗାଲରୁର ୧୩ଟି ସ୍କୁଲରେ ଖେଳି ଯାଇଛି ଆତଙ୍କ । ସ୍କୁଲରେ ବୋମା ଥିବା ନେଇ  ଇମେଲରେ ମିଳିଛି ଧମକ । ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ୟେଲହାଙ୍କା, ବାସଭେଶ୍ୱରନଗର ସମେତ ଅନ୍ୟ କେତେକ ଇଲାକାରେ ଥିବା ୧୩ଟି…

ଟି୨୦ ବିଶ୍ୱକପରେ ରୋହିତ ଅଧିନାୟକ ହେବା ନେଇ ଏବେ ବି ଲାଗି ରହିଛି ସସ୍ପେନ୍ସ

ଦିନିକିଆ ବିଶ୍ୱକପ କ୍ରିକେଟରେ ରୋହିତ ଶର୍ମା ନେତୃତ୍ୱରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲ ହର୍ଡଲ୍ସ ପାର କରିପାରି ନ ଥିଲା । ପ୍ରଶଂସକମାନେ ଏତେ ମାତ୍ରାରେ ତାଙ୍କ ନେତୃତ୍ୱକୁ ଭରୋଷା କରି ନେଇଥିଲା ଯେ, ଭାରତ ବିଶ୍ୱକପ ଜିତିବା ବ୍ୟତୀତ ସେମାନେ ଅନ୍ୟ କିଛି ଚିନ୍ତା କରୁ ନ…

ଭୁବନେଶ୍ୱରରେ ପହଞ୍ଚିଲେ ଉତ୍ତରକାଶୀ ଟନେଲରେ ଫସିଥିବା ୪ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଟନେଲରୁ ଉଦ୍ଧାର ହୋଇଥିବା ୪ ଓଡ଼ିଆ ଶ୍ରମିକ ଭୁବନେଶ୍ୱରରେ ପହଞ୍ଚିଲେ । ଆଜି ମଧ୍ୟାହ୍ନରେ ସେମାନେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଉତ୍ତରକାଶୀର ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ଥିଲେ । ତେବେ ୪ ଜଣ ଫେରିଥିବାବେଳେ ତପନ ମଣ୍ଡଳ…

ବିଦେଶରେ ମୋଦି ନାରା..‘ଅବ କି ବାର.. ୪୦୦ ପାର’

ନୂଆଦିଲ୍ଲୀ: ଦେଶରେ ନିର୍ବାଚନୀ ମାହୋଲ ସରଗରମ । ଆଉ ବିଦେଶରେ ଦେଖାଦେଇଛି ଏହାର ଉଷ୍ମତା । ଗ୍ଲୋବାଲ ଲିଡରଙ୍କ ପାଇଁ ଗ୍ଲୋବାଲ ନାରା ଶୁଣିବାକୁ ମିଳିଛି ଦୁବାଇରେ ।  ପ୍ରଧାନମନ୍ତ୍ରୀଙ୍କ ଦୁବାଇ ଗସ୍ତ ସମୟରେ ଦେଖିବାକୁ ମିଳିଛି ଏମିତି କିଛି  ଦୃଶ୍ୟ । ସେଠାରେ ପହଞ୍ଚିବା କ୍ଷଣି ପ୍ରବାସୀ…

ବିଶ୍ୱର ସବୁଠାରୁ ଦୁଃଖୀ ହାତୀର ପରଲୋକ

ମନିଲା: ମନିଲା ଜୁରେ ରହୁଥିବା ବିଶ୍ୱର ସବୁଠାରୁ ଦୁଃଖୀ ହାତୀର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ମାଳି ନାମକ ଏହି ହାତୀୟ ବୟସ ୪୩ ରହିଥିବା ଅନୁମାନ କରାଯାଇଛି । ଜୁର ମୂଖ୍ୟ ଚିକିତ୍ସକ ହେନରିକ ପ୍ୟାଟ୍ରିକ ମାଳିକୁ କାନ୍ଥରେ ନିଜକୁ ଘଷୁଥିବା ଦେଖିବାକୁ ପାଇଥିଲା । ସେ ରକ୍ତାକ୍ତ ହୋଇ…