Latest Odisha News

BREAKING NEWS

Browsing Category

ଫିଚର

ଅନ୍‌ଲାଇନ୍ ଜୁଆ ଭସାଇନେଲା ସୁନାର ସଂସାର !

ତାମିଲନାଡୁ: ମୋବାଇଲ ଦୋକାନକୁ ନେଇ ଖୁସୀଖୁସୀ ଚାଲୁଥିଲା ସଂସାର ଗାଡି । ବ୍ୟବସାୟ ସହ ମାନସିକ ସ୍ଥିତି ବି ଭଲ ଥିଲା । ହେଲେ ହଠାତ୍ ବନ୍ଧୁ ଓ ଅନଲାଇନ୍ ଜୁଆ ରୂପରେ ଜୀବନରେ ମାଡିଆସିଥିଲା ଅନ୍ଧାରୁଆ ମେଘ । ଆଉ ତା ପରେ ଜୁଆରେ ଲିଭିଗଲା ଜୀବନ ଦୀପ । ରବିବାର ପୁଡୁଚେରୀର ବିଜୟକୁମାର ନାମକ…

ହାଇଦ୍ରାବାଦ ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ

ଦୁବାଇ : ଆଇପିଏଲର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୧୫୫ ରନର ବିଜୟ ଲକ୍ଷ୍ୟ ହାଇଦ୍ରାବାଦ ଆଗରେ  ରଖିଛି । ଆଜି ହାଇଦ୍ରାବାଦ ଦଳ ଟସ ଜିଣି ରାଜସ୍ଥାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ରାଜସ୍ଥାନର ଦୁଇ ଓପନର ରବିନ ଉଥପ୍ପା ଓ ବେନ ଷ୍ଟୋକ୍ସ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ବି…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୧୨୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୫୭,୦୪୧ ଛୁଇଁଛି।…

ହିତାଧିକାରୀଙ୍କ ସୁବିଧା ପାଇଁ ଏବେ ସବୁ କାମ ହେବ ଅନଲାଇନରେ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ପକ୍ଷରୁ ଧାନ ସଂଗ୍ରହ ପଞ୍ଜୀକରଣ ଠାରୁ ଆରମ୍ଭ କରି ରେସନ କାର୍ଡ ଆବେଦନ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ପାଇଁ ଅନଲାଇନ ବ୍ୟବସ୍ଥା ଆରମ୍ଭ କରାଯାଉଛି। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି କାର୍ଯ୍ୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ…

ରୋନାଲ୍ଡୋ ପୁନର୍ବାର କରୋନା ପଜିଟିଭ

ଲିସବନ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ପୁନର୍ବାର କରୋନା ପଜିଟିଭ ଥିବା ଜଣାପଡିଛି । ଇଟାଲୀର ଜୁଭେଟଂସ ପକ୍ଷରୁ ଖେଳଥିବା ଏହି ଖେଳାଳି ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ । କିଛି ଦିନ ପରେ ସୁସ୍ଥ ଅନୁଭବ କରିବାରୁ ସେ ପୁନର୍ବାର ଟେଷ୍ଟ କରାଇଥିଲେ, ମାତ୍ର ଏହା…

ପୁଣି ଜିତିଲା ସୋସିଆଲ ସାଇଟ, କ୍ଷମା ମାଗିଲା ଇରୋସ ନାଓ : କଙ୍ଗନା କହିଲେ ପର୍ଣ୍ଣର ପେଣ୍ଠସ୍ଥଳୀ ପାଲଟିଛି ଓଟିଟି

ନୂଆଦିଲ୍ଲୀ: ନବରାତ୍ରୀ ତଥା ଦୁର୍ଗା ପୂଜାର ଗାରିମାକୁ କ୍ଷୁର୍ଣ୍ଣ କରିଛି ଇରୋସ ନାଓ । ସୋସିଆଲ ସାଇଟରେ ଦ୍ୱିଅର୍ଥବୋଧକ ସ୍ଲୋଗାନ ଦେଇ ଶସ୍ତା ଲୋକପ୍ରିୟତା ଆପଣାଇ ଲକ୍ଷ୍ୟରେ ଥିବା ଏହି କମ୍ପାନୀକୁ କିନ୍ତୁ ଜନସାଧାରଣ ସୋସିଆଲ ସାଇଟରେ କଡା ଜବାବ ଦେଇଛନ୍ତି । ଶେଷର ନିଜ ଭୁଲ ବୁଝି ଇରୋସ ନାଓ…

ଚଳିତ ଥର ଜମିବନି ‘ଦାଣ୍ଡିଆ ନାଇଟ’ର ଆସର

ଭୁବନେଶ୍ୱର: ମା’ ଜଗତଜନନୀଙ୍କ ଆଗମନରେ ଉତ୍ସବମୁଖର ହୋଇପଡିଥାଏ ସାରା ରାଜ୍ୟ । ଶ୍ରଦ୍ଧାଳୁ ମାନେ ମା’ଙ୍କୁ ଦେଖିବା ପାଇଁ ବ୍ୟାକୁଳ ହେଉଥିବା ବେଳେ ଶ୍ରଦ୍ଧା ଓ ଭକ୍ତିର ମାହୋଲ ଚାରିଆଡେ ଭରି ରହିଥାଏ । ଏହି ଅବସରରେ ସହରର ବିଭିନ୍ନ ଅନୁଷ୍ଠାନ ଓ ତାରକା ହୋଟେଲ୍ ଗୁଡିକ ପକ୍ଷରୁ ଦାଣ୍ଡିଆ…

[ଭିଡିଓ] ବଜାରକୁ ଆସିବ ନନ୍‌ଭେଜ ଫ୍ଲେବର୍‌ର ଆଇସକ୍ରିମ୍ ‌!

ଭୁବନେଶ୍ୱର: ବର୍ଷ ୨୦୨୦ ଅନେକ ଅଜବଗଜବ ଖାଦ୍ୟ ସାମ୍ନାକୁ ଆଣିଥିଲା । ଚକୋଲେଟ୍ ଚିକେନଠାରୁ ଆରମ୍ଭ କରି ଆଇସକ୍ରିମ୍ ବରା ସାଙ୍ଗକୁ ରେଡ୍ ସସ୍ ପାସ୍ତା ଦୋଷା ବିଷୟରେ ବି ଲୋକେ ଜାଣିବାକୁ ତଥା ଚାଖିବାକୁ ପାଇଥିଲେ । ହେଲେ ଏବେ ଖବର ମିଳିଛି ଏକ ସଂସ୍ଥା କୁଆଡେ ମାଂସ ଫ୍ଲେବରର ଆଇସକ୍ରିମ୍ ବି…

ଆଗ ବ୍ୟାଟିଂ କରିବ ରାଜସ୍ଥାନ ରୟାଲ୍ସ

ଦୁବାଇ : ଆଇପିଏଲରେ ପ୍ଲେ ଅଫ ଦୌଡରେ ପ୍ରବେଶ କରିବା ପାଇଁ ଏବେ ଟିମମାନଙ୍କ ନିକଟରେ ସୀମିତ ସୁଯୋଗ ରହିଛି । ଏହାର ଫାଇଦା ଉଠାଇବା ପାଇଁ ସବୁ ଦଳ ଚାହିଁବେ । ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୪୦ତମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ…

ବସ୍ ଷ୍ଟପ୍ ଉଭାନ୍‌, ସୂଚନା ଦେଲେ ମିଳିବ ମୋଟା ଅଙ୍କର ଅର୍ଥ !

ମହାରାଷ୍ଟ୍ର: ଜନଗହଳିପୂର୍ଣ୍ଣ ଅଂଚଳରେ ପକେଟ୍‌ମାର୍ କିମ୍ବା କୌଣସି ସାମଗ୍ରୀ ଚୋରି ହେବା କିଛି ବଡ କଥା ନୁହେଁ । ଏପରିକି ବସ୍ କିମ୍ବା ଟ୍ରକ୍ ଭଳି ଭାରିଯାନ ବି ଚୋରି ଭଳି ମାମଲା ସାଧାରଣ ପାଲଟିଛି । ହେଲେ ଯଦି ବସ୍ ଷ୍ଟପ୍ ଉଭାନ ହୋଇଯାଏ । ଆଉ ତା ପୁଣି ଥାନାବାବୁଙ୍କ କାର୍ଯ୍ୟାଳୟ ପାଖରୁ ।…