Latest Odisha News

BREAKING NEWS

Browsing Category

ଫିଚର

୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ସମାଜରେ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ର ଲୋକ ମାନଙ୍କୁ ସୁଲଭ ଗୃହ ସୁବିଧା ଯୋଗାଇ ଦେବା ପାଇଁ  ଓଡ଼ିଶା ସରକାର ମାର୍ଚ୍ଚ ୩୦ରୁ 'ଅନ୍ତ୍ୟୋଦୟ ଗୃହ ଯୋଜନା' ଆରମ୍ଭ କରିବାକୁ ଯାଉଛନ୍ତି। କଳାହାଣ୍ଡି ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାକୁ ଉଦଘାଟନ କରିବେ।…

ରାସ୍ତାରେ ଉଲଗ୍ନ ହୋଇ ଆନ୍ଦୋଳନ କରୁଛନ୍ତି ମହିଳା, ଜାଣନ୍ତୁ କେବେଠାରୁ ଆରମ୍ଭ ହୋଇଥିଲା ‘ଟପଲେସ୍…

ନୂଆଦିଲ୍ଲୀ: ପ୍ୟାରିସରେ ଫାସୀବାଦ ବିରୋଧରେ ମହିଳାମାନେ ଟପଲେସ୍ (ମୁକ୍ତ ବକ୍ଷ) ହୋଇ ପ୍ରତିବାଦ କରିଛନ୍ତି। ୮ ମାର୍ଚ୍ଚରେ ଯେତେବେଳେ ସାରା ବିଶ୍ୱରେ ମହିଳା ଦିବସ ପାଳନ କରାଯାଉଥିଲା, ସେହି ସମୟରେ ଫ୍ରାନ୍ସରେ ମହିଳାମାନେ ଟପଲେସ୍ ପ୍ରତିବାଦ ଶୋଭାଯାତ୍ରା ବାହାର କରିଥିଲେ। ଏହି ପ୍ରଦର୍ଶନ…

ଏହି ଦେଶକୁ କୁହାଯାଏ ‘ମିନି ଇଣ୍ଡିଆ’: ଭାରତ ସହିତ ଏହାର କଣ ରହିଛି ସମ୍ପର୍କ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସରେ ପହଞ୍ଚିଛନ୍ତି। ମୋଦୀ ଆଜିଠୁ ୨ ଦିନିଆ ମରିସସ୍ ଗସ୍ତରେ ଅଛନ୍ତି। ଏଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ନିଜେ ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କରିଛନ୍ତି। ତାଙ୍କୁ…

କେତେ ପ୍ରକାରର ଅଛି ଏସପିଏଫ୍ ସନସ୍କ୍ରିନ୍, ଆପଣଙ୍କ ପାଇଁ କେଉଁଟି ଉପଯୁକ୍ତ?

ଚର୍ମକୁ ସୁସ୍ଥ ରଖିବା ପାଇଁ ଉପଯୁକ୍ତ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ। ସନସ୍କ୍ରିନ୍ ମଧ୍ୟ ଏଥିମଧ୍ୟରୁ ଗୋଟିଏ। ପ୍ରଦୂଷଣ ଏବଂ ପରିବର୍ତ୍ତିତ ପାଗ ବ୍ୟତୀତ, ସୂର୍ଯ୍ୟର କ୍ଷତିକାରକ କିରଣ ମଧ୍ୟ ଚର୍ମକୁ କ୍ଷତି ପହଞ୍ଚାଇପାରେ। ଏହା ରିଙ୍କଲ୍ସ, ବାର୍ଦ୍ଧକ୍ୟ ସଙ୍କେତ ଏବଂ ସନବର୍ଣ୍ଣ ଭଳି ଅନେକ…

ମାତ୍ର ୯ ମାସରେ ୨୧ ହଜାର କୋଟି ଋଣ କଲେଣି ମୋହନ ସରକାର

ଭୁବନେଶ୍ୱର: ମୋହନ ସରକାର ଗତ ୯ ମାସ ମଧ୍ୟରେ ୨୧ହଜାର କୋଟିରୁ ଅଧିକ ଟଙ୍କା ଋଣ କରିଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୪ ଜୁନ ମାସରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ୨୧ ହଜାର ୧୭୭ କୋଟି ୯୭ ଲକ୍ଷ ଟଙ୍କା ଋଣ କରିଛନ୍ତି। ବିଜେଡି ବିଧାୟକ ଗୌତମ…

ହ୍ୱାଟସଆପ୍ ତିଆରି କରିବ ନିଜସ୍ୱ ଏଆଇ ଚାଟବଟ୍, ୟୁଜର୍ସ ପାଇବେ ଏହି ସୁବିଧା

ନୂଆଦିଲ୍ଲୀ: ବହୁ ଲୋକପ୍ରିୟା ମେସିଜିଂ ଆପ୍ ହ୍ୱାଟସଆପ୍ ଏହାର ବ୍ୟବହାରକାରୀଙ୍କ ପାଇଁ ଅନେକ ଭଲ ଫିଚର ଆଣିଥାଏ। ଯେଉଁଥିରେ ବ୍ୟବହାରକାରୀଙ୍କ ହ୍ୱାଟସଆପ୍ ବ୍ୟବହାର ଅଭିଜ୍ଞତା ପରିବର୍ତ୍ତନ ହୁଏ। ହ୍ୱାଟସଆପ୍ ଏବେ ଏହାର ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ଫିଚର ଆଣିବାକୁ ଯାଉଛି। ଯେଉଁଥିରେ ଆପଣ…

ଘର ହେଉ କିମ୍ବା ସରକାର, ଏହି ଦେଶରେ କେବଳ ମହିଳାଙ୍କ ଅଧିକାର

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ ତାରିରେ ପାଳନ ହେଉଛି। ମହିଳା ଅଧିକାର, ସମାନତା ଏବଂ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଏ। ଏହା ମଧ୍ୟ ସୁନିଶ୍ଚିତ କରାଯାଇଛି ଯେ ମହିଳାଙ୍କ ପ୍ରତି କୌଣସି ପ୍ରକାରର ଭେଦଭାବ ନାହିଁ।…

ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ଅଛନ୍ତି କୋଟିପତି? ଜାଣନ୍ତୁ ଭାରତର ସ୍ଥାନ କେଉଁଠି…

ନୂଆଦିଲ୍ଲୀ: ବିଶ୍ୱର କୋଟିପତିମାନଙ୍କ ବିଷୟରେ ଯଦି ଆଲୋଚନା କରିବା ତେବେ ଭାରତୀୟମାନଙ୍କ ନାଁ ତାଲିକାରେ ନିଶ୍ଚିତ ଆସେ। ପ୍ରକୃତରେ, ସାରା ବିଶ୍ୱରେ କୋଟିପତିଙ୍କ ତାଲିକାରେ ଅନେକ ଭାରତୀୟ ସାମିଲ ଅଛନ୍ତି। କେବଳ ଏତିକି ନୁହେଁ, ଭାରତ ଏହି କ୍ଷେତ୍ରରେ ବଡ଼ ବଡ଼ ଦେଶଗୁଡ଼ିକ ସହିତ ପ୍ରତିଯୋଗିତା…

ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଏବେ ଯୋଜନା ନାହିଁ: କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ୱର: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଓଡ଼ିଶା ସରକାରଙ୍କ କୌଣସି ଯୋଜନା ନାହିଁ। ବିଧାନସଭାରେ ଶୁକ୍ରବାର ଦିନ କଂଗ୍ରେସ ବିଧାୟକ ସୋଫିଆ ଫିରଦୋସଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କ୍ରୀଡ଼ା ଏବଂ ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଅପରପକ୍ଷରେ…

ଲିପ୍ ମାସ୍କ ବନାମ ଲିପ୍ ବାମ୍: ଫଟା ଓଠ ସମସ୍ୟାରୁ ତୁରନ୍ତ କିଏ ଦିଏ ମୁକ୍ତି?

ଶୀତ ଋତୁରେ ଓଠ ଫାଟିବା ଏକ ସାଧାରଣ ସମସ୍ୟା। ଓଠ ଡ୍ରାଏ ହେବା ସହ ଭୟଙ୍କର ଭାବେ ଫାଟିବାକୁ ଲାଗିଥାଏ । ଦେଖାଯାଏକି ଅଧିକାଂଶ ଝିଅ ମାନେ ଏଥିପାଇଁ ମହଙ୍ଗା ଲିପବାମ ବା କ୍ରିମ ବ୍ୟବହାର କରିଥାନ୍ତି। କିନ୍ତୁ ଫାଟିଲା ଓଠ ପାଇଁ ଲିପ୍ ମାସ୍କ ଭଲ ନା ଲିପ୍ ବାମ୍ ସେନେଇ ବିତର୍କ କେନ୍ଦ୍ରସ୍ଥଳକୁ…