Latest Odisha News

BREAKING NEWS

Browsing Category

ଫିଚର

ରାତି ୧୦ଟା ପରେ ଫୁଟିବନି ବାଣ: ଅମାନ୍ୟ କଲେ ହେବ କାର୍ଯ୍ୟାନୁଷ୍ଠାନ, ଗ୍ରୀନ୍ ଦିଓ୍ବାଲି ମନାଇବାକୁ ଜନସାଧାରଣଙ୍କୁ…

ଭୁବନେଶ୍ବର : ଆସୁଛି ଆଲୋକର ପର୍ବ ଦୀପାବଳୀ  । ସବୁଠି ଜୋରଦାର ପ୍ରସ୍ତୁତି  । ଏବେଠୁ ବାଣ ଦୋକାନ ଗୁଡିକରେ ଲୋକଙ୍କ ଭିଡ ଦେଖିବାକୁ ମିଳିଲାଣି । ଏନେଇ ଦୀପାବଳୀ ପୂର୍ବରୁ ଆଜି କମିସନରେଟ୍ ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି  । ଏଥିରେ କୁହାଯାଇଛି ରାତି ୧୦ଟା ପର୍ଯ୍ୟନ୍ତ…

ବନ୍ଧୁକ ମୁନରେ ଗାଡ଼ି ଅଟକାଇ ଲୁଟି ନେଲେ ଟଙ୍କା ଭର୍ତ୍ତି ଟ୍ରଙ୍କ

କଟକ:ଦିନ ଦ୍ୱପହରରେ ଲୁଟ । ଟଙ୍କା ଭର୍ତ୍ତି ଭ୍ୟାନକୁ ବନ୍ଧୁକ ମୁନରେ ଅଟକାଇ ଲୁଟିନେଲେ ଦେଢାକୋଟି ଟଙ୍କା ।  ମୁଖାପିନ୍ଧା କିଛି ଦୁର୍ବୃତ୍ତ ଆସି ଏଟିଏମ ଟଙ୍କା ଲୋଡିଂ ହୋଇଥିବା ଭ୍ୟାନକୁ ଲୁଟ କରି ପୋଲିସକୁ ଚାଲେଞ୍ଜ ଦେଇଛନ୍ତି । ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଅଞ୍ଚଳରେ ।…

ନଭେମ୍ବର ୧୩ରୁ ଦିଲ୍ଲୀରେ ଲାଗୁ ହେବନି ଅଡ-ଇଭେନ ନମ୍ବର

ନୂଆଦିଲ୍ଲୀ: ନଭେମ୍ବର ୧୩ରୁ ଦିଲ୍ଲୀରେ ଲାଗୁ ହେବନି ଅଡ-ଇଭେନ ନମ୍ବର ।  ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏମିତି ସୂଚନା ଦେଇଛନ୍ତି । ସାମୟିକ ଭାବେ ଏହାକୁ ସ୍ଥଗିତ ରଖାଯାଇଛି । ଯଦି ସ୍ଥିତି ପୁଣି ଗମ୍ଭୀର ହେବ ତେବେ ଏହା ଉପରେ ବିଚାର କରାଯିବ ବୋଲି କହିଛନ୍ତି ପରବେଶ ମନ୍ତ୍ରୀ । ସେ…

ବିଜେଡି, ବିଜେପି ଛାଡିବା ପରେ ଏବେ କଂଗ୍ରେସରେ ମିଶିବେ ଜୟରାମ ପାଙ୍ଗି

ଭୁବନେଶ୍ୱର:ହାତ ଧରିବେ ଜୟରାମ ପାଙ୍ଗି   । ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ପାଙ୍ଗି । କଂଗ୍ରେସରେ ରହି ବିକାଶର କାମ କରିବେ ବୋଲି କହିଛନ୍ତି ପାଙ୍ଗି । ଜନତା ଦଳରୁ ଆସି ଶଙ୍ଖ ଓ ଫୁଲ ଧରିବା ପରେ ଏବେ ହାତ ଧରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ତଳେ ଜୟରାମ…

ଡିଜେଲ, ପୋଟ୍ରୋଲ ଏବଂ ସିଏନଜି… କେଉଁ ଯାନ ଦ୍ୱାରା ହୁଏ ଅଧିକ ବାୟୁ ପ୍ରଦୂଷଣ ?

ନୂଆଦିଲ୍ଲୀ: ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। କୋର୍ଟ ଶୁଣାଣି ପୂର୍ବରୁ ମଧ୍ୟ ଦିଲ୍ଲୀ ସରକାର ଏହାର ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟରେ ସରକାର ଅଡ-ଇଭେନ ଯୋଜନାକୁ ଯଥାର୍ଥ ବୋଲି କହିଛନ୍ତି। ସରକାର କହିଛନ୍ତି ଯେ ଏହାଦ୍ୱାରା ରାସ୍ତାରେ ଟ୍ରାଫିକ ହ୍ରାସ ପାଇଛି।…

ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର , ରାସ୍ତା ସିଲ୍ କଲା ପୋଲିସ

ପାରାଦୀପ : ପାରାଦୀପ ହାତି ତେଲଟାଙ୍କି ନିକଟରେ ଅଭାବନୀୟ ଘଟଣା ଘଟିଛି । ଏକ ଏଲପିଜି ବୋଝେଇ ଟ୍ୟାଙ୍କର ମଝି ରାସ୍ତାରେ ଓଲଟି ପଡିଛି । ଟ୍ୟାଙ୍କରଟି ପାରାଦୀପ ତୈଳ ବିଶୋଧନାଗାରରୁ ଏଲପିଜି ଲୋଡ କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା । ଏତିକି ବେଳେ ମଝି ରାସ୍ତାରେ ଭାରସାମ୍ୟ ହରାଇ…

ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: କହିଲେ, ୬ ବର୍ଷ ଧରି ଖାଲି ଆଲୋଚନା, ଆମକୁ ଫଳାଫଳ…

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଆପ ସରକାରକୁ କଡା ଭାଷାରେ ତାଗିଦ କରିଛନ୍ତି । କୋର୍ଟ କହିଛନ୍ତି, ଗତ ୬ ବର୍ଷ ମଧ୍ୟରେ ଆପଣ ଲଗାତାର ଆଲୋଚନା କରୁଛନ୍ତି । ହେଲେ ଆମକୁ ସମସ୍ୟାର ସମାଧାନ ଦରକାର ।…

ଧନତେରାସରେ କେତୋଟି ଏବଂ କେଉଁ ଝାଡୁ କିଣିବେ ? ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ ହୋଇଥାଏ ଧନତେରାସ। ଆୟୁର୍ବେଦର ରଚୟିତା ଭଗବାନ ଧନ୍ଵନ୍ତରୀଙ୍କୁ ଆଜି ପୂଜା କରାଯାଏ। ଆଉ ହିନ୍ଦୁ ଧର୍ମରେ ଏହି ପବିତ୍ର ଦିନକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ। ଅନ୍ୟପଟେ ଦିପାବଳୀ ମଧ୍ୟ ଏହି ଦିନରୁ ଆରମ୍ଭ ହୁଏ।…

ରାଜ୍ୟପାଳ-ମୁଖ୍ୟମନ୍ତ୍ରୀଙ୍କ ଭେଟକୁ ନେଇ ତେଜିଲା ରାଜନୀତି: କଂଗ୍ରେସ କହିଲା, ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗିଛନ୍ତି

ଭୁବନେଶ୍ୱର: ରାଜ୍ୟପାଳ-ମୁଖ୍ୟମନ୍ତ୍ରୀଙ୍କ ସାକ୍ଷତକୁ ନେଇ ତେଜିଲା ବିବାଦ । ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗିଥିବା ଅଭିଯୋଗ ଆଣିଲା କଂଗ୍ରେସ । ରାଜ୍ୟପାଳ ଗତକାଲି ଦିଲ୍ଲୀରୁ ଫେରିଲା ପରେ ଆଜି ସକାଳୁ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ତାହାର ଉତ୍ତର ରାଜ୍ୟପାଳଙ୍କ ଅଫିସ…

ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଗଣ ଦୁଷ୍କର୍ମର ଶିକାର ହେଲେ ୧୧ ବର୍ଷର ନାବାଳିକା

ନବରଙ୍ଗପୁର: ଶିକ୍ଷକ ସାଜିଲେ ଶିକାରୀ । ଶିକ୍ଷକଙ୍କ ଲୋଲୁପ ଦୃଷ୍ଟିର ଶିକାର ହେଲା ୧୧ ବର୍ଷର ନାବାଳିକା । ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକ ମିଶି ନାବାଳିକାକୁ ଗଣ ଦୁଷ୍ମର୍ମ କରିବା ପରି ଲଜ୍ଜାଜନକ ଘଟଣା ଆସିଛି ନବରଙ୍ଗପୁର ଜିଲ୍ଲାରୁ । କୁଣ୍ଡେଇ ଗାଁରେ ଘଟିଛି ଏପରି ଲୋମହର୍ଷଣକାରୀ…