Latest Odisha News

BREAKING NEWS

Browsing Category

ଫିଚର

ଭାରତରେ ୨୦୨୬ ସୁଦ୍ଧା ଇ-ଏୟାର ଟାକ୍ସି: ୯୦ ମିନିଟର ରାସ୍ତା ପାଇଁ ଲାଗିବ ମାତ୍ର ୭ ମିନିଟ

ନୂଆଦିଲ୍ଲୀ: ଭାରତରେ ୨୦୨୬ ସୁଦ୍ଧା ଲଞ୍ଚ ହୋଇପାରେ ପ୍ରଥମ ଫୁଲ ଇଲେକ୍ଟ୍ରିକ ଏୟାର ଟାକ୍ଦି Full-Electric Air Taxi । ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ ୨୦୨୬ ସୁଦ୍ଧା ପୂରା ଦେଶରେ ଇ-ଏୟାର ଟାକ୍ସି ସର୍ଭିସ ଆରମ୍ଭ କରିବା ଯୋଜନା କରୁଛି । ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ ଏହି ସେବା…

ସାରା ରାତି ବର୍ଷା ଦେଲା ପ୍ରଦୂଷଣରୁ ଆଶ୍ୱସ୍ତି: ଦିଲ୍ଲୀରେ ଏକ୍ୟୁଆଇ ସ୍ତର ୪୦୦ରୁ ୧୦୦କୁ ଖସିଲା

ନୂଆଦିଲ୍ଲୀ:ଦିବାଲି ପୂର୍ବରୁ ଦିଲ୍ଲୀବାସୀଙ୍କୁ ମିଳିଲା ଆଶ୍ୱସ୍ତି । କମିଲା ପ୍ରଦୂଷଣ । ଦିବାଲି ଭେଟି ଦେଲା ପାଣିପାଗ । ଦିଲ୍ଲୀ-ନଏଡାର ଅନେକ ଅଞ୍ଚଳରେ ସାରାରାତି ବର୍ଷା ଲାଗି ରହିଥିଲା । ପାଣିପାଗରେ ଏପରି ପରିବର୍ତ୍ତନ ପରେ ତାପାମାତ୍ରା ହ୍ରାସ ପାଇଛି । ଏଥିସହିତ ପ୍ରଦୂଷଣରୁ ମଧ୍ୟ…

ବିଜେଡି ଉପରେ ଜୋରଦାର ବର୍ଷିଲା ବିଜେପି; କହିଲା-ମୁଖ୍ୟମନ୍ତ୍ରୀଙ୍କ ମାଇଣ୍ଡସେଟ ପାଇଁ ବ୍ୟାପୁଛି ଅରାଜକତା

ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛି ବିଜେପି । ଓଡ଼ିଶାକୁ ଲ ଲେସ୍ ନେସ ରାଜ୍ୟ ବୋଲି କହିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ମାଇଣ୍ଡ ସେଟ ରାବଣ, ଦୁର୍ଯ୍ୟୋଧନ, ଦୁଃଶାସନ ଭଳି । ଆଇନ ଶୃଙ୍ଖଳା ସ୍ଥିତି…

ଖସୁଛି ପାରଦ, ବଢୁଛି ଶୀତ: ୧୦ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ। ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ରାଜ୍ୟରେ ଦିନକୁ ଦିନ ଖସୁଛି ପାରଦ, ଧୀରେ ଧୀରେ ବଢୁଛି ଶୀତ। ଚଳିତ ବର୍ଷ ପ୍ରଥମଥର ପାଇଁ ୧୦ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା। ରାଜ୍ୟର ୭ ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ…

ସେମି ଫାଇନାଲ ପ୍ରବେଶ ପାଇଁ ପାକିସ୍ତାନ ନିକଟରେ ରହିବ ପ୍ରାୟତଃ ଅସମ୍ଭବ ଟାର୍ଗେଟ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟ ଏବେ ଅନ୍ତିମ ପର୍ଯ୍ୟାୟକୁ ଗତି କରିଛି । ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରି ସାରିଛନ୍ତି । ଆଉ ଗୋଟିଏ ଟିମର ଆବଶ୍ୟକତା ରହିଛି । ଗୁରୁବାର ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇ ନ୍ୟୁଜିଲାଣ୍ଡ ପ୍ରାୟତଃ…

ଗିରଫ ହେଲେ କୋଟିପତି ଯନ୍ତ୍ରୀ, ରେଡ୍‌ରୁ ମିଳିଲା ଆୟଠାରୁ ୩୩୬ ପ୍ରତିଶତ ସମ୍ପତ୍ତି

ଭୁବନେଶ୍ୱର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ‌ରେ ଗିରଫ ହେଲେ ଭୁବନେଶ୍ବର ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷକ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀ। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ବୁଧବାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ‌ରେ ଅଧୀକ୍ଷକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଜିଆରଏସ; ଇନ୍ଦିରା ଆବାସ ଘର କରାଇଦେବାକୁ କହି ନେଉଥିଲେ ୫ ହଜାର ଲାଞ୍ଚ

ଭୁବନେଶ୍ୱର: ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଆରଏସ। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୋଲେଇପୁର ପଞ୍ଚାୟତର ଜିଆରଏସ ଦିଲୀପ କୁମାର ଦିକ୍ଷୀତଙ୍କୁ ଲାଞ୍ଚ ନେବା ବେଳେ ଧରିଲା ଯାଜପୁର ଦୁର୍ନୀତି ନିବାରଣ ବିଭାଗ। ଦିଲ୍ଲୀପ କୁମାର ଇନ୍ଦିରା ଆବାସ ଘର ଯୋଗାଇଦେବାକୁ…

ସେମିଫାଇନାଲରେ ଗୋଟିଏ ପାଦ ଥାପିଲା ନ୍ୟୁଜିଲାଣ୍ଡ, ଚମତ୍କାର ଆଶାରେ ପାକିସ୍ତାନ

ବାଙ୍ଗାଲୋର: ଚଳିତ ବିଶ୍ୱକପ କ୍ରିକେଟରେ ଗୁରୁବାର ଶ୍ରୀଲଙ୍କାକୁ ୫ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଏଥିସହ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ଗୋଟିଏ ପାଦ ଥାପିଛି । ୯ ମ୍ୟାଚରେ କିୱି ଟିମ ୧୦ ପଂଏଟ ହାସଲ କରିଛି । ଆଫଗାନିସ୍ତାନ ଏବେ ଏହି ଦୌଡରୁ ବାଦ ପଡି ସାରିଥିବା ବେଳେ ପାକିସ୍ତାନ…

ଆସୁଛି ଲଘୁଚାପ ! ନଭେମ୍ବର ୧୫ରୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିପାରେ

ଭୁବନେଶ୍ୱର: ନଭେମ୍ବର ୧୪ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଚକ୍ରବାତି ଘୂର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି । ପରେ ଏହି ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ…

ମହିଳା ଜୁନିୟର ବିଶ୍ୱକପ ହକି: ଭାରତୀୟ ଦଳରେ ୫ ଓଡିଆ

ଭୁବନେଶ୍ୱର: ଚିଲିରେ ନଭେମ୍ବର ୨୯ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ହେବାକୁ ଥିବା ମହିଳା ଜୁନିୟର ହକି ବିଶ୍ୱକପ ଆୟୋଜିତ ହେବ । ଏଥିପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଡିଫେଣ୍ଡର ପ୍ରୀତି ଜାତୀୟ ଦଳର ନେତୃତ୍ୱ ନେବେ । ଘୋଷିତ ଟିମରେ ୫ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ…