Latest Odisha News

BREAKING NEWS

Browsing Category

ଫିଚର

ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ୍‌

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୪ ତାରିଖରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ୍ ଖୋଲିବ ବୋଲି ସୋମବାର ଦିନ ସୂଚନା ଦେଇଛନ୍ତି ନନ୍ଦନକାନନର ଡେପୁଟି ଡାଇରେକ୍ଟର ଚିତ୍ତରଞ୍ଜନ ମିଶ୍ର। ପ୍ରାଣୀ ଉଦ୍ୟାନ୍ ଖୋଲିବା ପୂର୍ବରୁ ଏକ ଏସଓପି ଜାରି କରାଯିବ । ଏଥିସହିତ ବୁଲିବା ସମୟରେ ପର୍ଯ୍ୟଟକ…

ଶ୍ରୀମନ୍ଦିର ନ ଖୋଲିବାକୁ ଯୁକ୍ତି ବାଢିଲେ ସରକାର

କଟକ : ପୁରୀରେ ସେବାୟତଙ୍କ ପରିବାରର ୩୩୨ ଜଣ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟର ୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶ୍ରୀଜୀଉମାନଙ୍କ ନିୟମିତ ନୀତିକାନ୍ତି ଚାଲିଛି । ମନ୍ଦିର ଭକ୍ତମାନଙ୍କ ପାଇଁ କାହିଁକି ଖୋଲାଯିବନି ଏ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ହାଇକୋର୍ଟରେ ହୋଇଥିବା ମାମଲାର ଜବାବ…

ବିଧାନସଭା ଉପ ବାଚସ୍ପତିଙ୍କୁ କରୋନା

ଅନୁଗୁଳ: ବିଧାନସଭା ଉପ ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ତାଙ୍କୁ ଅଳ୍ପ ଜ୍ଵର ଥିବା ଯୋଗୁଁ ସେ ଟେଷ୍ଟ କରାଇଥିଲେ। ପରେ ତାଙ୍କୁ କରୋନା ଥିବା ସ୍ପଷ୍ଟ ହୋଇଥିଲା । ସେ ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ…

ମହାନଦୀରେ ୨ଟି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତିର୍ତ୍ତୋଲ ଅଞ୍ଚଳରେ ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ସୋମବାର ଦିନ ତିର୍ତ୍ତୋଲ-ପୋଷଳ ହାଇ ଲେବେଲ ସେତୁ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ଜଇପୁର-କଟିକଟା ହାଇଲେବେଲ ସେତୁର ଶିଳାନ୍ୟାସ…

ଅନ୍ତର୍ଜାତୀୟ ସୂଚନା ଅଧିକାର ଦିବସ; କେବେଠୁ ହେଉଛି ପାଳିତ, ଜାଣନ୍ତୁ

ଭୁବନେଶ୍ୱର: ୟୁନେସ୍କୋ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର ୨୮ରେ 'ଅନ୍ତର୍ଜାତୀୟ ସୂଚନା ଅଧିକାର' ଦିବସ ପାଳନ କରାଯାଏ। ଏହାକୁ ଇଣ୍ଟରନ୍ୟାସନାଲ୍ ‘ରାଇଟ୍ ଟୁ ନୋ ଡେ’ ଓ ‘ଆକ୍‌ସେସ୍ ଟୁ ଇନ୍‌ଫର୍‌ମେସନ୍ ଡେ’ ମଧ୍ୟ କୁହାଯାଏ । ଜାଣନ୍ତୁ, କେବେଠୁ ହେଉଛି ପାଳିତ ସମଗ୍ର ବିଶ୍ୱରେ ସର୍ବ…

ସତ୍ୟବାଦୀ ବିଧାୟକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବିଜେଡି ନେତା ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସୋମବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ଖୋଦ୍ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ଏଥିସହିତ କହିଛନ୍ତି ଯେ “ମୁଁ କରୋନା ପଜିଟିଭ ଚିହ୍ନଟ…

କୃଷି ଆଇନକୁ ବିରୋଧ: ରାଜ୍ୟ କଂଗ୍ରେସର ବିରାଟ ଶୋଭାଯାତ୍ରା, ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ । ରାଜ୍ୟ କଂଗ୍ରେସର ରାଜଭବନକୁ ଯାତ୍ରା । ଭୁବନେଶ୍ୱରେ କଂଗ୍ରେସ ପକ୍ଷରୁ କୃଷି ଆଇନ୍ ବିରୋଧରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିରଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ରାଉତ,…

ପତ୍ନୀଙ୍କୁ ମାରପିଟ୍ କଲେ ସ୍ୱତନ୍ତ୍ର ପୋଲିସ ଡିଜି, ଭିଡିଓ ଭାଇରାଲ

ଭୋପାଲ: ରକ୍ଷକ ସାଜିଲା ଭକ୍ଷକ । କ୍ୟାମେରାରେ କଏଦ୍ ହେଲା ଜଣେ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀଙ୍କ କାରନାମା । ନିଜ ପତ୍ନୀଙ୍କୁ ମାଡ ଉପରେ ମାଡ ମାରି ଚାଲିଛନ୍ତି ଜଣେ ବରିଷ୍ଠ ପୋଲିସ ମହାନିର୍ଦ୍ଦେଶକ । ଏତିକିରେ ରାଗ ଶାନ୍ତ ହେଉନି ତାଙ୍କର, ତଳେ ପକାଇ ନିଜ ସ୍ତ୍ରୀର ମୁଣ୍ଡକୁ କଚାଡି ମଧ୍ୟ…

NCBକୁ ଦୀପିକା-ସାରା-ଶ୍ରଦ୍ଧା-ରକୁଲ କହିଲେ ଡ୍ରଗ୍ସ ଦୂରେ ଥାଉ, ସିଗାରେଟ୍ ବି ପିଉ ନାହୁଁ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ତଦନ୍ତକୁ ଜୋରଦାର କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ନିକଟରେ ଡ୍ରଗ୍ସ ଚାଟ୍ ନେଇ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ ଓ ରକୁଲ ପ୍ରୀତ ସିଂହଙ୍କୁ ମାରାଥନ୍ ଜେରା କରିଥିଲା ଏନସିବି । ପଚରାଉଚରା…

ଦଳ ବିରୋଧି କାର୍ଯ୍ୟ ପାଇଁ କଳ୍ପତରୁ ଓଝାଙ୍କୁ ବହିଷ୍କୃତ କଲେ ନବୀନ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଥିବା କଳ୍ପତରୁ ଓଝାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ଏସମ୍ପର୍କରେ ସାଧାରଣ ସମ୍ପାଦକ (ମିଡିଆ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି । ଦଳ ବିରୋଧି କାର୍ଯ୍ୟ…