Latest Odisha News

BREAKING NEWS

Browsing Category

ଫିଚର

ଅଣ ପରିବହନ ଗାଡିର ଭଡା ଉପରେ ଲାଗିବ କଟକଣା

ଭୁବନେଶ୍ୱର: ଏଣିକି ଅଣପରିବହନ ଗାଡିର ଭଡା ଲଗାଣ ଉପରେ ଲାଗିବ କଟକଣା । ପ୍ରାଇଭେଟ ଲାଇସେନ୍ସପ୍ରାପ୍ତ ଗାଡ଼ିଗୁଡିକ କୌଣସି ପରିସ୍ଥିତିରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବନାହିଁ।  ଏପରି କଲେ ଗାଡ଼ି ଭଡ଼ା କରିଥିବା ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଏତଲା ରୁଜୁ ହେବ।…

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ମହାମାରୀ କରୋନା ଭିତରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ଅଛନ୍ତି । ସେପେଟେ ମୁକାବିଲା କରିବାକୁ ସରକାର ବି ରଣ କୌଶଳ ପ୍ରସ୍ତୁତ କରିସାରିଛନ୍ତି । ଏହି ଅଧିବେଶନରରେ ମୋଟ ୮ଟି କାର୍ଯ୍ୟ…

ଗୁଜୁରାଟରେ ଭୁଶୁଡ଼ିଲା ନିର୍ମାଣଧିନ କୋଠା: ୩ ମୃତ

ବଡୋଦ୍ରା: ଗୁଜୁରାଟର ବଡୋଦ୍ରା ସ୍ଥିତ ଭାବନୀପୁରମ ଅଞ୍ଚଳରେ ଭୁଶୁଡି ପଡୁଛି ଏକ ୩ ମହଲା ବିଶିଷ୍ଟ ନିର୍ମାଣଧିନ କୋଠା । ଏଥିରେ ପ୍ରାୟ ୩ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ସୋମବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା୨୯-୯-୨୦୨୦ ମଙ୍ଗଳବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ୨୯ ରିଖ ମଙ୍ଗଳବାର କନ୍ୟା ୧୪ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର   ଘାତ ବାର-: ମକର ରାଶିର…

ସୁପର ଓଭରର ଶେଷ ବଲରେ ବିରାଟଙ୍କ ଚଉକା ବଳରେ ମୁମ୍ବାଇକୁ ହରାଇଲା ବେଙ୍ଗାଳୁରୁ

ଦୁବାଇ : ଆଜି ଆଇପିଏଲ-୨୦୨୦ର ଏକ ଉତ୍କଣ୍ଠା ଭରା ମ୍ୟାଚରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ସୁପରଓଭରରେ ହରାଇ ବାଜି ମାରିନେଇଛି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ । ସୁପର ଓଭର ବୋଲିଂ କରିବାକୁ ଆସିଥିବା ବେଙ୍ଗାଳୁରୁର ନବଦୀପ ସାଇନି ମୁମ୍ବାଇ ଇଣ୍ଡିଆନ୍ସ ବିସ୍ଫୋରକ…

କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଦୁଇ ଦିନ ପାଇଁ ବନ୍ଦ ରହିଲା ଓଏଚଆରସି

ଭୁବନେଶ୍ୱର: ରାଜ୍ୟ ମାନବାଧିକାର କମିଶନଙ୍କ ତୋଷାଳୀ ସ୍ଥିତ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ପଜିଟିଭି ଚିହ୍ନଟ ପରେ ଦୁଇ ଦିନ ପାଇଁ ଏହାକୁ ବନ୍ଦ ରଖାଯାଇଛି । ଆସନ୍ତା ୩୦ ତାରିଖ ଯାଏଁ ଏହା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । କମିଶନଙ୍କ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ…

ହ୍ଵାଟ୍ସଆପ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇପାରିବ,SBI ଜାରି କରିଛି ସତର୍କ ସୂଚନା

ନୂଆଦିଲ୍ଲୀ: ସୋସିଆଲ୍ ମେସେଜିଂ ଆପ୍ ହ୍ଵାଟ୍ସଆପ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏକ ସତର୍କ ସୂଚନା ଜାରି କରିଛି। ଏହି ସୂଚନା ଅନୁଯାୟୀ, ହ୍ଵାଟ୍ସଆପ ରେ ଏକ ଛୋଟ ଭୁଲ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକ ବଡ଼ କ୍ଷତି ହୋଇପାରେ। ଏହି ଆପରେ କଲ୍ କିମ୍ବା…

ରାଜ୍ୟରୁ ସୁସ୍ଥ ହେଲେ ୪୦୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦୧୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ୫୪୫, କଟକରୁ ୪୦୪ ଜଣ, ପୁରୀରୁ ୨୯୮ ଜଣ, ଜଗତସିଂହପୁରରୁ ୨୧୨ ଜଣ, ଯାଜପୁରରୁ ୧୬୭ ଜଣ, ମୟୂରଭଞ୍ଜରୁ ୧୫୯ ଜଣ,…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ମୁହଁ ଖୋଲିଲା ସିବିଆଇ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ୩ ମାସରୁ ଅଧିକ ସମୟ ବିତିଥିବା ବେଳେ ଏଯାବତ୍ କୌଣସି ଫଳାଫଳ ଆସିପାରିନାହିଁ । ଏହାଛଡା ସିବିଆଇର ତଦନ୍ତ ଉପରେ ମଧ୍ୟ ଏକପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଯାହା ପରେ ସିବିଆଇ ପକ୍ଷରୁ ଏକ ବୟାନ ଜାରି କରାଯାଇଛି ।…

ଆଇପିଏଲ ମହାସମର : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ

ଦୁବାଇ : ଆଜି ଆଇପିଏଲ ଦଶମ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ । ତେବେ ମୁମ୍ବାଇ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ବାଙ୍ଗାଲୋର ଦଳ ଏ ଯାଏଁ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ…