Latest Odisha News

BREAKING NEWS

Browsing Category

ଫିଚର

ହସ୍ପିଟାଲ ପ୍ରିନ୍ସିପାଲଙ୍କ ଘରେ ଭିଜିଲାନ୍ସ ଚଢଉ: ୧୬ଟି ପ୍ଲଟ, ୩ଟି ବହୁତଳ କୋଠା ସହ ୫୦ ଲକ୍ଷ ଠାବ

ବଲାଙ୍ଗିର: ସରକାରୀ ଆୟୁର୍ବେଦିକ ହସ୍ପିଟାଲ ପ୍ରିନ୍ସିପାଲ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ଼ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି। ଅଧ୍ୟକ୍ଷଙ୍କର ପୁରୀ ଜିଲ୍ଲାରେ ୧୬ଟି ପ୍ଲଟ ସହ ୩ଟି ବହୁତଳ କୋଠା ଏବଂ ୫୦ ଲକ୍ଷ ଟଙ୍କା ଠାବ କଲା ଭିଜିଲାନ୍ସ। ସୂଚନା ଅନୁସାରେ ଆୟ…

ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ନେତାଙ୍କ ନାଁରେ ଥିବା ମାମଲାର ଶୀଘ୍ର ଫଇସଲା କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅପରାଧିକ ମାମଲା ଥିବା ସାଂସଦ ଓ ବିଧାୟକ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ନେତାଙ୍କ ନାଁରେ ଥିବା ମାମଲା ତ୍ୱରିତ ଫଇସଲା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ସାଂସଦ, ବିଧାୟକଙ୍କ ନାଁରେ ଥିବା ମାମଲାର ତୁରନ୍ତ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ।…

ଡିପଫେକର ଶୀକାର ହେଲେ ସାରା-ଶୁଭମନ

ମୁମ୍ବାଇ: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଡିପଫେକର ଶୀକାର ହୋଇଛନ୍ତି । ଯୁବ କ୍ରିକେଟର ଶୁଭମନ ଗିଲଙ୍କ ସହ ସାରାଙ୍କ ଫଟୋ ଯୋଡି ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ଏବେ ଏହା ଭାଇରଲ ହୋଇଛି । ପ୍ରକୃତ ଫଟୋରେ ସାରା ତାଙ୍କ ଭାଇ ଅର୍ଜୁନ ତେନ୍ଦୁଲକର ସହ ଫଟୋ…

ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସୁରକ୍ଷାକର୍ମୀ, ସୋସିଆଲ ମିଡିଆରେ ଘୁରିବୁଲୁଛି ଭିଡିଓ

ବେଙ୍ଗାଲୁରୁ: ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସୁରକ୍ଷାକର୍ମୀ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ଆରମ୍ଭ ହୋଇଛି ବିବାଦ। କର୍ଣ୍ଣାଟକର ସାମାଜିକ କଲ୍ୟାଣ ମନ୍ତ୍ରୀ ଏଚ.ସି ମହାଦେବପ୍ପାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଜଣେ ସୁରକ୍ଷାକର୍ମୀ…

ଆଗ୍ନେୟ ଉଦଗୀରଣ ଯୋଗୁ ପାଣି ଭିତରେ ସୃଷ୍ଟି ହେଲା ନୂଆ ଦ୍ୱୀପ

ଟୋକିଓ: ପ୍ରଶାନ୍ତ ମହାସାଗରେ ହଠାତ ଏକ ନୂତନ ଦ୍ୱୀପର ସୃଷ୍ଟି ହୋଇଛି । ପାଣି ମଧ୍ୟରେ ଆଗ୍ନେୟଗିରି ଉଦଗୀରଣ ଯୋଗୁ ଏହା ସମ୍ଭବ ହୋଇଛି । ଟୋକିଓଠାରୁ ୧୨୦୦ କିଲୋମିଟର ଦକ୍ଷିଣରେ ଥିବା ଇୱେଟୋ ଦ୍ୱୀପ ନିକଟରେ ଏହା ସୃଷ୍ଟି ହୋଇଛି । ପାଣି ସଂସ୍ପର୍ଶରେ ମେଗ୍ମା ଆସିବା ଯୋଗୁ ପ୍ରତି ମୂହର୍ତରେ…

ଆଇଡିଏଫର ଦାବୀ ହମାସର ୬୦ କମାଣ୍ଡର ମାରିଛୁ

ତେଲ ଅବୀବ: ହମାସର ୬୦ କମାଣ୍ଡରଙ୍କୁ ମାରି ସାରିଲୁଣି ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ ଦାବୀ କରିଛି । ଅକ୍ଟୋବର ୭ ପରଠାରୁ ଇସ୍ରାଏଲ ପକ୍ଷରୁ ଆକ୍ରମଣ ତୀବ୍ର କରାଯାଇଛି । ରୟଟର୍ସର ରିପୋର୍ଟ ଅନୁସାରେ ଇସ୍ରାଏଲ ସେନା ଗାଜାରେ ହମାସ ଚିଫ ୟାହ୍ନା ସିନୱାରଙ୍କୁ ବଙ୍କର ମଧ୍ୟରେ ଅନ୍ୟମାନଙ୍କଠାରୁ…

ଭିଜିଲାନ୍ସ ଜାଲରେ ମେଡିକାଲ କଲେଜ ଅଧ୍ୟକ୍ଷ: ୬ଟି ସ୍ଥାନରେ ଚାଲିଛି ଚଢାଉ

ବଲାଙ୍ଗିର:ଭିଜିଲାନ୍ସ ଜାଲରେ ପଡିଲେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କର ପୁରୀ, ବଲାଙ୍ଗିର ଏବଂ ସମ୍ବଲପୁରସ୍ଥିତ ବାସଭବନରେ ଆଜି ଚଢାଉ କରିଛି । ସୁଦର୍ଶନ…

ଯଦି ମୁଁ ଭାରତୀୟ ହୋଇଥାନ୍ତି ତେବେ ବିହାର ଯାଇ ନୀତିଶଙ୍କୁ ଜବାବ ଦେଇଥାନ୍ତି-ମୁଖ୍ୟମନ୍ତ୍ରୀଙ୍କ ଅଶ୍ଳୀଳ ବୟାନ ଉପରେ…

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିବାଦୀୟ ବୟାନ ଉପରେ ଆଫ୍ରିକା-ଆମେରିକା ଅଭିନେତ୍ରୀ ତଥା ଗାୟିକା ମେରୀ ମିଲବେନ ଜୋରଦାର ବର୍ଷିଛନ୍ତି । ବିଧାନସଭାରେ ଏପରି ବୟାନ ଦେଇଥିବାରୁ ନୀତିଶଙ୍କୁ କଡାଭାଷାରେ ନିନ୍ଦା କରିଛନ୍ତି । ସେ ନୀତିଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି…

କ୍ୟୁଏସ ଏସିଆ ୟୁନିଭର୍ସିଟି ରାକିଂ ୨୦୨୪: ଏସିଆର ଟପ ୫୦ ତାଲିକାରେ ରହିଛି ଭାରତର ୬ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ:ଶିକ୍ଷାରେ ଚମକିଲା ଭାରତ । ଏସିଆ ମହାଦେଶରେ ଭାରତର ଆଇଆଇଟି ବମ୍ବେ ଏବଂ ଆଇଆଇଟି ଦିଲ୍ଲୀ ଟପ ୫୦ ତାଲିକାରେ ସ୍ଥାନ ପାଇଛି । କ୍ୱାକ୍ୱେରେଲି ସାଇମଣ୍ଡସ୍ ବୁଧବାର ଦିନ କ୍ୟୁଏସ ଏସିଆ ୟୁନିଭର୍ସିଟି ରାକିଂ -୨୦୨୪ ତାଲିକା ଜାରି କରିଛ୍ତି । ଏଥିରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ…

ନୟାଗଡରେ ଲଜ୍ଜାଜନକ ଘଟଣା: ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରାମାଡ଼

ନୟାଗଡ:ନୟାଗଡରେ ସାମ୍ନାକୁ ଆସିଛି ଲଜ୍ଜାଜନକ ଘଟଣା । ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରାମାଡ କରିଛନ୍ତି ଦୁର୍ବୃତ୍ତ । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଇଟାମାଟି ଥାନା ବାଉଁଶିଆପଡା ଗାଁରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ମହିଳା…