Latest Odisha News

BREAKING NEWS

Browsing Category

ଫିଚର

ଗୁଗୁଲ ପ୍ଲେ-ଷ୍ଟୋରରୁ ହଟିଲା ପେଟିଏମ୍ ଆପ୍‌, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର : ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ଆପ୍ଲିକେସନ ପେଟିଏମକୁ ପ୍ଲେ-ଷ୍ଟୋରରୁ ହଟାଇ ଦେଇଛି ଗୁଗୁଲ୍ । ଏହା ଦ୍ୱାରା ଏବେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆଉ ପେ ଟିମ୍ ଆପ୍ ଡାଉନଲୋଡ କରାଯାଇପାରିବ ନାହିଁ । ତେବେ ପେଟିଏମର ମୂଳ କମ୍ପାନି ୱାନ୯୭ କମ୍ୟୁନିକେସନ ମାଲିକାନାରେ ଥିବା ପେଟିଏମ୍ ମନି…

ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଅଭିନେତା ସବ୍ୟସାଚୀଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିନରେ ଟ୍ୱିଟରେ ଶୁଭେଚ୍ଛା ଜଣାଇଥିବା ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତକାଲି ମୋଦି ତାଙ୍କର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ସବ୍ୟସାଚୀ ତାଙ୍କୁ ଓଡିଆରେ ଏକ ଟ୍ୱିଟ୍ କରିଥିଲେ ଯେଉଁଥିରେ…

ଅକ୍ଟୋବର ୨ ଯାଏଁ ଏୟାର ଇଣ୍ଡିଆକୁ ବାତିଲ କଲା ଦୁବାଇ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨ ତାରିଖ ଯାଏଁ ଏୟାର ଇଣ୍ଡିଆ ବିମାନ ଉଡାଣକୁ ବାତିଲ କରିଛି ଦୁବାଇ । ପ୍ରାପ୍ତ ସୂଚନାନୁଯାୟୀ ଗତ ଦୁଇ ସପ୍ତାହ ମଧ୍ୟରେ ଦୁବାଇ ଅଭିମୁଖେ ଯାଇଥିବା ଏୟାର ଇଣ୍ଡିଆ ବିମାନରେ ଦୁଇ ଥର କରୋନା ଆକ୍ରାନ୍ତ ବ୍ୟକ୍ତି ଥିବା ଜଣାପଡିଥିଲା । ଏପରିକି ଉକ୍ତ କରୋନା…

ଚିଟଫଣ୍ଡ ଦୁର୍ନୀତି: ପୂର୍ବତନ ମନ୍ତ୍ରୀଙ୍କ ଘରେ ସିବିଆଇର ଚଢ଼ାଉ

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ଦୁର୍ନୀତି ମାମଲାରେ ଶୁକ୍ରବାର ଦିନ ସିବିଆଇର ଏକ ୭ ଜଣିଆ ଟିମ୍ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଦେବୀ ମିଶ୍ରଙ୍କ ୟୁନିଟ୍-୧ ସ୍ଥିତ ବାସଭବନରେ ଚଢାଉ କରିଛି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହା ପୂର୍ବରୁ ବିଜେଡି ନେତାଙ୍କ ଦୁଇ ଘନିଷ୍ଠ ସହଯୋଗୀ ପ୍ରଫୁଲ୍ଲ…

ରାଜ୍ୟରେ ଆଉ ୧୩ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୩ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୮୨ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବରଗଡରୁ ୧, ବଲାଙ୍ଗିରରୁ ୧, ଭୁବନେଶ୍ୱରରୁ ୧, କଟକରୁ ୧, ଗଜପତିରୁ ୧,…

ଦେଶରେ ୫୨ ଲକ୍ଷ ଟପିଲା କରୋନା ମାମଲା; ୪୧ ଲକ୍ଷ ଡେଇଁଲା ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଲାଣି କରୋନା ମହାମାରୀ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୪ ହଜାର ପାଖାପାଖି…

ଜନ୍ମଦିନ ପାଇଁ ମୋଦୀଙ୍କୁ ଦରକାର କେଉଁ ଉପହାର, ଟ୍ୱିଟ କରି ଜଣାଇଲେ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ ତାରିଖ ଥିଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ୭୦ ବର୍ଷରେ ପାଦ ଥାପିଛନ୍ତି ପ୍ରଧାନମନ୍ତ୍ରୀ । ଜନ୍ମଦିନ ଅବସରରେ ତାଙ୍କୁ ଚାରିଆଡୁ ଛୁଟିଥିଲା ଶୁଭେଚ୍ଛାର ସୁଅ । ଅନେକ ସ୍ଥାନରେ ମୋଦିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ପୂଜାର୍ଚ୍ଚନା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ    ତା ୧୮-୯-୨୦୨୦ ଶୁକ୍ରବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର  ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୧୮ ରିଖ ଶୁକ୍ରବାର କନ୍ୟା ୩ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଉତ୍ତରା ଫାଲଗୁନୀ ଭୁକ୍ତ ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର …

ଆମେରିକାଜ ଗଟ୍ ଟାଲେଣ୍ଟ ସିଜିନ-୧୫ ଫାଇନାଲରେ ଓଡିଆ ପୁଅ ସୁମନ୍ତ

ଭୁବନେଶ୍ୱର: ଆମେରିକାଜ ଗଟ୍ ଟାଲେଣ୍ଟରେ ସାଲସା ଓ ହିପ୍‌ହପ୍ ଡ୍ୟାନ୍ସ ପ୍ରଦର୍ଶନ କରି ଚର୍ଚ୍ଚାରେ ଓଡିଆ ପୁଅ ସୁମନ୍ତ ଓ ପଶ୍ଟିବଙ୍ଗର ଝିଅ ସୋନାଲି । ଏବେ ସେମାନେ ଫାଇନାଲରେ ପହଞ୍ଚିଛନ୍ତି । ଫାଇନାଲ ପାଇଁ ସେମାନେ ଶନିବାର ମୁମ୍ବାଇରୁ ଆମେରିକା ଅଭିମୁଖେ ଯାତ୍ରା କରିବେ । ପ୍ରଥମ ଥର…

କରୋନା ମୁକାବିଲା ପାଇଁ କଟକରେ ଚେକିଂ ଜୋରଦାର୍ କଲା କମିଶନରେଟ୍ ପୋଲିସ

କଟକ: ଟ୍ୱିନସିଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଣ୍ଟା ଭିଡିଛି କମିସନରେଟ୍ ପୋଲିସ । ପୋଲିସ ଡିଜି ସ୍ଥିତି ପରଖିବା ପରେ କୋଭିଡ ଯାଞ୍ଚ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ସନ୍ଧ୍ୟା କଟକରେ ବିଭିନ୍ନ ଅଂଚଳ…