Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତା ସାତ ଦିନ ଭିତରେ ଭୁବନେଶ୍ୱରରେ କୋଭିଡ ସ୍ଥିତିରେ ସୁଧାର ଆସିବ: ବିଏମସି

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ ଟେଷ୍ଟ ବଢିଥିଲେ ସୁଦ୍ଧା ଗତ ସପ୍ତାହକ ମଧ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢିନି । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଭୁବନେଶ୍ୱରରେ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୭୪…

ଅକ୍ଟୋବର ୧୨ରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଅକ୍ଟୋବର ୧୨ରୁ ୧୯ ଯାଏଁ ରାଜ୍ୟରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ। ପ୍ରାପ୍ତ ସୂଚନାନୁଯାୟୀ, ରାଜ୍ୟ ଓ ରାଜ୍ୟ ବାହାରର ୫୩ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ଏଥିସହିତ ଚଳିତ ଥର ସିବିଟି ପଦ୍ଧତିରେ…

ସପ୍ତାହେ ପାଇଁ କଣ୍ଟେନମେଣ୍ଟ ଅଂଚଳ ଘୋଷଣା ହେଲା ଭୁବନେଶ୍ୱର ଜୁଡିସିଆଲ ପରିସର

ଭୁବନେଶ୍ୱର: ସିଭିଲ କୋର୍ଟରୁ ଅନେକ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସପ୍ତାହେ ପାଇଁ ଭୁବନେଶ୍ୱର ଜୁଡିସିଆଲ ପରିସରକୁ କଣ୍ଟେନମେଣ୍ଟ ଅଂଚଳ ଘୋଷଣା କରିଛି ବିଏମସି । ଆସନ୍ତାକାଲିଠୁ ୨୫ ତାରିଖ ଯାଏଁ ଏହା ଲାଗୁ ହେବ । ତେବେ କଣ୍ଟେନମେଣ୍ଟରୁ ବାଦ ପଡିଛି ଉପଜିଲ୍ଲାପାଳଙ୍କ ଅଫିସ,…

ସାମୁଦ୍ରିକ ଝଡ ‘ନୌଲ୍‌’ ପ୍ରଭାବରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ନୌଲ୍‌’ର ପ୍ରଭାବରେ ବଙ୍ଗୋପସାଗରରେ ଆସନ୍ତା ରବିବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ଠିକ୍ ଗୋଟିଏ ଦିନ ପରେ ବଙ୍ଗୋପସାଗରରେ ଏହା ଅବପାତ ରୂପ ନେବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି…

ମୃତ୍ୟୁ ପୂର୍ବରୁ ୧୦୦ନଂକୁ ଡାଏଲ କରିଥିଲେ କି ଦିଶା ସାଲିଏନ୍‌; କ’ଣ କହୁଛି ମୁମ୍ବାଇ ପୋଲିସ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିଏନଙ୍କ ମୃତ୍ୟୁ ମାମଲାକୁ ନେଇ ଅନେକ ସମୟରେ ଭିନ୍ନ କଥା ଶୁଣିବାକୁ ମିଳିଥାଏ । ନିକଟରେ ଦିଶା ମୃତ୍ୟୁ ପୂର୍ବରୁ ୧୦୦ ନଂକୁ ଡାଏଲ କରିଥିବା ନେଇ ଚର୍ଚ୍ଚା ହେଉଥିଲା । ଯାହା ପରେ ଏସମ୍ପର୍କରେ ସଫେଇ ଦେଇଛି…

ବିଜେପିରେ ଯୋଗ ଦେଲେ ରାଜକିଶୋର ବେହେରା

ଭୁବନେଶ୍ୱର : କଂଗ୍ରେସ ଛାଡିବାର ଗୋଟିଏ ଦିନ ପରେ ବିଜେପିରେ ମିଶିଛନ୍ତି ରାଜକିଶୋର ବେହେରା । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ଦଳରେ ମିଶିଛନ୍ତି । ଗତକାଲି ଶ୍ରୀ ବେହେରା କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । ଏ ନେଇ ସେ ତାଙ୍କ ଇସ୍ତଫା ପତ୍ର ଓଡିଶା ପ୍ରଦେଶ…

ଜର୍ମାନୀରେ ପ୍ରଦର୍ଶିତ ହେବ ସବ୍ୟସାଚୀ ମହାପାତ୍ରଙ୍କର ‘ଶଳା ବୁଢା’!

ଭୁବନେଶ୍ୱର: ସେପ୍ଟେମ୍ବର ୨୪ରୁ ୩୦ ତାରିଖ ମଧ୍ୟରେ ଜର୍ମାନୀର ପ୍ରତିଷ୍ଠିତ ଇଣ୍ଡୋ-ଜର୍ମାନ ଚଳଚ୍ଚିତ୍ର ସପ୍ତାହ-୨୦୨୦ରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି ଓଡିଶାର ଫିଲ୍ମମେକର ସବ୍ୟସାଚୀ ମହାପାତ୍ରଙ୍କ ‘ଶଳା ବୁଢା’ । ବର୍ଲିନର ଐତିହାସିକ ବେବିଲୋନ୍ ଥିଏଟରରେ ଉଦଘାଟନୀ ଦିନରେ ସାମିଲ…

ନାବାଳକଙ୍କ ମାଆକୁ ହତ୍ୟା ଘଟଣା : ପାରିବାରିକ ଅଶାନ୍ତି ହୋଇପାରେ ହତ୍ୟାକାଣ୍ଡର କାରଣ

ଭୁବନେଶ୍ୱର : ସୁନ୍ଦରପଦା ଅଂଚଳରେ ଗତକାଲି ଦୁଇ ନାବାଳକ ପୁଅ ମାଆକୁ ହତ୍ୟା କରିବା ଘଟଣାରେ ଆଜି ନୂଆ କଥା ପଦାକୁ ଆସିଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ ମୃତକଙ୍କ ସ୍ୱାମୀ ନିହାର ପ୍ରଧାନ ୨୦୧୧ରେ ଅମିତ ପ୍ରଧାନ ନାମକ ଜଣେ ଯୁବକଙ୍କୁ ହତ୍ୟା କରିଥିଲେ । ଏଥିରେ ଦୋଷୀ ସାବ୍ୟସ୍ତ ହେବା ପରେ…

ଉପନିର୍ବାଚନ ପୂର୍ବରୁ ସିବିଆଇ ରେଡ୍‌; ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ଦୁର୍ନୀତି ମାମଲାରେ ଶୁକ୍ରବାର ଦିନ ସିବିଆଇର ଏକ ୭ ଜଣିଆ ଟିମ୍ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଦେବୀ ମିଶ୍ରଙ୍କ ବାସଭବନରେ ଚଢାଉ କରିଛି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି । ଗଣମାଧ୍ୟମକୁ ସୂଚନା ଦେଇ ସେ…

ପ୍ରକାଶିତ ହେଲା +୨ କଟ୍ ଅଫ୍ ମାର୍କ: କେଉଁ କଲେଜରେ କେତେ ପ୍ରତିଶତ

ଭୁବନେଶ୍ୱର : ଯୁକ୍ତ ୨ରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଶୁକ୍ରବାର ଦିନ ପ୍ରକାଶ ପାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ସେପ୍ଟେମ୍ବର ୨୧ରୁ ୨୬ ତାରିଖ ମଧ୍ୟରେ ଆଡମିଶନ କରିପାରିବେ । ଜାଣନ୍ତୁ,…