Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା ୧୧-୯-୨୦୨୦ ଶୁକ୍ରବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୧୧ ରିଖ ଶୁକ୍ରବାର ସିଂହ ୨୭ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ନବମୀ ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: ବିଛା ଧନୁ ଓ ମୀନ ରାଶିର…

ସୋସିଆଲ ମିଡିଆରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଗୁଜବ ପ୍ରଚାର କରୁଛନ୍ତି: ଅନୁଭବ

କଟକ: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ବିବାଦକୁ ନେଇ ଗୁରୁବାର ଅପରାହ୍ନରେ ଟ୍ୱିଟ୍ କରିଛନ୍ତି ଅନୁଭବ ମହାନ୍ତି । ଅନୁଭବ ଲେଖିଛନ୍ତି, 'ସୋସିଆଲ ମିଡିଆରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଗୁଜବ ପ୍ରଚାର କରୁଛନ୍ତି । ମାମଲା କୋର୍ଟରେ ବିଚାରଧୀନ ରହିଛି ।…

ମାଓ ଇଲାକାର ସିଙ୍ଗିଙ୍ଗ ସେନ୍‌ସେସନ ନମିତା, ଗୀତ ଶୁଣିଲେ ମତୁଆଲା ହେବେ…

ଭୁବନେଶ୍ୱର: ପଛୁଆ ଅଂଚଳର ଆଗୁଆ ଝିଅ । ରାଜଧାନୀ କି ରାଜ୍ୟର ବଡ ସହରରେ ରହୁ ନାହାଁନ୍ତି । ଆଦିବାସୀ ଅଧ୍ୟୁଷିତ କେରାପୁଟ ଜିଲ୍ଲାରେ ଘର । ଗାଁ ଚିନ୍ତାଗୁଡାର ସେ ହେଉଛନ୍ତି ଚମକ । କୁହୁକ ଭରା କଣ୍ଠ ସ୍ୱର ତାଙ୍କର । ଅପହଂଚ ଇଲାକାରୁ ଦରିଆପାରି ଯାଏଁ ପରିଚିତ ନାଁ ନମିତା ମେଲକା ।..…

ବିବାହ ବନ୍ଧନରେ ଆବଦ୍ଧ ହେଲେ ପୁନମ ପାଣ୍ଡେ-ସ୍ୟାମ ବମ୍ବେ !

ମୁମ୍ବାଇ: ପୁନମ ପାଣ୍ଡେ ଓ ସ୍ୟାମ ବମ୍ବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏକ ପ୍ରତିଷ୍ଠିତ ୱେବସାଇଟରେ ଖବର ପ୍ରକାଶ ପାଇଛି । ସମସ୍ତଙ୍କୁ ଲୁଚାଇ ଉଭୟ ବିବାହ କରିଥିବାରୁ ପ୍ରଶଂସକମାନେ ଆଶ୍ଚର୍ଯ୍ୟଚକିତ ହୋଇ ପଡିଛନ୍ତି । ପୂର୍ବରୁ ମଧ୍ୟ ଉଭୟ ଲୁଚା ଛପାରେ ନିର୍ବନ୍ଧ କରିଥିଲେ । ପୁନମ ଏହି…

ସାମ୍ବାଦିକତାରେ ଉତ୍କର୍ଷତା ପାଇଁ ଅର୍ଣ୍ଣବଙ୍କୁ ଚପଲ ଉପହାର !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନ୍ୟୁଜ୍ ଚ୍ୟାନେଲ ଓ ସୋସିଆଲ ମିଡିଆରେ କ୍ରମାଗତ ହଲଚଲ ଜାରି ରହିଛି । ତର୍କବିତର୍କ, ଖୁଲାସା ଓ ମହାଖୁଲାସା ଭଳି ଶବ୍ଦ ପ୍ରାଇମ୍ ଟାଇମ ସ୍ଲଟ୍‌ରେ ଦେଖିବାକୁ ମିଳୁଛି । ଆଜି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଜନ୍ମଦିନ । ଏହି ଅବସରରେ ସେ…

ସ୍କୁଟି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ

ଅନୁଗୁଳ: ସ୍କୁଟି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ସୃଷ୍ଟି ହୋଇଛି ତୁମୁଳକାଣ୍ଡ । ଉତ୍ତ୍ୟକ୍ତ ଲୋକେ ଦୋକାନ ଘର ଏବଂ କାର୍‌ରେ ନିଆଁ ଲଗାଇଦେଇଛନ୍ତି । ଏଥିସହ ମୃତଦେହକୁ ରାସ୍ତାରେ ରଖି କ୍ଷତିପୂରଣ ଦାବି କରିଛନ୍ତି । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା…

ପ୍ୟାଙ୍ଗଙ୍ଗ ସୋ ହ୍ରଦ ନିକଟରେ ଥିବା ଫିଙ୍ଗର ୪ର ଶୀର୍ଷ ସ୍ଥାନ କବଜାକୁ ନେଲା ଭାରତ

ଲଦାଖ: ଭାରତ-ଚୀନ ମଧ୍ୟରେ ବିବାଦ ଥମିବାରେ ନାମ ନେଉ ନାହିଁ । ବିଧିବଦ୍ଧ ଭାବେ ଭାରତୀୟ ସେନାରେ ରାଫାଲ ଯୁଦ୍ଧ ବିମାନ ସାମିଲ ହେବା ପରେ ସେନାର ମନୋବଳ ବଢ଼ିଛି । ଏହି ଅବସରରେ ଭାରତୀୟ ସେନା ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ଥିବା ବିବାଦୀୟ ଫିଙ୍ଗର ୪ ଅଂଚଳର ଶୀର୍ଷ ସ୍ଥାନ ଅଧିକାର କରି ନେଇଛି ।…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୭୦୬ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୦୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୨୭୦୬ ଜଣଙ୍କ ମଧ୍ୟରୁ ୪୧୧ ଜଣ କଟକରୁ, ୩୫୪ ଜଣ ଖୋର୍ଦ୍ଧା, ୨୩୩ ଜଣ ମୟୁରଭଞ୍ଜରୁ, ୧୭୩ ଜଣ ଗଞ୍ଜାମରୁ,…

୧୪ରୁ ଆରମ୍ଭ ହେବ DL ସ୍କିଲ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୧୪ରୁ ଆରମ୍ଭ ହେବ ଡିଏଲ୍ ସ୍କିଲ ଟେଷ୍ଟିଂ । ୧୪ ତାରିଖରେ ଦିନ ୧୧ଟାରୁ ସ୍ଲଟ ବୁକିଂ ହେବ ଏବଂ ରାତି ୧୦ ଯାଏଁ ସ୍ଲଟ ବୁକିଂ କରିପାରିବେ ଆବେଦନକାରୀ । ତେବେ ତା’ପରଦିନ ଠାରୁ ସକାଳ ୭ରୁ ରାତି ୧୦ ଯାଏଁ ଡିଏଲ୍ ପରୀକ୍ଷା ପାଇଁ ଅନ୍‌ଲାଇନ୍ ସ୍ଲଟ ବୁକିଂ କରିହେବ । ଏନେଇ…

ସିଞ୍ଜୋ ଆବେଙ୍କୁ “ବନ୍ଧୁ” ବୋଲି ସମ୍ବୋଧନ କଲେ ମୋଦୀ!!

ନୂଆଦିଲ୍ଲୀ: ଜାପାନ ସହିତ ଲ୍ୟାଣ୍ଡମାର୍କ ସାମରିକ ଚୁକ୍ତି ପରେ ବିଦାୟ ନେଉଥିବାଜାପାନ ପ୍ରତିପକ୍ଷ ସିଞ୍ଜୋ ଆବେଙ୍କ ସହ ଟେଲିଫୋନିକ୍ ବାର୍ତ୍ତାଳାପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସେ…