Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୪-୯-୨୦୨୦ ଶୁକ୍ରବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ  ଆଜି ୨୦୨୦ମସିହା ସେପ୍ଟେମ୍ବର ତା୪ ରିଖ ଶୁକ୍ରବାର ସିଂହ ୨୦ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ଦ୍ବିତୀୟା ତିଥି ଉତ୍ତର ଭାଦ୍ର ନକ୍ଷତ୍ର ମୀନ ଚନ୍ଦ୍ର   ଘାତ ବାର :-ବିଛା ଧନୁ ଓ ମୀନ ରାଶିର ଘାତ…

କଟକ ଓ ଖୋର୍ଦ୍ଧାରେ କୋଭିଡ ରଣନୀତି ସୁଦୃଢ କରିବାକୁ ନବୀନଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି ମହାମାରୀ କରୋନା । ବିଶେଷ କରି ଏବେ ଖୋର୍ଦ୍ଧା ଏବଂ କଟକରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ରାଜ୍ୟରେ କୋଭିଡ…

୭ ଦିନ ଭିତରେ ଏକାମ୍ର ହାଟ ଖାଲି କରିବାକୁ ଦୋକାନୀଙ୍କୁ ନୋଟିସ

ଭୁବନେଶ୍ୱର: ୭ ଦିନ ଭିତରେ ଖାଲି କର ଏକାମ୍ର ହାଟ । ଏଭଳି ନିର୍ଦ୍ଦେଶ ଦେଇଛି ଇଡ୍‌କୋ । ବ୍ୟବସାୟୀଙ୍କୁ ୭ ଦିନ ଭିତରେ ପୂରା ହାଟ ଖାଲି କରିବାକୁ ଇଡ୍‌କୋ କହିଛି । ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ମଧ୍ୟ ବନ୍ଦ କରି ଦିଆଯାଇଛି । ଭୁବନେଶ୍ୱର ସହର ମଝିରେ ଥିବା ଏକାମ୍ର…

ସେପ୍ଟେମ୍ବର ୯ରୁ ଭୁବନେଶ୍ୱରରୁ ସୁରତକୁ ଉଡିବ ବିମାନ; ଜାଣନ୍ତୁ ସମୟ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୯ରୁ ଭୁବନେଶ୍ୱର ବିମାନବନ୍ଦରରୁ ସୁରତକୁ ବିମାନ ଉଡାଣ ନେଇ ନିଷ୍ପତ୍ତି ନେଇଛି ଏୟାର ଇଣ୍ଡିଆ । ଏହି ଉଡାଣ ସପ୍ତାହକୁ ୨ଥର ତଥା ସୋମବାର ଓ ବୁଧବାର ଦିନ ହେବ ବୋଲି ସୂଚନା ମିଳିଛି । ସୂଚନାନୁଯାୟୀ, ଏହି ବିମାନ ସୁରତରୁ ଅପରାହ୍ନ ୩ଟା ୩୦ମି.ରେ ବାହାରି…

ଆଜି ପୁଣି ଭୁବନେଶ୍ୱରରେ ୫୮୦ ପଜିଟିଭ, ୩୫୯ ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ ଉପର ମୁହାଁ ହେଉଛି କରୋନା ମିଟର । ଆଜି ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ବାହାରିଛନ୍ତି । ଗୁରୁବାର ରାଜଧାନୀ ଭୁବନେଶ୍ୱରରୁ ୫୮୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ୍ କେନ୍ଦ୍ରରୁ ୨୨୧ ଓ ଲୋକାଲ…

ଦୀପକ ପୁନିଆଙ୍କ ସମେତ ୩ ଭାରତୀୟ ରେସଲର କରୋନା ପଜିଟିଭ

ସୋନପତ: ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିବା ଦୀପକ ପୁନିଆଙ୍କ ସମେତ ୩ ରେସଲର ଆଜି କରୋନା ପଜିଟିଭ ଥିବା ଜଣାପଡିଛି । ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ (ସାଇ) ଗୁରୁବାର ଏହା ସ୍ପଷ୍ଟ କରିଛି । ସମସ୍ତ ରେସଲର ହରିୟାଣା ସୋନପତ ସାଇ ସେଂଟରରେ ଅଭ୍ୟାସ କରୁଥିଲେ । ୧…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀର ରେଲୱେ ଟ୍ରାକ ଅଂଚଳରେ ଥିବା ୪୮,୦୦୦ ବସ୍ତି ଉଚ୍ଛେଦ ହେବ

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହା ଅନୁସାରେ ଦିଲ୍ଲୀର ରେଲୱେ ଟ୍ରାକ ଓ ଏହାର ଆଖ ପାଖ ଅଂଚଳରେ ଥିବା ୪୮,୦୦୦ ବସ୍ତି ଉଚ୍ଛେଦ ହେବ । ଏଥିରେ କୌଣସି ରାଜନୈତିକ ହସ୍ତକ୍ଷେପ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ମୁହଁ ଖୋଲିଲେ ‘ରହସ୍ୟମୟୀ’ ଯୁବତୀ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ । ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଘେରରେ ଥିବା ସାଇକୋ ଲେଡି ଏବେ ସାମ୍ନାକୁ ଆସିଛନ୍ତି । ଗତ କିଛିଦିନ ହେବ ଆଦିତ୍ୟଙ୍କ ବାପା ଓ ମା ଯେଉଁ ସାଇକୋ ଲେଡିକୁ ନିଜ ପୁଅ ବା ଆଦିତ୍ୟଙ୍କ ମୃତ୍ୟୁର ଦୋଷୀ ଭାବୁଥିଲେ,…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୨୭୮ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୨୭୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୩୨୭୮ ଜଣଙ୍କ ମଧ୍ୟରୁ ୫୧୧ ଜଣ ଖୋର୍ଦ୍ଧା, ୩୬୮ ଜଣ ଗଞ୍ଜାମରୁ, ୨୩୦ ଜଣ କଟକରୁ, ୧୯୫ ଜଣ ଯାଜପୁରରୁ,…

RTO ଦେବେ ଅନ୍ତଃରାଜ୍ୟ ବସ୍ ପର୍‌ମିଟ୍‌

ଭୁବନେଶ୍ୱର: ଏଣିକି ଆର୍‌ଟିଓମାନେ ଦେଇପାରିବେ ଅନ୍ତଃରାଜ୍ୟ ବସ୍ ପର୍‌ମିଟ୍ । ମହାମାରୀ ସମୟରେ ଭିଡ କମାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ କମିଶନର । ଆବେଦନ ଦିନ ହିଁ ଯଥା ସମ୍ଭବ ଆର୍‌ଟିଓମାନେ ନିର୍ଦ୍ଦେଶ ଦେବାକୁ ଅନୁମତି ଦିଆଯାଇଛି । ପୂର୍ବରୁ ଅନ୍ତଃରାଜ୍ୟ ବସ୍ ଚଳାଚଳ…