Latest Odisha News

BREAKING NEWS

Browsing Category

ଫିଚର

ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇ ଡାକ୍ତର ସମେତ ୮ ଗିରଫ

କେନ୍ଦ୍ରାପଡ଼ା: ମହଙ୍ଗା ପଡ଼ିଲା ପୋଲିସ ଓ ସାମ୍ବାଦିକଙ୍କ ଉପରେ ଆକ୍ରମଣ । କେନ୍ଦ୍ରାପଡ଼ା ସହରରେ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଘରୋଇ ନର୍ସିଂହୋମର ଦୁଇ ଜଣ ଡାକ୍ତର । ସେମାନଙ୍କ ସହ ଅନ୍ୟ ୬ ଜଣଙ୍କୁ ବି ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।…

ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କଲେ ସୁଶାନ୍ତ ସିଂହ ରାଜପୁତଙ୍କ ଉଭଣୀ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଜୋର ଧରିଛି । ବଲିଉଡରେ ହଟଚମଟ । ବିହାର ପୋଲିସର ତଦନ୍ତ ପରେ ରାଜନୀତି ବି ଆରମ୍ଭ ହେଲାଣି । ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଓ ପାଟଣା ପୋଲିସ । ଏଭଳି ସ୍ଥିତିରେ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଭାଗର ସୂଚନା ଅନୁଯାୟୀ, ଚଳିତ ବର୍ଷ ଯେତିକି ବର୍ଷା ହେବା କଥା ତାଠାରୁ ୧୨ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ, କିଛିଦିନ ଅନ୍ତରାଳେ ପୁଣି ଭିଜିବାକୁ ଯାଉଛି…

୩ ଦିନ ପାଇଁ ଏହି ଜିଲ୍ଲାରେ ଲାଗୁ ହେଲା ସଟଡାଉନ କଟକଣା

ବରଗଡ଼: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ୩ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସମସ୍ତ ବ୍ୟବସାୟିକ ଅନୁଷ୍ଠାନକୁ ବନ୍ଦ ରଖାଯିବ। ତେଜରାତି, ପାରିବା,…

କର୍ଣ୍ଣାଟକର ମନ୍ତ୍ରୀ ବି. ସି. ପାଟିଲଙ୍କୁ କରୋନା

ବେଙ୍ଗାଳୁରୁ: କର୍ଣ୍ଣାଟକରେ ମନ୍ତ୍ରୀ ବି. ସି. ପାଟିଲ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ଆସିଛି ପଜିଟିଭ୍ । ନିଜେ ଏହି ସୂଚନା ଦେଇଛନ୍ତି ବି. ସି. ପାଟିଲ । ଟ୍ୱିଟ୍ କରି ସେ ଲେଖିଛନ୍ତି, କୋଭିଡ୍ ରିପୋର୍ଟ ପଜିଟିଭ ବାହାରିବା ପରେ ସେ ବେଙ୍ଗାଳୁରୁ ସ୍ଥିତ ଘରେ…

ମୋଦିଙ୍କ ରାସ୍ତାରେ ଟ୍ରମ୍ପ, ଚାଇନା ଆପ୍ ଟିକଟକ୍ ଉପରେ ଲଗାଇବେ ବ୍ୟାନ୍ !

ଓ୍ୱାଶିଂଟନ୍: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାସ୍ତାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚୀନକୁ ସାବାଡ କରିବା ପାଇଁ ଭାରତ ଭଳି ଆମେରିକା ଖୁବ ଶୀଘ୍ର ଚାଇନା ଆପ୍ ଟିକଟକ୍ ଉପରେ ବ୍ୟାନ ଲଗାଇବ । ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିକଳ୍ପ ଉପରେ ଚିନ୍ତା କରୁଛନ୍ତି…

କେମିତି କଟିବ ଆଜିର ଦିନ…

ରାଶି ଫଳ  ତା ୦୧-୮-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୧ ରିଖ ଶନିବାର କର୍କଟ ୧୭ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: ତୁଳା ଓ କୁମ୍ଭ ରାଶି…

ବିଶାଳ ଦେବଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ଆଇଏଏସ୍ ବିଶାଳ ଦେବଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ । ତାଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ଦିଆଯାଇଛି । ଆସନ୍ତା ୫ ତାରିଖରୁ ସେ ଏହି ଦାୟିତ୍ୱ ନେବେ । କ୍ରୀଡା ଓ ଯୁବ ସେବା ସହ ସେ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏହି ବିଭାଗ…

୨ଜି ସେବା ବନ୍ଦ କରି ଆଗକୁ ବଢିବା ନେଇ ଜରୁରୀକାଳୀନ ନୀତିଗତ ପଦକ୍ଷେପ ପାଇଁ ମୁକେଶ ଅମ୍ବାନିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଦୀର୍ଘ ୨୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ୨ଜି ମୋବାଇଲ୍ ସେବାକୁ ବନ୍ଦ କରି ଆଗକୁ ବଢିବା ସହିତ ତାହାକୁ ଇତିହାସ ପୃଷ୍ଠାରେ ସ୍ଥାନ ଦେବା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁକେଶ ଅମ୍ବାନି ଆହ୍ୱାନ ଦେଇଛନ୍ତି । ଆଜିକୁ ୨୫ ବର୍ଷ ପୂର୍ବେ ଭାରତରେ…

ବିନା ଟେଷ୍ଟ ରିପୋର୍ଟରେ ପୁରୀକୁ ପ୍ରବେଶ ମନା

ପୁରୀ : ଅଗଷ୍ଟ ମାସରେ ରାଜ୍ୟ ସରକାର ଲଗାଇଥିବା କଟକଣାକୁ ପୁରୀ ଜିଲ୍ଲାରେ ବି ବଳବତ୍ତର ରହିବ । ତେବେ ଜିଲ୍ଲାକୁ ପ୍ରବେଶ କରୁଥିବା ବାହାରର ବ୍ୟକ୍ତିଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ନେଗେଟିଭ୍ ନ ଥିଲେ ସେମାନଙ୍କୁ ଜିଲ୍ଲା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଆଜି ଏ ନେଇ ସୂଚନା…