Latest Odisha News

BREAKING NEWS

Browsing Category

ଫିଚର

ଭାରତରେ ଲଞ୍ଚ ହେଲା ହନର ମ୍ୟାଜିକ୍ ବୁକ୍ ୧୫ ଲାପଟପ୍, ୮ଜିବି ରାମ୍ ସହ ପପ୍ଅପ୍ କ୍ୟାମେରା

ନୂଆଦିଲ୍ଲୀ: ହନର ଭାରତରେ ଏହାର ପ୍ରଥମ ଲାପଟପ୍ ହନର ମ୍ୟାଜିକ୍ ବୁକ୍ ୧୫ ଲଞ୍ଚ କରିଛି | ଏହି ହନର ଲାପଟପ୍ ରେ AMD Ryzen 3000 ସିରିଜ୍ CPU ଏବଂ ଭେଗା ଗ୍ରାଫିକ୍ସ କାର୍ଡ ଅଛି | ପ୍ରି ଇଷ୍ଟଲ ୱିଣ୍ଡୋଜ୍ ଏହି ଲାପଟପ୍ ରେ ମିଳିବ | ବିଶେଷ କଥା ହେଉଛି ଏହି ଲାପଟପ୍ ରେ ପୂର୍ଣ୍ଣ ଏଚଡ଼ି…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ରିୟା, ଜାଣନ୍ତୁ କ’ଣ କହିଲେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୪୫ ଦିନ ବିତିଗଲାଣି । ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିନି । ଏହାରି ଭିତରେ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସଫେଇ…

ରାଜ୍ୟ ସରକାରଙ୍କ ଅଗଷ୍ଟ ମାସ ଗାଇଡଲାଇନ, ଜାଣନ୍ତୁ କଣ ଖୋଲା, କଣ ରହିବ ବନ୍ଦ

ଭୁବନେଶ୍ୱର: ଅଗଷ୍ଟ ମାସ ପାଇଁ କୋଭିଡ୍ ଗାଇଡଲାଇନ ଜାରି କରିଛନ୍ତି ସରକାର । ଅଗଷ୍ଟ ୩୧ ଯାଏଁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ। ଏହି ସମୟରେ ମନ୍ଦିର ଭିତରେ ଧାର୍ମିକ ପରମ୍ପରା ଚାଲିବ ହେଲେ ସାଧାରଣ ଭକ୍ତଙ୍କୁ ମନ୍ଦିର ଯିବା ମନା । ଅଗଷ୍ଟ ୩୧ ଯାଏଁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ…

ଓଡିଶାରୁ ସୁସ୍ଥ ହେଲେ ୭୭୨ କରୋନା ରୋଗୀ; ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨୦ ହଜାର ପାର୍

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୭୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୭୭୨ ଜଣଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜାଣନ୍ତୁ,…

ଏଣିକି ବିବାହ ଉତ୍ସବ ନିୟମ ଭାଙ୍ଗିଲେ ୧୦ ହଜାର ଫାଇନ୍

ଭୁବନେଶ୍ୱର: ଅଗଷ୍ଟ ମାସ ଗାଇଡଲାଇନ୍‌ରେ ସରକାର ବାହାଘର ଉତ୍ସବକୁ ଅନୁମତି ଦେଇଥିଲେ ମଧ୍ୟ କଡା କଟକଣା ଜାରି କରିଛନ୍ତି । ଏଣିକି ବିବାହ ଉତ୍ସବରେ କୋଭିଡ ଗାଇଡ ଲାଇନ୍ ଉଲ୍ଲଙ୍ଘନ କଲେ ୧୦ ହଜାର ଫାଇନ୍ । ଏଥିସହ ବିବାହ କାର୍ଯ୍ୟବେଳେ ସାମାଜିକ ଦୂରତା ନମାନିଲେ ସିଲ୍ ହେବ ବିବାହ ମଣ୍ଡପ ।…

ଦେଶରେ ମୋବାଇଲ ସେବାକୁ ୨୫ ବର୍ଷ ପୂରିଲା ଆସନ୍ତୁ ନଜର ପକାଇବା ଓଡିଶାରେ କଣ ରହିଥିଲା ପ୍ରମୁଖ ୫ ମାଇଲଖୁଣ୍ଟ

ଭୁବନେଶ୍ୱର: ୧୯୯୫ ମସିହା ଆଜିର ଦିନ ଅର୍ଥାତ୍ ଜୁଲାଇ ୩୧ ତାରିଖ । କୋଲକାତା ସହରରୁ ମୋବାଇଲରେ ଏକ କଲ ଯାଇଥିଲା ଦିଲ୍ଲୀକୁ । କଲ୍ କରିଥିଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ଏବଂ ଆରପଟେ ଥିଲେ ତତକାଳୀନ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ସୁଖରାମ । ଆଉ ତାହା ଥିଲା ଦେଶର ପ୍ରଥମ…

୪ଟି ଜିଲ୍ଲା ଓ ରାଉରକେଲା ମ୍ୟୁନିସପାଲଟିରେ ସାପ୍ତାହିକ ସଟ୍‌ଡାଉନ୍

ଭୁବନେଶ୍ୱର: ରାଜ୍ୟର ୪ଟି ଜିଲ୍ଲା ଓ ଗୋଟିଏ ମ୍ୟୁନିସପାଲଟିରେ ଜାରି ହୋଇଛି ସାପ୍ତାହିକ ସଟଡାଉନ୍ । ଖୋର୍ଦ୍ଧା, ଗଂଜାମ, ଗଜପତି, କଟକ ଓ ରାଉରକେଲା ମ୍ୟୁନିସପାଲଟିରେ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ୍ ରହିବ । ଏନେଇ ଆଜି ସରକାର ଗାଇଡାଲଇନ୍ ଜାରି କରିଛନ୍ତି। ଏହି ୪ଟି ଜିଲ୍ଲାରେ…

ରାତି ୯ରୁ ସକାଳ ୫ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର: କେନ୍ଦ୍ର ସରକାର ଦେଶରୁ ନାଇଟ୍ କର୍ଫ୍ୟୁ ହଟାଇଥିଲେ ବି ରାଜ୍ୟରେ କିନ୍ତୁ ଏହା ଜାରି ରହିବ । ଅର୍ଥାତ ସାରା ରାଜ୍ୟରେ ରାତ୍ରି କଟକଣାକୁ ଜାରି ରଖିଛନ୍ତି ସରକାର । ପ୍ରତିଦିନ ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଲାଗୁ ହେବ । ଏହି ସମୟରେ ସମସ୍ତ ପ୍ରକାରର ଗମନାଗମନ ବନ୍ଦ ରହିବ…

ସାବଧାନ, ମାସ୍କ ନ ପିନ୍ଧିଲେ ଦେବେ ୫ ହଜାର ଯାଏଁ ଫାଇନ୍‌

ଭୁବନେଶ୍ୱର: ଏଣିକି ମାସ୍କ ନ ପିନ୍ଧିଲେ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ । ଘରୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଯଦି ଏହି ନିୟମ ଉଲ୍ଲଘଂନ ହୁଏ ତେବେ ପ୍ରଥମ ଦୁଇ ଥର ଏକ ହଜାର ଫାଇନ୍ ଦେବାକୁ ପଡିବ । ପରେ ୫ ହଜାର ଟଙ୍କ ଫାଇନ୍ ଦେବାକୁ ପଡିବ । ଏନେଇ ଆଜି ସାମ୍ବାଦିକ…

ଚାଇନା କମ୍ପାନୀ ଫୋନ ଛାଡ, ବର୍ତ୍ତମାନ ଏହି କମ୍ପାନୀଗୁଡିକର ଫୋନ୍ ୧୦ ହଜାର ଟଙ୍କାରେ କିଣି ପାରିବେ

ନୂଆଦିଲ୍ଲୀ: ଚାଇନା ସାମଗ୍ରୀ ବହିଷ୍କାର ଅଭିଯାନ ମଧ୍ୟରେ ସ୍ମାର୍ଟଫୋନ ବଜାର ଉପରେ ସର୍ବାଧିକ ପ୍ରଭାବ ପଡିଛି। ଏହାର କାରଣ ହେଉଛି ଜୁନ୍ ପୂର୍ବରୁ ଭାରତୀୟ ବଜାର ଚାଇନାର ମୋବାଇଲ୍ ଫୋନ୍ ଦ୍ୱାରା ସମ୍ପୁର୍ଣ୍ଣ ଭାବରେ ଅକ୍ତିଆର ରେ ଥିଲା। ବର୍ତ୍ତମାନ ଚାଇନିଜ୍ ବଏକଟ୍ ଅଭିଯାନ ମଧ୍ୟରେ ଆମେ…